ଚାଲି ଚାଲି ଯାଉଥିଲେ ପ୍ରବାସୀ ଶ୍ରମିକ; ଚଢ଼ିଗଲା ବସ୍‌, ୬ମୃତ

ମୁଜଫରନଗର: ଉତ୍ତରପ୍ରଦେଶର ମୁଜଫରନଗରରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିଜ ଘର ବିହାରକୁ ଚାଲି ଚାଲି ଯାଉଥିବା କିଛି ଶ୍ରମିକଙ୍କ ଉପରେ ବସ୍‌ ଚଢ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି।…
Read More...

୫୩ପ୍ରବାସୀ ଓଡ଼ିଆ ଶ୍ରମିକ ଆସୁଥିବା ଟ୍ରକ୍ ଓଲଟିଲା: ୫ ଆହତ

ନାଶିକ: ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଗୋଟାଏ ଟ୍ରକ୍ ଗୁରୁବାର ଦିନ ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଘୋତି-ସିନ୍ନାର ରାଜପଥରେ ଓଲଟି ପଡ଼ିବାରୁ ଅନ୍ୟୂନ ୫ ଜଣ ଶ୍ରମିକ ସାଙ୍ଘାତିକ ଆହତ…
Read More...

ଆଜି ଚିହ୍ନଟ ହୋଇଥିବା ୭୩ଜଣ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଆଜି ଯେଉଁ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫୦ ଜଣ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ…
Read More...

ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ୍ କୁ ବିଜୟ ମାଲ୍ୟାଙ୍କ ପ୍ରଂଶସା; ଟ୍ୱିଟ କରି ଜଣାଇଲେ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ଼ ଧରଣର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜକୁ ନେଇ ଭିନ୍ନ ଭିନ୍ନ ଲୋକ ମତ ରଖୁଥିବାବେଳେ ଲଣ୍ଡନରୁ ମଧ୍ୟ ପ୍ରତିକ୍ରିୟା ଆସିଛି । ମଦ ବ୍ୟବସାୟୀ…
Read More...

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ; ୧୦ ଶ୍ରମିକ ଆହତ

ଅନୁଗୁଳ: ଗତକାଲି ବିଳମ୍ବିତ ରାତିରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଫେରୁଥିବା ବେଳେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏଥିରେ ୧୦ ଶ୍ରମିକ ଆହତ ହୋଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା…
Read More...

ବସ୍ କୁ ଧକ୍କା ଦେଲା ଟ୍ରକ୍‌: ୮ମୃତ, ୫୦ ଆହତ

ଭୋପାଳ: ଗତକାଲି ରାତିରେ ମଧ୍ୟପ୍ରଦେଶର ଗୁଣାଠାରେ ଗୋଟିଏ ବସ୍ କୁ ଟ୍ରକ୍ ଧକ୍କା ଦେବା ଫଳରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ଜଣ ଆହତ ହୋଇଛନ୍ତି ।ମହାରାଷ୍ଟ୍ରରୁ ଏହି ଶ୍ରମିକମାନେ ଟ୍ରକ୍ ଯୋଗେ ଉତ୍ତର ପ୍ରଦେଶସ୍ଥିତ…
Read More...

ପୁଣି ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳେ ୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ଛୁଇଁଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ଆତ୍ମନିର୍ଭରଶୀଳ ଓଡିଶା ହେଲେ ଆତ୍ମନିର୍ଭରଶୀଳ ଭାରତ ସମ୍ଭବ : ସମୀର ମହାନ୍ତି

ଭୁବନେଶ୍ୱର: ଦେଶକୁ ଆତ୍ମନିର୍ଭରଶୀଳ ତଥା ସ୍ୱାବଲମ୍ବୀ କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା ବେଳେ ଏହାକୁ ସ୍ୱାଗତ କରିଛନ୍ତି ବିଜେପି ରାଜ୍ୟ…
Read More...

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ବଦଳି

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ସ୍ତରରେ ଆଜି ଛୋଟ ଧରଣର ବଦଳି ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି । ୧୯୯୩ ବ୍ୟାଚର ଏହି ଆଇଏଏସ ଅଫିସର ରାଜ୍ୟ…
Read More...

ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ବଡ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଏବଂ ଆଜି ଦେଶବାସୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହାର ବିସ୍ତୁତ ବିବରଣୀ ପ୍ରଦାନ…
Read More...