ପୁଣି ୧୭୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ। ଏଯାବତ୍ ଏତେ ସଂଖ୍ୟକ ଆକ୍ରାନ୍ତ ଏକାଥରକରେ ଚିହ୍ନଟ ହୋଇ ନଥିଲେ। ଏହା ଫଳରେ ରାଜ୍ୟରେ ମୋଟ୍…
Read More...

ଆଜିଠୁ ଦୁଇଦିନିଆ ୧୧ ଜିଲ୍ଲା‌ ସଟ୍‌ଡାଉନ୍

ଭୁବନେଶ୍ୱର: ଆଜିଠୁ ଦୁଇଦିନିଆ ସଟ୍‌ଡାଉନ୍ ଆରମ୍ଭ ହୋଇଛି। ତେବେ ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ଟି ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଏହି କଟକଣା ବଳବତ୍ତର ରହିବ। ଏହି ଜିଲ୍ଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ,…
Read More...

ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଦିନ କ୍ୱାରେଂଟାଇନର ବ୍ୟବସ୍ଥା କରାଯାଉ: ପ୍ରଦୀପ୍ତ…

ଭୁବନେଶ୍ୱର: ସାରା ଦେଶ ସମେତ ରାଜ୍ୟ ଏବେ କରୋନା ମହାମାରୀ ସହ ଲଢେଇ କରୁଛି । ବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା ଯୋଗୁଁ ବର୍ତମାନ ସୁଦ୍ଧା ଓଡିଶାରେ କରୋନା ରୋଗୀମାନେ ଖୁବ ଶୀଘ୍ର ଉପକୃତ ହେଉଛନ୍ତି । କିନ୍ତୁ ଗତ କିଛିଦିନ ହେବ…
Read More...

ନାଲକୋରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର: ରାଷ୍ଟ୍ରାୟତ ଉଦ୍ୟୋଗ ତଥା ନବରତ୍ନ କମ୍ପାନୀ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ଏକ ଦାୟୀତ୍ୱସମ୍ପନ୍ନ କର୍ପୋରେଟ୍ ହିସାବରେ ନାଲକୋ…
Read More...

କୋଭିଡ୍ ପରିଚାଳନା ଦାୟିତ୍ୱରୁ ହଟିଲେ ୯ ଆଇଏଏସ୍‌

ଭୁବନେଶ୍ୱର:ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ଆସିବାପରେ କୋଭିଡ୍ ପରିଚାଳନାର ଅତିରିକ୍ତ ଦାୟିତ୍ୱରେ ଥିବା ୧୦ଜଣ ଆଇଏଏସଙ୍କୁ ହଟାଇ ରାଜ୍ୟ ସରକାର ହଟାଇ ଦେଇଛନ୍ତି। କୋଭିଡ୍ ପରିଚାଳନା ସାମଗ୍ରୀ କ୍ରୟ ନିମନ୍ତେ…
Read More...

ମୁକେଶ ଅମ୍ବାନି ଏସିଆର ସବୁଠାରୁ ଧନୀ ବ୍ୟକ୍ତି

ମୁମ୍ବାଇ : କରୋନା ମହାମାରୀ ଯୋଗୁଁ ଶିଳ୍ପଜଗତ ବିପୁଳ କ୍ଷତି ସହୁଥିବାବେଳେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସଫଳତାର ସିଡ଼ି ଚଢିଚାଲିଛି । ସେୟାର ମୂଲ୍ୟ ବଢିଚାଲିଥିବାରୁ କମ୍ପାନିର ବଜାର ପୁଞ୍ଜି ବା ମାର୍କେଟ…
Read More...

ସମ୍ ଡାକ୍ତରଙ୍କର ଆପ୍ରାଣ ଉଦ୍ୟମ: ମାତ୍ର ୫୦୫ ଗ୍ରାମ୍‌ର ଶିଶୁ କନ୍ୟା ଏବେ ସଂପୂର୍ଣ୍ଣ ସୁସ୍ଥ

ଭୁବନେଶ୍ୱର: ମାତ୍ର ୫୦୫ ଗ୍ରାମ୍ ଓଜନର ଜନ୍ମ ନେଇଥିବା ଶିଶୁ ଦୁଇ ବର୍ଷ ପରେ ଏବେ ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ଗତ ୨୦୧୮ ମେ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ…
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି ।ଏହି ଅବସରରେ ଶ୍ରୀ ପ୍ରଧାନ…
Read More...

ଜୁନ୍ ୮ରେ ଅପରାହ୍ନ ୩ଟା ୩୦ରେ ରାଜ୍ୟବାସୀଙ୍କୁ ସମ୍ଭୋଧିତ କରିବେ ଗୃହମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖ ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର…
Read More...

ମହିଳାଙ୍କ ହାତରେ ତରଳ ବର୍ଜ୍ୟ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଲୋକସେବାଭବନରେ ଆୟୋଜିତ ସ୍ୱଚ୍ଛତା ଶକ୍ତି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ପାନୀୟଜଳ ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ରାଜ୍ୟର ୪ଟି ସେପ୍ଟେଜ୍‌…
Read More...