National ଆମ ସହିତ କରୋନା ଭାଇରସ୍ ରହିବ ଦୀର୍ଘଦିନ OPA Apr 23, 2020 0 ନୂଆଦିଲ୍ଲୀ: ଆମ ସହିତ କରୋନା ଭାଇରସ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ । ଏ ନେଇ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡରସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ କହିଛନ୍ତି ।ସେ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଆୟୋଜିତ… Read More...
Odisha କରୋନା ଯୋଗୁଁ ୩ ବରିଷ୍ଠ ସଚିବଙ୍କୁ ୩ ଜିଲ୍ଲାର ଦାୟିତ୍ୱ OPA Apr 23, 2020 0 ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ୩ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି ।ଏସ୍.କେ ଲୋହାନିଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବେଳେ… Read More...
National ମାସ୍କ ତିଆରି କଲେ ଭାରତର ପ୍ରଥମ ମହିଳା OPA Apr 23, 2020 0 ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ତଥା ପ୍ରଥମ ମହିଳା ସବିତା କୋବିନ୍ଦ ରାଷ୍ଟ୍ରପତିଙ୍କ ଇଷ୍ଟେଟ୍ରେ ଥିବା ଶକ୍ତି ହାଟରେ ଫେସ୍ ମାସ୍କ୍ ସିଲେଇ କରିଛନ୍ତି।ଦିଲ୍ଲୀ ଅର୍ବାନ୍ ସେଲ୍ଟର୍… Read More...
National କରୋନା ଯୋଦ୍ଧାଙ୍କୁ ଆକ୍ରମଣକାରୀଙ୍କ ଜେଲଦଣ୍ଡ ଅଧ୍ୟାଦେଶ: ରାଷ୍ଟ୍ରପତି ଦେଲେ ସବୁଜ ସଙ୍କେତ OPA Apr 23, 2020 0 ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଜେଲଦଣ୍ଡ ଓ ଜରିମାନା ଅଧ୍ୟାଦେଶକୁ ରାଷ୍ଟ୍ରପତି ବୁଧବାର ମଞ୍ଜୁରୀ ଦେଇଛନ୍ତି । ମହାମାରୀ ଆଇନ ୧୯୮୭ରେ ସଂଶୋଧନ କରି ଏହି ଆଧ୍ୟାଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ପହଂଚିଥିବା… Read More...
National ବିଲେଇ ଦେହରେ କରୋନା ପଜିଟିଭ ଚିହ୍ନଟ OPA Apr 23, 2020 0 ନ୍ୟୁୟର୍କ: ପ୍ରଥମେ ମଣିଷ, ପରେ ବାଘ ଏବଂ ତା’ ପରେ ବାଦୁଡି; ଆଉ ପୁଣି ଏବେ ବିଲେଇ ଦେହରେ କରୋନା ଚିହ୍ନଟ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକାର ନ୍ୟୁୟର୍କରେ ୨ଟି ପୋଷା ବିଲେଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।… Read More...
Odisha କରୋନା ସଫଳ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦାହରଣ : ଏନ ଡି ଟିଭିର ପ୍ରଶଂସା,ଦେଖନ୍ତୁ ଭିଡ଼ିଓ OPA Apr 22, 2020 0 ଭୁବନେଶ୍ବର : ନ୍ୟାସନାଲ ଚ୍ୟାନେଲ ଏନ ଡି ଟିଭି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରୋନା ସଫଳ ମୁକାବିଲାର ଉଦାହରଣ କହି ପ୍ରଶଂସା କରିଛି । ଏହି ଚ୍ୟାନେଲରେ ଓଡ଼ିଶା ମୁଖ୍ୟମନ୍ତ୍ରୀ କିପରି ସାମାଜିକ ସଂକ୍ରମଣ କୁ… Read More...
Odisha କଣ୍ଟେନମେଣ୍ଟ୍ ମୁକ୍ତ ହେଲା ରାଜଧାନୀ : ବମିଖାଲ, ସୂର୍ଯ୍ୟନଗର ଓ ସତ୍ୟନଗରରୁ ହଟିଲା କଣ୍ଟେନମେଣ୍ଟ୍ OPA Apr 22, 2020 0 ଭୁବନେଶ୍ବର: ଆଜି ଭୁବନେଶ୍ବର ସହରର ସମସ୍ତ କଣ୍ଟେନମେଣ୍ଟ୍ ଜୋନ୍ ହଟାଇ ଦିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ଘୋଷଣା କରାଯାଇଛି। ଫଳରେ କଣ୍ଟେନମେଣ୍ଟ୍ ଜୋନ୍ ମୁକ୍ତ ହୋଇଛି ରାଜଧାନୀ। ସୂଚନାଯୋଗ୍ୟ, କରୋନା… Read More...
Odisha ଭାରତ ସରକାରଙ୍କ ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ:… OPA Apr 22, 2020 0 ଭୁବନେଶ୍ୱର: ଇନଟାଞ୍ଜିବଲ କଲଚରାଲ ହେରିଟେଜ୍ ତାଲିକାରେ ଭାରତ ସରକାର ଓଡ଼ିଶାର ୩ଟି ସାଂସ୍କୃତିକ ପରମ୍ପରାକୁ ସାମିଲ କରିଥିବାରୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି… Read More...
Odisha ଦେଶର କରୋନା ଯୋଦ୍ଧାଙ୍କ ସୁରକ୍ଷା ଓ ନିରାପତାକୁ ସୁନିଶ୍ଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ OPA Apr 22, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର କରୋନା ଯୋଦ୍ଧା ସ୍ୱାସ୍ଥ୍୍ୟ କର୍ମୀ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଆଯାଇଥିବା କ୍ୟାବିନେଟ୍ ନିଷ୍ପତିକୁ ସ୍ୱାଗତ କରିବା ସହ… Read More...
Odisha ଏବର୍ଷ ବଢ଼ିବନି ବିଜୁଳି ଦର OPA Apr 22, 2020 0 ଭୁବନେଶ୍ୱର : ଓଡ଼ିଶାରେ ଚଳିତ ବର୍ଷ ବିଜୁଳି ଦର ବଢିବ ନାହିଁ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଘୋଷଣା କରାଯାଇଛି ।ଓଇଆରସି ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ରାଜ୍ୟରେ ୨୦୧୯-୨୦ରେ ଲାଗୁ… Read More...