Odisha ଉଡ଼ିଗଲା ପତିତପାବନ ବାନା OPA Jun 15, 2020 0 ପୁରୀ : ପବନରେ ଉଡ଼ିଗଲା ଶ୍ରୀମନ୍ଦିରର ପତିତପାବନ ବାନା । ପ୍ରବଳ ବର୍ଷା ଓ ପବନରେ ଉଡ଼ିଗଲା ପତିତପାବନ ବାନା । ବାଉଁସ ସହ ଉଡ଼ିଗଲା ଶ୍ରୀମନ୍ଦିରର ପତିତପାବନ ବାନା । ଓଡିଶାରେ ଲାଗିରହିଥିବା ମୌସୁମୀ ବର୍ଷା ଯୋଗୁଁ ଜଳମଗ୍ନ… Read More...
Bignews ଆଜି ପୁଣି ୧୪୬ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି OPA Jun 15, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା… Read More...
Crime ଜନ୍ମ କଲା ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ବାପା OPA Jun 14, 2020 0 ନୂଆପଡ଼ା: ଘରୋଇ କଳିକୁ କେନ୍ଦ୍ରକରି ବାପା ହାତରେ ପୁଅର ଜୀବନ ଯାଇଛି।। ନିଜ ୩ ମାସର ଶିଶୁପୁତ୍ରକୁ ହତ୍ୟା କରି ବାପା ମଧ୍ୟ ନିଜେ ଆତ୍ମହତ୍ୟା କରିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ସୂଚନା… Read More...
National ୬ ଆଇଏଏସଙ୍କ ଦାୟିତ୍ୱରେ ଦିଲ୍ଲୀ OPA Jun 14, 2020 0 ନୂଆଦିଲ୍ଲୀ: ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଜଟିଳ ହେଉଥିବା ଦେଖି କେନ୍ଦ୍ର ସରକାର ୬ ଆଇଏଏସ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି। ଏଯାବତ ୩୮ ହଜାର ଆକ୍ରାନ୍ତ ଦିଲ୍ଲୀରୁ ଚିହ୍ନଟ… Read More...
Odisha ଅଭିନେତା ସୁଶାନ୍ତଙ୍କ ବିୟୋଗରେ ନବୀନଙ୍କ ଶୋକ OPA Jun 14, 2020 0 ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ସମସ୍ତଙ୍କ ସ୍ତବ୍ଧ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍ ସୁଶାନ୍ତଙ୍କ… Read More...
National ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ OPA Jun 14, 2020 0 ଆସାମ: ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ରାଜ୍ୟର ବାଗଜାନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପରେ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ସମୀକ୍ଷା… Read More...
National କରୋନା ସଂକ୍ରମିତ ରୋଗୀଙ୍କ ବୃଦ୍ଧିକୁ ଦେଖି ଦିଲ୍ଲୀକୁ ୫୦୦ଟି ରେଳ କୋଚ୍ ଦେବ କେନ୍ଦ୍ର OPA Jun 14, 2020 0 ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ… Read More...
Bignews ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ OPA Jun 14, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଏହି ସଂଖ୍ୟାକୁ ମିଶାଇ ସମୁଦାୟ ୨୭୦୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁସ୍ଥ ହୋଇଥିବା… Read More...
Bignews ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା OPA Jun 14, 2020 0 ମୁମ୍ବାଇ: ବଲିଉଡରୁ ଏକ ଦୁଃଖଦ ଖବର ଆସିଛି। ଜଣାଶୁଣା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା… Read More...
Odisha ରାଜଧାନୀରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ OPA Jun 14, 2020 0 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୬ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଏହା ସହିତ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ… Read More...