Entertainment ପୁଣିଥରେ ସହାୟତାର ହାତ ବଢ଼ାଇଲେ ଖିଲାଡୀ କୁମାର OPA Apr 28, 2020 0 ମୁମ୍ବାଇ: ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ସେ ମୁମ୍ବାଇ ପୋଲିସ ଫାଉଣ୍ଡେସନକୁ ୨କୋଟି ଟଙ୍କା ଦାନ କରିଛନ୍ତି । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଟୁଇଟ କରି ଅକ୍ଷୟ କୁମାରଙ୍କୁ… Read More...
Bignews ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୧୮ OPA Apr 28, 2020 0 ଭୁବନେଶ୍ୱର: ଆଜି ସକାଳେ ପୁଣି ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଯାହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲେ ୧୧୮ । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ୪ଜଣ ହୋଇଥିବାବେଳେ ଭଦ୍ରକରୁ ୩ଜଣ ବୋଲି ଜଣାପଡିଛି । ଫଳରେ… Read More...
Bignews କରୋନାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୫୦ଲକ୍ଷ ଅନୁକମ୍ପା OPA Apr 28, 2020 0 ଭୁବନେଶ୍ୱର: କରୋନାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ ଅନୁକମ୍ପା । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସିଏମଓକୁ ଟ୍ୱିଟ କରି କୃତଜ୍ଞତା ଜଣାଇଛନ୍ତି ପୋଲିସ ଡିଜି ଅଭୟ ।… Read More...
Odisha ସାମ୍ବାଦିକଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କରୋନା ଯୁଦ୍ଧରେ ସାମିଲ ସାମ୍ବାଦିକ ମାନଙ୍କ ମନ ବଳ ବଢାଇବ-ମାନସ… OPA Apr 27, 2020 0 ଭୁବନେଶ୍ୱର : କରୋନା ଭଳି ସ୍ଥିତିରେ ରାଜ୍ୟର କାର୍ଯ୍ୟକରୁଥିବା ସମ୍ବାଦିକ ମମାନଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ସାମ୍ବାଦିକମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟବରଣ କରନ୍ତି ତେବେ ସେ… Read More...
Odisha ରାଜ୍ୟ ସରକାରଙ୍କ ପୋର୍ଟାଲରେ ୨ଦିନରେ ୪.୮୬ ଲକ୍ଷ ପ୍ରବାସୀ କଲେ ପଞ୍ଜିକରଣ OPA Apr 27, 2020 0 ଭୁବନେଶ୍ୱର: ନିଜ ରାଜ୍ୟକୁ ଫେରିବା ପାଇଁ ହେଲେ ପ୍ରଥମେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜିକୃତ କରିବା ବାଧ୍ୟତାମୂଳକ । ଲକ୍ଡାଉନ ପରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ… Read More...
Odisha ପୁଣିଥରେ ଡଙ୍ଗା ଭଡା କରି ଜଳପଥରେ ଚେନ୍ନାଇରୁ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଶ୍ରମିକ OPA Apr 27, 2020 0 ବ୍ରହ୍ମପୁର: ଲକ୍ ଡାଉନ୍ ଯୋଗୁଁ ଚାରିଆଡେ ବନ୍ଦ ଥିବାରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଅସମ୍ଭବ ହୋଇଛି । ତେବେ ଏହା ମଧ୍ୟରେ ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରୁ ନିଜ ଭିଟାମାଟିକୁ ଆସିବା ପାଇଁ ଅଛନ୍ତି ବ୍ୟାକୁଳ ।… Read More...
Odisha କୋରାପୁଟରେ ହେଲା କଂଟେନମେଂଟ ଘୋଷଣା OPA Apr 27, 2020 0 କୋରାପୁଟ: ଆଜି କୋରାପୁଟରୁ ଜଣେ ୨୨ ବର୍ଷୀୟ ଯୁବକ କରୋନା ପଜେଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଯୁବକ ଯେଉଁ ଅଂଚଳର ସେହି ଅଂଚଳକୁ ଆଜି କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଦଶମନ୍ତପୁର ବ୍ଲକ ପୋଡାଗଡ ପଂଚାୟତକୁ କଂଟେନମେଂଟ… Read More...
Odisha କଟକରେ ସକାଳ ୭ ରୁ ୧୧ ଖୋଲା ରହିବ ଦୋକାନ OPA Apr 27, 2020 0 କଟକ: ଲକ୍ ଡାଉନ୍ ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି । ଏହି ମଧ୍ୟରେ ଗତ ୨୦ ତାରିଖରୁ କିଛି ଦୋକାନ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିବାବେଳେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ… Read More...
Odisha କେନ୍ଦୁପତ୍ର ସଂସ୍ଥା ସହ ଜଡିତ ରାଜ୍ୟର ୧୪ ଲକ୍ଷ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାର ଆଡେ ଗତି କରୁଛି: ବିଜେପି OPA Apr 27, 2020 0 ଭୁବନେଶ୍ୱର: କେନ୍ଦୁପତ୍ର ଶ୍ରମିକମାନେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ରାଜସ୍ୱ ଦେଉଛନ୍ତି । ରାଜ୍ୟର ଗରୀବ ଓ ଆଦିବାସୀଙ୍କ ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା କେନ୍ଦୁପତ୍ର ତୋଳାଳୀ… Read More...
Bignews ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ OPA Apr 27, 2020 0 ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଯାଜପୁର ବ୍ଲକର ବାସୁଦେବପୁର ଅଞ୍ଚଳର ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ… Read More...