ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା

ଭୁବନେଶ୍ୱର: ବଢିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । କାହାକୁ ବି ଛାଡୁନି ଏ ମହାମାରୀ କରୋନା । ପିଲାଠୁ ବୁଢା ସମସ୍ତଙ୍କୁ ନିଜ ଜାଲରେ ପକାଉଛି ଏହି ଭାଇରସ । ଏହାରି ଭିତରେ ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନା…
Read More...

ପୁଣି ସୁସ୍ଥ ହେଲେ ୧୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୪୦ କରୋନା ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି ।  ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ୨୧୩୩ଜଣ ବ୍ୟକ୍ତି କରୋନା ମୁକ୍ତ ହୋଇଛନ୍ତି।  ସୁସ୍ଥ ହୋଇଥିବା ୧୪୦ ଜଣଙ୍କ ମଧ୍ୟରେ କଟକରୁ…
Read More...

ସାବିତ୍ରୀ ରଥ ହେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ

କଟକ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହା ଫଳରେ ଓଡ଼ିଶା…
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:  ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ୮ ଥର ସାଂସଦ ଏବଂ ୨ ଥର ବିଧାୟକ  ଅର୍ଜୁନ ସେଠୀଙ୍କ ବିୟୋଗରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆଜି ସକାଳେ ସ୍ୱର୍ଗତଃ ସେଠୀଙ୍କ ପାର୍ଥୀବ ଶରୀର…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦେଶ: ୧୫ ଦିନ ଭିତରେସମସ୍ତ ପ୍ରବାସୀଙ୍କୁ ଘରେ ପହଞ୍ଚାଅ

ନୂଆଦିଲ୍ଲୀ: ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ପ୍ରବାସୀଙ୍କ ତାଲିକା ପ୍ରସ୍ତୁତ କରି ଏ ଦିଗରେ ପଦକ୍ଷେପ…
Read More...

କେଜ୍ରିୱାଲଙ୍କର ହେଲା କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର କରୋନା ପରୀକ୍ଷା କରାଯାଇଛି। ମଙ୍ଗଳବାର ତାଙ୍କ ଘରୁ ଏକ ଡାକ୍ତରୀ ଟିମ୍‌ ନମୁନା ସଂଗ୍ରହ କରି ନେଇଛନ୍ତି। ଆସନ୍ତା କାଲି ରିପୋର୍ଟ ଆସିବ ବୋଲି କୁହାଯାଉଛି। ତେବେ…
Read More...

ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ନନ୍ଦିନୀ ଶତପଥୀଙ୍କ ଫଟୋ…
Read More...

ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ସନାତନ ରଥଙ୍କ ପରଲୋକ

କଟକ: ଦେଶର ଖ୍ୟାତନାମା ତଥା ବରିଷ୍ଠ ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।  ଜଣେ ନ୍ୟୁରୋସର୍ଜନ ଭାବେ…
Read More...

ଆଜିଠାରୁ ଆଉ ୨ଟି ରୁଟ୍‌ରେ ଚଳାଚଳ କରିବ ‘ମୋ ବସ୍‌’

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଅର୍ଥାତ ଆଜିଠାରୁ ଆଉ ୨ଟି ରୁଟ୍‌ରେ ‘ମୋ ବସ୍‌’ ଚଳାଚଳ କରିବ। ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବସ୍ ସେବା ଉପଲବ୍ଧ ହେବ। ରୁଟ୍‌ ୨୪ରେ ମୋ ବସ୍‌ କଳିଙ୍ଗ…
Read More...

ବିନା ପରୀକ୍ଷାରେ ୧୦ମ ଶ୍ରେଣୀ ପାସ ନେଇ ଘୋଷଣା କଲା ଏହି ରାଜ୍ୟ

ତେଲେଙ୍ଗାନା: କରୋନା ସଙ୍କଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ତେଲେଙ୍ଗାନା ସରକାର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ଚଳିତ ବର୍ଷ ବିନା ପରୀକ୍ଷାରେ ୧୦ମ ଶ୍ରେଣୀର…
Read More...