କରୋନା ମୁକାବିଲା ପାଇଁ ଜୁନ୍‌ କାହିଁକି ଗୁରୁତ୍ୱପୂର୍ଣ୍ଣ; ବୁଝାଇଲେ ବାଗ୍‌ଚୀ

ଭୁବନେଶ୍ୱର: ସମଗ୍ର ବିଶ୍ୱ ଓ ଭାରତ ସହିତ ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଲୋକେ ସତର୍କ ନ ରହିଲେ ଆଗାମୀ ଦିନରେ ଯେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ନ କରିବ, ତାହା କହିହେବ ନାହିଁ।…
Read More...

୧୦ରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶନିବାର ସୁଦ୍ଧା ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ପୁଡ଼ୁଚେରୀରେ ପହଞ୍ଚିଛି । ଆଗାମୀ ଦୁଇଦିନରେ ଏହା ଆନ୍ଧ୍ରପ୍ରଦେଶ ଓ ୧୦ ତାରିଖ ବେଳକୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।…
Read More...

ଆଜି ଭଦ୍ରକରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ପୁଣି ନୂଆ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ କଟକ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ଆଜି…
Read More...

ଇଡିର ୫ କର୍ମଚାରୀ କରୋନା ଆକ୍ରାନ୍ତ : ରବିବାର ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟ ସିଲ୍‍

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ୫ ଜଣ କର୍ମଚାରୀ କୋଭିଡ୍‍-୧୯ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀର ଖାନ୍‍ ମାର୍କେଟସ୍ଥିତ ଲୋକନାୟକ ଭବନରେ ଥିବା ଇଡି ମୁଖ୍ୟ କାର୍ଯ୍ୟାଳୟରେ ସେମାନେ କାର୍ଯ୍ୟ…
Read More...

ସୋମବାରଠାରୁ ବିଦ୍ୟାଳୟରେ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ସୋମବାରଠାରୁ ବିଦ୍ୟାଳୟରେ ପିଲାମାନେ ନାମ ଲେଖାଇପାରିବେ । ଜୁଲାଇ ୧୫ ତାରିଖ ଯାଏଁ ନାମଲେଖା ପ୍ରକ୍ରିୟା ଜାରି ରହିବ। ପ୍ରଥମରୁ ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ନାମ ଲେଖା…
Read More...

ଓଡ଼ିଶାରେ ଚାଲିବ କ୍ରୁଜ

ଭୁବନେଶ୍ୱର: ଓଡ଼ିଶାରେ ଚାଲିବ ବିଳାସମୟ କ୍ରୁଜ । ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ପ୍ରତି ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ଉଦ୍ୟମ କରିବାକୁ ଚାଁହୁଛନ୍ତି । ଆଉ ସେଥିପାଇଁ ରାଜ୍ୟର ନଦୀ…
Read More...

ପୁଣି ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧୨ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ ୧୭୧୬ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସୁସ୍ଥ ୧୧୨ ଜଣଙ୍କ…
Read More...

କରୋନା ସଂକ୍ରମିତ ତାଲିକାରେ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଆଜିକାଲି ଭାରତ ସମେତ ବିଶ୍ୱର ଅନେକ ଦେଶ ମହାମାରୀ କରୋନା ସହ ମୁକାବିଲା କରିବା ନେଇ ସଂଘର୍ଷ କରୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଭାରତରେ ଏପର୍ଯ୍ୟନ୍ତ ୨,୩୬,୬୫୭  ଲୋକ କରୋନା…
Read More...

ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଛଅ ବର୍ଷ ଝିଅର ମୃତ୍ୟୁ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଚଳନପଡ଼ା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଏକ ଛଅ ବର୍ଷ ଝିଅର  ମୃତ୍ୟୁ ଅଭିଯୋଗ ହୋଇଛି । ମୃତକଙ୍କ ନା ବର୍ଷା ଖଳସେ। ତାଙ୍କ  ବାପା ଡାକ୍ତର ଖଳସେ  ଝୋଳପଥର ଗାଁର ବୋଲି…
Read More...

ମାସ୍କ ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜାରି କଲା ନୂଆ ଗାଇଡଲାଇନ୍

ଜେନିଭା: କୋଭିଡ୍‌ ୧୯ ମୁକାବିଲା ପାଇଁ ମାସ୍କ ବ୍ୟବହାରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ ) ନୂଆ ଗାଇଡଲାଇନ୍ସ ଜାରି କରିଛି। ଅଧିକ ସଂକ୍ରମିତ ହୋଇଥିବା ସ୍ଥାନରେ ରୋଗୀଙ୍କ ସହ ମେଡିକାଲ୍‌ର ସମସ୍ତ କର୍ମଚାରୀ…
Read More...