Bignews ଭୁବନେଶ୍ୱରରେ ଆଉ ଜଣେ କରୋନା ରୋଗୀ ସୁସ୍ଥ OPA Apr 29, 2020 0 ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଭୁବନେଶ୍ୱରରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଆଉ ଆଜି ଆଉ ୩ କରୋନା ପଜେଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି । ହେଲେ ଏହାରି ଭିତରେ ଆଜି ରାଜ୍ୟ… Read More...
Odisha କଟକଣାରେ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଦଇତାପତି ନିଯୋଗ OPA Apr 29, 2020 0 ପୁରୀ: ମହାମାରୀ କରୋନାକୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଅନିଶ୍ଚିନ୍ତତା ଲାଗି ରହିଛି। ଏହାରି ମଧ୍ୟରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କଟକଣା ମଧ୍ୟରେ ରଥଯାତ୍ରା କରିବାକୁ… Read More...
Odisha ଲକ୍ଡାଉନ୍ ପରେ ହେବ ପରୀକ୍ଷା OPA Apr 29, 2020 0 ଭୁବନେଶ୍ୱର : ଲକ୍ଡାଉନ୍ ସରିବା ପରେ ରାଜ୍ୟରେ ହେବ ପରୀକ୍ଷା । ଗତକାଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ସିବିଏସଇର ବାକି ଥିବା ପରୀକ୍ଷା କରିବାକୁ ନିଷ୍ପତି ନେବା ପରେ ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା କରିବାକୁ ପଦକ୍ଷେପ… Read More...
Bignews ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା: ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ, ତେଣୁ ସତର୍କ… OPA Apr 29, 2020 0 ଭୁବନେଶ୍ୱର:ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ… Read More...
Odisha ତିନି ନୂଆ ପଜିଟିଭଙ୍କ ତଥ୍ୟ OPA Apr 29, 2020 0 ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ତିନି ନୂଆ ପଜିଟିଭଙ୍କ ବାବଦରେ ତଥ୍ୟ ଆସିଛି । ଏହି ତିନିଜଣ ପଜିଟିଭ ମଧ୍ୟ କୋଲକାତା ଫେରନ୍ତା ବୋଲି ଜଣାପଡିଛି । ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ଯୁବତୀ ଥିବାର… Read More...
Bignews ଆଉ ୩ କରୋନା ପଜିଟିଭ୍ ଚିହ୍ନଟ OPA Apr 29, 2020 0 ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଚିହ୍ନଟ ହୋଇଛି । ଏହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଂଚିଲା । ତେବେ ଏହି ନୂତନ ୩ ଜଣ ହେଉଛନ୍ତି ଜଣେ ଝାରସୁଗୁଡା, ଦେବଗଡ ଓ କେନ୍ଦୁଝରରୁ ବୋଲି ଜଣାପଡିଛି । Read More...
National ଖୋଲିଲା କେଦାରନାଥଙ୍କ ଦ୍ୱାର, ମାତ୍ର ଯାଇପାରିବେନି ଶ୍ରଦ୍ଧାଳୁ OPA Apr 29, 2020 0 ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଆଜି ସକାଳ ୬ଟା ୧୦ରେ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର ଖୋଲିଛି । ବିଧି ବିଧାନ ଓ ପରମ୍ପରା ସହିତ ଭଗବାନ ଶିବଶଙ୍କରଙ୍କ ପ୍ରବେଶ ଦ୍ୱାରକୁ… Read More...
National ୨ ଆତଙ୍କବାଦୀ ନିହତ OPA Apr 29, 2020 0 ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲା ଅନ୍ତର୍ଗତ ମେଲହୋରା ଠାରେ ମଙ୍ଗଳବାର ରାତିରେ ନିରାପତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଅନ୍ୟୂନ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ସୂଚନା… Read More...
National କରୋନାରେ ମୃତ୍ୟୁ ହେଲେ ବନ୍ଦର କର୍ମଚାରୀଙ୍କୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ OPA Apr 29, 2020 0 ନୂଆଦିଲ୍ଲୀ : କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀଙ୍କ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କୁ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା… Read More...
Entertainment ବଲିଉଡ୍ ଅଭିନେତା ଇର୍ଫାନ୍ ଖାନଙ୍କ ପରଲୋକ OPA Apr 29, 2020 0 ମୁମ୍ବାଇ: ବଲିଉଡ୍ ଅଭିନେତା ଇର୍ଫାନ୍ ଖାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ମଙ୍ଗଳବାର ହଠାତ୍ ଇରଫାନ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ… Read More...