Bignews ସୁସ୍ଥ ହେଲେ ରାଜ୍ୟର ଆଉ ୮ କରୋନା ଆକ୍ରାନ୍ତ OPA May 15, 2020 0 ଭୁବନେଶ୍ୱର: ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଯାଜପୁରର ୪ଜଣ, ଭଦ୍ରକର ୨ଜଣ ଏବଂ ବାଲେଶ୍ୱର ଓ କେନ୍ଦୁଝରରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ରାଜ୍ୟରେ… Read More...
Odisha ଆଜି ଚିହ୍ନଟ ହୋଇଥିବା ୪୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର OPA May 15, 2020 0 ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୪୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଆଜି ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।ଆଜି… Read More...
Odisha ଗ୍ୟାସଲିକ୍ ରୁ ଅଗ୍ନିକାଣ୍ଡ, ଜଳିଗଲା ୯ ବଖରା ଘର OPA May 15, 2020 0 ଚାନ୍ଦବାଲି: ଚାନ୍ଦବାଲି ସହର ମଧ୍ୟରେ ସିନେମା ବଜାର ବସ୍ତିରେ ଗତକାଲି ଦ୍ୱିପ୍ରହରରେ ଅଗ୍ନିକାଣ୍ଡ ଘଟି ୭ପରିବାରର ୯ବଖରା ଘର ସମେତ ଦୁଇଟି କ୍ୟାବିନ ପୁରା ପୋଡ଼ିଯାଇଛି। ତେବେ ବଜାର ମଧ୍ୟରେ ଦୈନିନ୍ଦିନ କାର୍ଯ୍ୟ କରି ପରିବାର… Read More...
Odisha ଓକିଲଙ୍କୁ କାଳକୋର୍ଟ, ଗାଉନ୍ ନ ପିନ୍ଧିବାକୁ ପରାମର୍ଶ OPA May 15, 2020 0 ଭୁବନେଶ୍ୱର : ହାଇକୋର୍ଟ ଓକିଲଙ୍କୁ କଳା କୋର୍ଟ ଓ ଗାଉନ୍ ନ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମୁଖ୍ୟ ବିଚାରପତିଙ୍କ ପରାମର୍ଶ । କଳା କୋର୍ଟ, ଗାଉନ୍ ନ ପିନ୍ଧି ଧଳା ସାର୍ଟ/ସାଲୱାର… Read More...
Bignews ପୁଣି ୪୮ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚିଲା OPA May 15, 2020 0 ଭୁବନେଶ୍ୱର: ଆଜି ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଗଞ୍ଜାମରେ ୧୨, ବାଲେଶ୍ୱରରେ ୧୨, ପୁରୀ ୧୦, ଭଦ୍ରକ ୬, ନୟାଗଡ ୩ , ଯାଜପୁର ୨, କଟକ, ଦେଓଗଡ ଓ ସୁନ୍ଦରଗଡରେ ଜଣେ ଲେଖାଏଁ ଚିହ୍ନଟ… Read More...
Odisha ସ୍ୱାଧିନତା ସଂଗ୍ରାମୀ ଭବାନୀ ପଟ୍ଟନାୟଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA May 14, 2020 0 ଭୁବନେଶ୍ୱର: ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି ।… Read More...
Odisha ସ୍ୱାଧିନତା ସଂଗ୍ରାମୀ ଭବାନୀ ପଟ୍ଟନାୟଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ OPA May 14, 2020 0 ଭୁବନେଶ୍ୱର: ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ବିଶିଷ୍ଟ… Read More...
Odisha ସ୍ୱାଧିନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ OPA May 14, 2020 0 ଭୁବନେଶ୍ୱର: ଆଜି ପୂର୍ବତନ ସାଂସଦ, ପଦ୍ମଶ୍ରୀ ଏବଂ ସ୍ୱାଧିନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ତେବେ ମୃତ୍ୟୁ… Read More...
Odisha ମୋଦି ସରକାରଙ୍କ ପଦକ୍ଷେପ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ଦର୍ଶାଉଛି: ଧର୍ମେନ୍ଦ୍ର ପ୍ରଧାନ OPA May 14, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ନାଗରିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଆଜି ନିଆଯାଇଥିବା ପଦକ୍ଷେପରୁ ମୋଦି ସରକାରଙ୍କ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରତିଫଳିତ… Read More...
Odisha ୭ଦିନ ଘରେ ସଙ୍ଗରୋଧର ନିୟମ କହିଲେ ବାଗଚୀ OPA May 14, 2020 0 ଭୁବନେଶ୍ୱର: ବାହାର ଫେରନ୍ତାଙ୍କୁ ୨୮ ଦିନ ଯାଏଁ ସଙ୍ଗରୋଧରେ ରହିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ପ୍ରବାସୀମାନେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୨୧ ଦିନ ରହିବା ପରେ ୭ ଦିନ ନିଜ ଘରେ ସଙ୍ଗରୋଧରେ ରହିବେ । ତେବେ ଏହି ୭… Read More...