ପଂଚାୟତ ସ୍ତରରେ କ୍ୱାରେଂଟାଇନ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଗଲେ କରୋନା ବିରୁଦ୍ଧ ଯୁଦ୍ଧରେ ଆମର ବଡ ସଫଳତା ହେବ :…

ଭୁବନେଶ୍ୱର: ବୈଶ୍ୱିକ କରୋନା ମହାମାରୀ ସମୟରେ ଆମ ରାଜ୍ୟ ଓଡିଶାକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ କାମ କରିବାର ଉଦ୍ୟମ ଜାରୀ ରହିଛି । ଆମର ପ୍ରବାସୀ ଭାଇ ଓ ଭଉଣୀମାନେ ଆମ ରାଜ୍ୟକୁ ପହଂଚିବାର ଆରମ୍ଭ ହୋଇସାରିଛି ଏବଂ…
Read More...

ରାଜ୍ୟରେ ଆଉ ୧୦ କାରୋନା ରୋଗୀ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୩୬୨କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଉ ୧୦ କରୋନା ରୋଗୀ ଚିହ୍ନଟ । ଆକ୍ରାନ୍ତ ୧୦ଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ୪ଜଣ ଓ ଭଦ୍ରକ ଜିଲ୍ଲାରୁ ୬ଜଣ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ରୁ ୨ଜଣ ଓ ଯାଜପୁରରୁ ୨ଜଣ । ଏହାକୁ ମିଶାଇ ଜିଲ୍ଲାରେ…
Read More...

ବିଶ୍ୱ ମହାମାରୀର ଆହ୍ୱାନ ସମୟରେ ଓଡିଶାର ବିକାଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିଷ୍ଠିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା …
Read More...

ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ।ଶ୍ରୀଯୁକ୍ତ ସୁବାଷ ଚୌହ୍ୱାନଙ୍କ ଅକାଳ…
Read More...

କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଗଞ୍ଜାମରେ ୭ ଜଣିଆ ସ୍ୱତନ୍ତ୍ର ଟିମ୍

ଗଞ୍ଜାମ: ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବିଗତ ୮ ଦିନ ମଧ୍ୟରେ ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣେ ବ୍ୟକ୍ତି ଜୀବନ ହରାଇଛନ୍ତି । ଏବେ ଜିଲାରେ ୧୧୭ ଜଣ…
Read More...

ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତଥା ବିଜେଡି ନେତା ସୁବାସ ଚୌହାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି ‘ ବରିଷ୍ଠ ରାଜନେତା ତଥା…
Read More...

ରେଡ ଜୋନରେ ସାମିଲ ହେଲା ଅନୁଗୁଳ

ଅନୁଗୁଳ: ଆଜି ସକାଳୁ ଅନୁଗୁଳ ଜିଲ୍ଲାରେ ୧୩ କରୋନା ଚିହ୍ନଟ ହେବା ପରେ ଅନୁଗୁଳକୁ ରେଡ ଜୋନରେ ଘୋଷଣା କରାଯାଇଛି । ଏ ନେଇ ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇଛନ୍ତି । ଅନୁଗୁଳର ୧୩ ଜଣଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି…
Read More...

ସୁବାସ ଚୌହାନଙ୍କ ବିୟୋଗରେ ବିଜେଡ଼ିର ଶୋକ

ଭୁବନେଶ୍ୱର:  ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ତଥା ପ୍ରବୀଣ ଜନନେତା ସୁବାସ ଚୌହାନଙ୍କ ଅକାଳ ବିୟୋଗ ଆମ ପାଇଁ ଏକ ଅପୁରାଣୀୟ କ୍ଷତି। ତାଙ୍କ ବିୟୋଗର ଏହି ଦୁଃଖକୁ ସାହିବା ପାଇଁ ତାଙ୍କ ପରିବାର ବର୍ଗ ଏବଂ ହଜାର ହଜାର…
Read More...

ଓଲଟିଲା ଆମ୍ବ ଟ୍ରକ୍; ୫ ଶ୍ରମିକ ମୃତ, ୧୧ ଆହତ

ମଧ୍ୟପ୍ରଦେଶ : ଆମ୍ବ ଟ୍ରକ ଓଲଟି ୫ ଶ୍ରମିକ ମୃତ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଅନ୍ତର୍ଗତ ପଥଗ୍ରାମ ପାଖରେ । ଏଥିରେ ୧୧ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ…
Read More...

ଆଜି ଚିହ୍ନଟ ୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ ସୁରତ, ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି। ଏମାନଙ୍କ ଭିତରୁ ଜଣଙ୍କୁ ଛାଡ଼ି  ୫୭ ଜଣ ବାହାର ରାଜ୍ୟରୁ ଫେରିଥିବା ସୂଚନା ମିଳିଛି।ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରଦତ…
Read More...