ରାଜ୍ୟରେ କୋଭିଡ ମୃତ୍ୟୁ କମ୍‌ କରିବା ଓ ସୁସ୍ଥତା ହାର ବୃଦ୍ଧି କରିବାରେ ଓଡିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଡାକ୍ତର ଓ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଏ କନ୍‌ଫରେନସିଂ ଜରିଆରେ କୋଭିଡ ମ୍ୟାନେଜମେଣ୍ଟ ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡିକାଲ କଲେଜର…
Read More...

ଲାଞ୍ଚ ନେଉଥିବା ବେଳେ ଡ଼ିଏଫଓଙ୍କୁ ଧରିଲା ଭିଜିଲାନ୍ସ

ବଲାଙ୍ଗୀର: ଲାଞ୍ଚ ନେଉଥିବାବେଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ଡ଼ିଏଫଓଙ୍କୁ ଭିଜିଲାନ୍ସ ଗିରଫ କରିଛି | ତାଙ୍କ ବିଭାଗର ଅଧିକାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି |…
Read More...

ଆସାମ ତିନସୁକିଆ ଜିଲ୍ଲାର ଗ୍ୟାସ ପାଇପଲାଇନରେ ଅଗ୍ନିକାଣ୍ଡ

ଆସାମ: ଆସାମ ତିନସୁକିଆ ଜିଲ୍ଲାର ଗ୍ୟାସ ପାଇପଲାଇନରେ ଅଗ୍ନିକାଣ୍ଡ । ଗ୍ୟାସ ପାଇପଲାଇନରେ କୌଣସି କାରଣରୁ ନିଆଁ ଲାଗିବା ପରେ ଏହା ଭୟଙ୍କର ଭାବେ ଜଳିବାରେ ଲାଗିଛି । ଏହାର ପ୍ରଭାବରେ ନିଆଁ ଆଖପାଖ ଅଂଚଳକୁ ମଧ୍ୟ ବ୍ୟାପି…
Read More...

୮୦ ଫୁଟ ତଳକୁ ଖସିଲା ପିଆଜ ଟ୍ରକ, ଡ୍ରାଇଭର ମୃତ

ବାରିପଦା: ମରଣଯନ୍ତା ପାଲଟିଛି ଦ୍ୱାରଶୁଣୀ ଘାଟି। ଆଜି ନାସିକରୁ ପିଆଜ ନେଇ କଲିକତା ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି ଟ୍ରକ । ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଥାନା ଦ୍ୱାରଶୁଣୀ ଘାଟିରେ…
Read More...

୩ ଜଣ ଆତଙ୍କବାଦୀ ନିପାତ

ସୋପିଆନ: ଜାମ୍ମୁକାଶ୍ମୀରର ସୋପିଆନରେ ସେନାର ଏନକାଉଣ୍ଟର । ସକାଳୁ ସକାଳୁ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିପାତ ହେଲେଣି । ପ୍ରଥମେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା ଭାରତୀୟ ସେନା । ଶେଷ ଖବର…
Read More...

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ବ୍ୟାରେଲ ପିଛା ଅଶୋଧିତ ତେଲର ଦାମ ୪୦ ଡଲାର ବଢ଼ିବାରୁ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଲକଡାଉନ୍ ବେଳେ ଅଶୋଧିତ ତେଲର…
Read More...

ପୁଣି ୧୧୦ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏମାନଙ୍କ ମଧ୍ୟରୁ ୯୭ ଜଣ କ୍ଵାରାଣ୍ଟିନ ସେଣ୍ଟରରେ ଥିବାବେଳେ ୧୩ଟି ସ୍ଥାନୀୟ କେସ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…
Read More...

ଆଜିଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଲଘୁଚାପରେ ପରିଣତ ହୋଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହେବ । ଏହାର…
Read More...

ସେବାୟତଙ୍କ ଲାଗି ହୋମିଓପାଥି ସ୍ୱାସ୍ଥ୍ୟ ଶିବିର

ପୁରୀ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବାୟତମାନଙ୍କୁ କରୋନା ଠାରୁ ଦୂରେଇ ରଖିବାପାଇଁ ପୁରୀରେ ଆରମ୍ଭ ହୋଇଛି ହୋମିଓପାଥିକ ସ୍ୱାସ୍ଥ୍ୟ ଶିବିର । ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ…
Read More...

ଆଜି କୋଭିଡ୍ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି କୋଭିଡ୍ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫେରେନ୍ସିଂ ଜରିଆରେ ସେ ଏହି ସମ୍ୱୋଧନ କରିବେ। ଆଜି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ‘କରୋନା’ ଆକ୍ରାନ୍ତଙ୍କ…
Read More...