ସାମ୍ନାକୁ ଆସିଲା ୧୦ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ

ଭୁବନେଶ୍ୱର: ୧୦ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀର ତଥ୍ୟ ଦେଲେ ରାଜ୍ୟ ସରକାର । କେସ୍ ନଂ ୧୦୯ ରୁ ୧୧୮ ପର୍ଯ୍ୟନ୍ତ ତଥ୍ୟ ଦେଲେ ସରକାର । ୧୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କୋଲକାତା ଲିଙ୍କ୍‌ରେ ୬ଜଣ ଅଛନ୍ତି ।…
Read More...

ସିରିଆରେ ବୋମା ବିସ୍ଫୋରଣ: ୪୦ ମୃତ

ସିରିଆ: ସିରିଆ ସହର ଆଫରିନରେ ମଙ୍ଗଳବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ଫଳରେ ୪୦ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୧୧ଜଣ ପିଲା ସାମିଲ ଥିବା ଜଣାପଡିଛି । ଏ ନେଇ ତୁର୍କୀର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଏଥିପାଇଁ…
Read More...

ବଲାଙ୍ଗୀରରେ ଭୁଶୁଡିଲା ପୋଲ; ୨ ମୃତ

ବଲାଙ୍ଗୀର: ପୋଲ ଭୁଶୁଡି ୨ ମୃତ । ପାଟଣାଗଡ ମୁଦଲସର୍ ଗ୍ରାମର ଶୁକ୍ତେଲ୍ ନଦୀ ଉପରେ ଥିବା ବ୍ରିଜ୍ ଭୁଶୁଡି ପଡିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରିଜ୍‌ଟି ମରାମତି ଚାଲିଥିବାବେଳେ ଭୁଶୁଡି ପଡିଥିବା ଜଣାପଡିଛି । ଫଳରେ…
Read More...

ରାଜଧାନୀରେ ଖୋଲିବ ଦୋକାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର‌ରେ ଖୋଲିବ ଦୋକାନ। କେଉଁ ଦୋକାନ ଖୋଲିବ, କେଉଁ ଦୋକାନ ଖୋଲିବନି ବିଏମ୍‌ସି ପକ୍ଷରୁ ତାଲିକା ପ୍ରସ୍ତୁତ ହୋଇଛି ।  ଅତ୍ୟାବଶ୍ୟକ ସାମଗ୍ରୀ ସହିତ ଆଉ କିଛି ଆବଶ୍ୟକ ବ୍ୟବସାୟ ପ୍ରତିଷ୍ଠାନ…
Read More...

ଆଉ ଜଣେ କରୋନା ପଜିଟିଭ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୧୯

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ନୂଆ କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ଏହି ସୂଚନା ଦିଆଯାଇଛି ।  ତେବେ…
Read More...

ଅସହାୟଙ୍କୁ ଖାଦ୍ୟ ବଣ୍ଟନ କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା

ଭୁବନେଶ୍ୱର : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପଧକ୍ଷ ସଞ୍ଜୟ କୁମାର ଦାସ…
Read More...

ସୁରେଶ ମହାପାତ୍ର କୃଷି ଉତ୍ପାଦନ କମିଶନର, ରାହୁଲ ପିଆର ଝାରସୁଗୁଡ଼ା ଏସପି

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ମଧ୍ୟରେ ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ କେତେକ ଅଦଳବଦଳ କରିଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଭାବେ…
Read More...

୫ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ କରୋନା ଆକ୍ରାନ୍ତଙ୍କ ବିବରଣୀ ସାମ୍ନାକୁ ଆସିଛି । ଏମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାର ନେଳିଆବାଗ ଅଂଚଳର । ରାଜ୍ୟର ୬୧ ତମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪ ଜଣ ଆସିଛନ୍ତି ।…
Read More...

ଖୁବ ଶୀଘ୍ର ୩ ମେଡିକାଲ କଲେଜରେ କୋବାସ ମେସିନ

ଭୁବନେଶ୍ୱର: କରୋନା ଟେଷ୍ଟ ପାଇଁ ୩ଟି ମେଡିକାଲ କଲେଜରେ ବସିବ ମେସିନ । ତେବେ ରାଜ୍ୟର ୩ଟି ମେଡିକାଲ କଲେଜରେ କୋବାସ ମେସିନ ସ୍ଥାପନ ହେବା ନେଇ ସୂଚନା ପ୍ରଦାନ କରାଯାଇଛି । କୋରାପୁଟ, ବଲାଙ୍ଗୀର ଓ ବାଲଶ୍ୱର ମେଡିକାଲରେ ଏହା…
Read More...

ରାଜ୍ୟରେ ଆଉ ଜଣେ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ପାଇଁ ଏବେ ଏକ ଆଶ୍ୱସ୍ତିର ଖବର ଆସିଛି । ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ସୁସ୍ଥ ହୋଇଥିବା…
Read More...