Sports ୪୭ବର୍ଷରେ ପଦାର୍ପଣ କଲେ ସଚିନ ତେନ୍ଦୁଲକର OPA Apr 24, 2020 0 ନୂଆଦିଲ୍ଲୀ: ଆଜି ୪୭ବର୍ଷରେ ପଦାର୍ପଣ କଲେ ସଚି ତେନ୍ଦୁଲକର । କିନ୍ତୁ ମାଷ୍ଟର ବ୍ଲାଷ୍ଟର ଏଥର ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଥିବାରୁ ଜନ୍ମଦିନ ପାଳନ କରୁ ନାହାନ୍ତି । ସଚିନ ଯଦିଓ ଜନ୍ମଦିନ ପାଳନ ନକରିବାକୁ… Read More...
Odisha କରୋନା ମୁକାବିଲା ସ୍ଥିତି ଓ ରଥଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ OPA Apr 24, 2020 0 ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ କଥା ହୋଇଥିବାର ସୂଚନା ମିଳିଛି। ଏହି ସମୟରେ ରାଜ୍ୟରେ କରୋନା ମୁକାବିଲା ସ୍ଥିତି ଏବଂ ରଥଯାତ୍ରା ସମ୍ପର୍କରେ… Read More...
Bignews ଆଉ ଜଣେ କରୋନା ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୯୦ OPA Apr 24, 2020 0 ଭୁବନେଶ୍ୱର: ଆଜି ପୁଣି ଜଣେ କରୋନା ଚିହ୍ନଟ ହୋଇଛି । ଏହି କରୋନା ଭଦ୍ରକ ଜିଲ୍ଲାରୁ ବୋଲି ଜଣାପଡିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ୪୦ ବର୍ଷୀୟ… Read More...
Corporate ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର… OPA Apr 23, 2020 0 ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦେଶର ତୈଳ ବିପଣନ କମ୍ପାନୀର ଜିଲ୍ଲା ନୋଡାଲ୍ ଅଫିସର ମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିବା ଅବସରରେ ଏଲପିଜି ଯୋଗାଣକୁ ସଠିକ୍ ଭାବରେ… Read More...
Odisha ୬୦ ଘଣ୍ଟା ଲାଗି ତିନି ଜିଲ୍ଲା ସଟ୍ ଡାଉନ : ୬୦ ଘଣ୍ଟା ଘରୁ ନବାହାରିବାକୁ ୩ ଜିଲ୍ଲା ବାସୀଙ୍କୁ କେନ୍ଦ୍ରମନ୍ତ୍ରୀ… OPA Apr 23, 2020 0 ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ତିନି ଜିଲ୍ଲାକୁ ସଟ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୬୦ ଘଣ୍ଟା ଲାଗି ସଟଡାଉନ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ… Read More...
Odisha ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା୬୦ ଘଣ୍ଟା ଲାଗି ସଟ୍ ଡାଉନ OPA Apr 23, 2020 0 ଭୁବନେଶ୍ୱର : ତିନି ଜିଲ୍ଲା ସଟ୍ ଡାଉନ ଘୋଷଣା କଲେ ରାଜ୍ୟ ସରକାର । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୬୦ ଘଣ୍ଟା ଲାଗି ସଟଡାଉନ ଘୋ,ଣା କରାଯାିଛି । ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ ଯାଏ ୬୦ ଘଣ୍ଟା ସଟ ଡାଉନରେ… Read More...
Crime ଝିଆରୀକୁ ଟାଙ୍ଗିଆରେ ହାଣିଲା ଦାଦା OPA Apr 23, 2020 0 ଉମରକୋଟ: ସମ୍ପତିକୁ କେନ୍ଦ୍ର କରି ଝିଆରୀକୁ ଟାଙ୍ଗିଆରେ ହାଣିଲା ଦାଦା । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଇନ୍ଦ୍ରପୁରୀ ୟୁଭି-୫୪ଗାଁରେ । ମୃତକ ଝିଆରୀ ହେଲେ ଜ୍ୟୋତିରାଣୀ ମଣ୍ଡଳ(୨୨)। ସୂଚନା… Read More...
Odisha ସ୍ୱଦେଶକୁ ଫେରିଲେ ଓଡ଼ିଶାରେ ଫସିଥିବା ପର୍ଯ୍ୟଟକ OPA Apr 23, 2020 0 ଭୁବନେଶ୍ୱର: ନିଜ ଦେଶ ଭୁଟାକୁ ଫେରିଲେ ଓଡ଼ିଶାରେ ଫସିଥିବା ପର୍ଯ୍ୟଟକ । ଓଡ଼ିଶାରେ ଥିବା ଏହି ଭୁଟାନର ପର୍ଯ୍ୟଟକମାନେ ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ନିଜ ଦେଶକୁ ଫେରିଯାଇଛନ୍ତି । ରୟାଲ ଭୁଟାନ ଏୟାରଲାଇନସର ଏକ… Read More...
Bignews ଆଉ ୨ କରୋନା ପଜିଟିଭ୍ ଚିହ୍ନଟ OPA Apr 23, 2020 0 ଭୁବନେଶ୍ୱର: ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହୋଇଛି। ତେବେ ଏହି ଦୁଇଜଣ ବାଲେଶ୍ୱର… Read More...
National ଅମରନାଥ ଯାତ୍ରା ବାତିଲ ପ୍ରତ୍ୟାହାର; ଜୁନ୍ ୨୩ରୁ ଆରମ୍ଭ ହୋଇପାରେ OPA Apr 23, 2020 0 ଜମ୍ମୁ: କରୋନାକୁ ନେଇ ଜୁନ୍ ୨୩ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ବାତିଲ ହୋଇଥିବାବେଳେ ତାହା ପ୍ରତ୍ୟାହାର କରାଯାଇଛି । ପରିସ୍ଥିତି ଖରାପ ଥିବାରୁ ଗତକାଲି ରାଜଭବନରେ ଆୟୋଜିତ ୩୮ତମ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରି… Read More...