Odisha ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା OPA Jun 15, 2020 0 ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଉପାନ୍ତବର୍ତ୍ତୀ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ଗ୍ରାମରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଚିହ୍ନଟ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି ।ସୂଚନାଯୋଗ୍ୟ, ଆଜି ଉଭୟ ଯୁବକଯୁବତୀଙ୍କୁ ଗାଁ ପାଖ… Read More...
National ପୁଣିଥରେ ଗୁଜରାଟରେ ଭୂକମ୍ପ ଝଟକା OPA Jun 15, 2020 0 ଅହମଦାବାଦ: ଗୁଜରାଟର ପୁଣିଥରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାଡ଼ିଛି। ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ଏହା ଦ୍ୱିତୀୟ ଭୂକମ୍ପ। ଗତରାତିରେ ମଧ୍ୟ ଗୁଜରାଟର କୁଚରେ ଭୂକମ୍ପ… Read More...
Odisha ଭୁବନେଶ୍ୱର ପିଏନ୍ବି ଠକେଇ ମାମଲା, ଇଡିର ତଦନ୍ତ ଆରମ୍ଭ OPA Jun 15, 2020 0 ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍ବି)ରୁ ୩୪ କୋଟି ଟଙ୍କା ଠକେଇ ମାମଲାର ଖୋଲତାଡ କରିବ ଇଡି । ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ… Read More...
Crime ସାନଭାଇକୁ ମାରି ପୋତିଦେଲେ; ବଡ଼ ଓ ମଝିଆଁ ଭାଇ ଗିରଫ OPA Jun 15, 2020 0 ବସ୍ତା: ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ୍ ଅନ୍ତର୍ଗତ ଚକୁରି ଗାଁରେ ବଡ଼ ଭାଇ ଓ ମଝିଆଁ ଭାଇ ନିଜର ସାନଭାଇକୁ ପିଟିପିଟି ହତ୍ୟା କରିବା ପରେ ଶବକୁ ପୋତି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।ମିଳିଥିବା ସୂଚନା ଅନୁଯାୟୀ,… Read More...
Bignews ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୬ କରୋନା ଆକ୍ରାନ୍ତ OPA Jun 15, 2020 0 ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଆଜି ରାଜ୍ୟରେ ସରକାରଙ୍କ ପ୍ରଦତ୍ତ ତଥ୍ୟରେ ସୁସ୍ଥ ଓ ଆକ୍ରାନ୍ତଙ୍କ ସଂଖ୍ୟା ସମାନ ରହିଛି । ଆଜି ସକାଳେ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ… Read More...
Odisha ପୁଣି ଭୁବନେଶ୍ୱରରେ ୫ କରୋନା ପଜିଟିଭ ଚିହ୍ନଟ OPA Jun 15, 2020 0 ଭୁବନେଶ୍ୱର : ଆଜି ଭୁବନେଶ୍ୱର ସହରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୫ଜଣଙ୍କ ମଧ୍ୟରୁ ୩ଜଣ ହୋମ୍ କ୍ୱାରେଣ୍ଟାଇନରୁ ଓ ଅନ୍ୟ ୨ ଜଣ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଲୋକାଲ୍ କେସ ଚିହ୍ନଟ ହୋଇଥିବା ଦୁଇ ଜଣ… Read More...
Odisha ୫ ଦିନ ବର୍ଷିବ OPA Jun 15, 2020 0 ଭୁବନେଶ୍ୱର:ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବା ପରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା… Read More...
Entertainment ଆଜି ମୁମ୍ବାଇରେ ହେବ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର OPA Jun 15, 2020 0 ମୁମ୍ବାଇ: ଆଜି ମୁମ୍ବାଇରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ତାଙ୍କ ପରିବାର ଲୋକ ପାଟନାରୁ ମୁମ୍ବାଇ ଆସିଛନ୍ତି।ତାଙ୍କ ଭଉଣି, ଭିଣେଇ ମୁମ୍ବାଇରେ ପହଞ୍ଚି ସାରଥିବା ବେଳେ… Read More...
National ୨ ଭାରତୀୟ ଦୂତବାସ କର୍ମଚାରୀ ପାକିସ୍ତାନରୁ ନିଖୋଜ OPA Jun 15, 2020 0 ନୂଆଦିଲ୍ଲୀ: ପାକିସ୍ତାନ ରାଜଧାନୀରେ ଥିବା ଭାରତୀୟ ଦୂତବାସର ୨ ଅଫିସର ନିଖୋଜ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସକାଳ ୮ଟା ୩୦ ମିନିଟ ସମୟରୁ ୨ଜଣ ଅଫିସର ନିଖୋଜ ଅଛନ୍ତି। ଏନେଇ ପାକିସ୍ତାନ ନିକଟରେ ଅଭିଯୋଗ… Read More...
Odisha ସ୍ୱତନ୍ତ୍ର ଓଜେଇ ଅନ୍ଲାଇନ୍ ଆବେଦନ OPA Jun 15, 2020 0 ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ମହାମାରୀ ଦୃଷ୍ଟିରେ ରଖି ବି.ଟେକ୍ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇ ଅନ୍ଲାଇନ୍ ଆବଦେନ ତାରିଖ ଘୁଞ୍ଚାଇ ଦିଆଯାଇଛି।… Read More...