Odisha ସମସ୍ତ ଜିଲ୍ଲାପାଳ କ୍ୱାରେଂଟାଇନ୍ କେନ୍ଦ୍ରରେ ସଙ୍ଗରୋଧରେ ଥିବା ସମସ୍ତଙ୍କୁ କୋଭିଡ ତାଲିମ ଦେବେ OPA May 11, 2020 0 ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି କରୋନା ନେଇ ତାଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କ୍ୱାରେଂଟାଇନ୍ ସେଂଟରରେ ଥିବା ପ୍ରବାସୀ ଫେରନ୍ତାଙ୍କୁ ନେଇ ଏକ ତର୍ଜମା ହୋଇଥିଲା।… Read More...
Bignews ପୁଣି ୨୦ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୪୧୪ OPA May 11, 2020 0 ଭୁବନେଶ୍ୱର: ରାଜ୍ୟରେ ପୁଣି ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ ହୋଇଛି । ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣ ଗଞ୍ଜାମରୁ ହୋଇଥିବାବେଳେ ୨ଜଣ ସୁନ୍ଦରଗଡ ଓ ଜଣେ ବୌଦ୍ଧରୁ ବୋଲି… Read More...
National ଘାଜି ହାଇଦର କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ OPA May 11, 2020 0 ଶ୍ରୀନଗର : କୁଖ୍ୟାତ ଆତଙ୍କବାଦୀ ସଇଫୁଲ୍ଲା ମୀର ଓରଫ ଘାଜି ହାଇଦର କଶ୍ମୀର ଘାଟିରେ ହିଜବୁଲ ମୁଜାହିଦ୍ଦିନର ନୂଆ କମାଣ୍ଡର ନିଯୁକ୍ତ ହୋଇଛି । ଏହା ସହିତ ଜଫରୁଲ ଇସଲାମକୁ ଘାଟିରେ ସଂଗଠନର ଡେପୁଟି କମାଣ୍ଡର ନିଯୁକ୍ତ… Read More...
Bignews ରାଜ୍ୟରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ OPA May 11, 2020 0 ଭୁବନେଶ୍ୱର: ରାଜ୍ୟରେ ଆଉ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୩ ଜଣ କଟକ ଜିଲ୍ଲା, ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ… Read More...
National ଟ୍ରେନ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି….. OPA May 11, 2020 0 ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଲକ ଡାଉନ ଜାରି । ଯାହା ଆସନ୍ତା ୧୭ ମେ’ ରେ ଶେଷ ହେବାକୁ ଯାଉଛି । ହେଲେ ଲକ ଡାଉନ ସରିବା ପୂର୍ବରୁ ରାଜଧାନୀ ଦିଲ୍ଲୀରୁ ଦେଶର ପ୍ରମୁଖ ୧୫ଟି ସହରକୁ ରେଳ ସେବା ଆରମ୍ଭ… Read More...
Odisha ମେ’ ୧୩ରୁ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ OPA May 11, 2020 0 ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଯାତ୍ରୀବାହୀ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ ରଖିଥିଲା। ତେବେ ପୁଣିଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ବନ୍ଦ ଥିବା ସମସ୍ତ… Read More...
Politics ବିଧାନ ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ OPA May 11, 2020 0 ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମେ’ ୨୧ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବିଧାନ ପରିଷଦ ନିର୍ବାଚନ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନ ପରିଷଦର ସଦସ୍ୟ ଭାବରେ ମୁଖ୍ୟମନ୍ତ୍ରୀ… Read More...
Bignews ପୁଣି ୧୭ କରୋନା ରୋଗୀ ସୁସ୍ଥ OPA May 11, 2020 0 ଭୁବନେଶ୍ୱର: ରାଜ୍ୟ ପାଇଁ ଏକ ଆଶ୍ୱସ୍ତିର ଖବର ଆସିଛି । ଖବର ଅନୁସାରେ, ରାଜ୍ୟରେ ଆଉ ୧୭ ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡର ୭ ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ୫ ଜଣ ରହିଛନ୍ତି ।… Read More...
Odisha ରାଜ୍ୟରେ ପହଂଚିଲେ ୨୩୮୧ଜଣ ପ୍ରବାସୀ ଓଡ଼ିଆ OPA May 11, 2020 0 ଭୁବନେଶ୍ୱର: ଚେନ୍ନାଇରୁ ଆଜି ଦୁଇଟି ଟ୍ରେନ୍ ଯୋଗେ ୨୩୮୧ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଂଚିଥିବା ଜଣାଯାଇଛି। ଏମାନଙ୍କ ଭିତରୁ ୧୨୦୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ଟ୍ରେନ୍ ଆଜି ସକାଳ… Read More...
Odisha ‘ଭରୋସା’ ହେଲପଲାଇନ୍ ର ଶୁଭାରମ୍ଭ OPA May 11, 2020 0 ଭୁବନେଶ୍ୱର: ବିଶ୍ୱରେ ମହାମାରୀ କରୋନା ଦିନକୁ ଦିନ ତାର ପ୍ରଭାବ ବିସ୍ତାର କରି ଚାଲିଛି। ତେଣୁ ଏହାର ମୁକାବିଲା ପାଇଁ ବି ପ୍ରତ୍ୟେକ ଦେଶର ସରକାର ଜୋରସୋର ପ୍ରସ୍ତୁତି ବି ଆରମ୍ଭ କରି ସାରିଛନ୍ତି। ତେବେ ଓଡ଼ିଶାରେ ବି କରୋନା… Read More...