ପୁରୀ ସ୍ୱର୍ଗଦ୍ୱାରରେ ବିଜୟଙ୍କ ହେବ ଶେଷକୃତ୍ୟ, ମିଳିବ ରାଜ୍ୟ ମର୍ଯ୍ୟାଦା

ଭୁବନେଶ୍ୱର: ପ୍ରସିଦ୍ଧ ନାଟ୍ୟକାର ବିଜୟ ମିଶ୍ରଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ହେବ। ଏଥିସହ ତାଙ୍କୁ ରାଜ୍ୟ ମର୍ଯ୍ୟାଦା ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର। ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା…
Read More...

ଲକ ଡାଉନକୁ ଆହୁରି ମାସେ ବଢାଯାଉ

ଭୁବନେଶ୍ୱର: ଏବେ ବି ଭାରତରେ କରୋନାର ପ୍ରକୋପ ଜାରି ରହିଛି । ଏଥିପାଇଁ ଭାରତରେ ଦ୍ୱିତୀୟ ଥର ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଯାହାର ଅବଧି ମେ ୩ ରେ ସରିବାକୁ ଯାଉଛି । ଏହାପୂର୍ବରୁ ଆଜି ଏହି କରୋନା ମୁକାବିଲା ନେଇ…
Read More...

ଆଉ ୨ କରୋନା ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦କୁ ପହଂଚିଲା

ଭୁବନେଶ୍ୱର: ପୁଣି ୨ ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ ହୋଇଛି। ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୋରାପୁଟ୍ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣକ ବାଲେଶ୍ୱର…
Read More...

ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ପୁଣି ଏକ ଆଶ୍ୱସ୍ତିର ଖବର । ଆଜି ପୁଣି ଦୁଇ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ସୁସ୍ଥ ହୋଇଥିବା ଦୁଇ କରୋନା ରୋଗୀ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହି ଦୁଇଙ୍କୁ ମିଶାଇ ସମୁଦାୟ…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର: କରୋନା ଯୋଗୁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ…
Read More...

କରୋନା ମୁକାବିଲା ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ୩ ଟି ପ୍ରସ୍ତାବ ଦେଲେ ନବୀନ

କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ  ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଏହାରି ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ…
Read More...

ରବି ମିତଲ ନୂତନ କେନ୍ଦ୍ର କ୍ରୀଡା ସଚିବ ନିଯୁକ୍ତ

ନୂଆଦିଲ୍ଲୀ: ବଦଳିଲେ କେନ୍ଦ୍ର କ୍ରୀଡାସଚିବ । ପୂର୍ବରୁ ଦାୟିତ୍ୱରେ ଥିବା ରାଧେଶ୍ୟାମ ଜୁଲାନିୟାଙ୍କ ସ୍ଥାନ ନେଇଛନ୍ତି ରବି ମିତଲ । କେନ୍ଦ୍ର କ୍ୟାବିନେଟ ରବିବାର ରବି ମିତଲଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନୂତନ…
Read More...

ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି କୁ ୧ ଲକ୍ଷ ଟଙ୍କା ପ୍ରଦାନ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ତରଫରୁ କରୋନା ର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି କୁ ୧ ଲକ୍ଷ ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଅଛି।ଏହି…
Read More...

ଟ୍ରେନରେ ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ମତ ରଖିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ଖୋଲିଲା ପରେ ପ୍ରବାସୀ ଓଡ଼ିଆ ମାନେ ଘରକୁ ଫେରିବେ। ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଟ୍ରେନ କିମ୍ବା…
Read More...

ଆରବିଆଇର ବଡ଼ ପଦକ୍ଷେପ: ମ୍ୟୁଚୁଆଲ ଫଣ୍ଡ କମ୍ପାନୀଙ୍କୁ ୫୦ ହଜାର କୋଟିର ସହାୟତା

ନୂଆଦିଲ୍ଲୀ: ମ୍ୟୁଚୁଆଲ ଫଣ୍ଡ କମ୍ପାନୀଗୁଡ଼ିକ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ ହେଉଥିବାବେଳେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଆରବିଆଇ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡ…
Read More...