Odisha ଫୋନ ଯୋଗେ ରୋଗୀଙ୍କୁ ଚିକିତ୍ସା ଦେବା ପାଇଁ ଏସସିବିରେ ୨୪ ଘଂଟିଆ କଂଟ୍ରୋଲ ରୁମ୍ OPA Apr 22, 2020 0 କଟକ: ଘରେ ବସି ଏଥର ରୋଗୀମାନେ ଡାକ୍ତରଙ୍କ ଚିକିତ୍ସା ପରାମର୍ଶ ନେଇପାରିବେ । ଅତି ଜରୁରୀ ନଥିଲେ ଆଉ ଆସିବାକୁ ପଡ଼ିବନି କଟକ ବଡ଼ ଡାକ୍ତରଖାନା (ଏସ୍ସିବି)। ଲକ୍ଡାଉନ୍ ସମସ୍ୟାକୁ ଦୃଷ୍ଟିରେ ରଖି ଏସ୍ସିବିରେ ଆଜିଠାରୁ… Read More...
Odisha ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ OPA Apr 22, 2020 0 ଭୁବନେଶ୍ୱର: ରାଜ୍ୟରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ମ୍ୟାଟ୍ରିକ ପରୀକ୍ଷା ସରିଥିବା ବେଳେ କରୋନା ଯୋଗୁ ଏପର୍ଯ୍ୟନ୍ତ ଖାତା… Read More...
Bignews ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଂଚିଲା OPA Apr 22, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ନୂତନ ଭାବେ ଚିହ୍ନଟ ହୋଇଥିବା ସଂକ୍ରମିତ ବ୍ୟକ୍ତିମାନେ ଭଦ୍ରକ ଜିଲ୍ଲାର ବୋଲି କୁହାଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ… Read More...
Corporate ଗରିବଙ୍କ ସୁବିଧା ପାଇଁ ମାଗଣାରେ ଅଧିକରୁ ଅଧିକ ଉଜ୍ଜ୍ୱଳା ରିଫିଲ୍ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ… OPA Apr 21, 2020 0 ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଏଲପିଜି ବିତରକଙ୍କ ସହ ଆଲୋଚନା କରିଥିବା ବେଳେ ଗରିବଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗରିବ… Read More...
Odisha ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସିଲିଣ୍ଡର ପାଇବେ ରାଜ୍ୟର ୪୭,୪୭,୩୭୦ ହିତାଧିକାରୀ OPA Apr 21, 2020 0 ଭୁବନେଶ୍ୱର: କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ… Read More...
Odisha ୬ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସ OPA Apr 21, 2020 0 ଭୁବନେଶ୍ୱର: ଆଜି ରାଜ୍ୟର ୬ କରୋନା ଆକ୍ରାନ୍ତଙ୍କ ଯାତ୍ରା ଇତିହାସଙ୍କ ସୂଚନା ଜାରି କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏଥିରେ ୬୧ ରୁ ୬୬ତମ ଆକ୍ରାନ୍ତଙ୍କ ସୂଚନା ଜାରି କରାଯାଇଛି । ଏମାନଙ୍କର ମଧ୍ୟରୁ ୫ଜଣ କୋଲକତାରୁ… Read More...
Odisha ମେ ୩ ଯାଏ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ OPA Apr 21, 2020 0 ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣ ଓ ଅଧୀନରେ ରହି ରାଜ୍ୟରେ ପରିଚାଳିତ ହେଉଥିବା ସମସ୍ତ ବେସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କ ପାଇଁ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସଂଶୋଧିତ… Read More...
Odisha ରାଜ୍ୟର ସୀମା ଜଗିବା ଦୁଃସାଧ୍ୟ କାମ OPA Apr 21, 2020 0 ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟର ସୀମା ଜଗିବା ଦୁଃସାଧ୍ୟ କାମ । ଓଡ଼ିଶାର ସୀମାକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଲାଗିଛି । ପଡୋଶୀ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ସୀମା ହେଉଛି ମୋଟ ୩ ହଜାର… Read More...
National ରାପିଡ ଟେଷ୍ଟ ୨ ଦିନ ପର୍ଯ୍ୟନ୍ତ ନ କରିବାକୁ ରାଜ୍ୟମାନଙ୍କୁ କହିଲା ଆଇସିଏମଆର OPA Apr 21, 2020 0 ନୂଆଦିଲ୍ଲୀ: ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ରାପିଡ ଟେଷ୍ଟ ନ କରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର) ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।ଆଇସିଏମଆର ପକ୍ଷରୁ ଡ. ରମନ ଗଙ୍ଗାଖେଡକର କହିଛନ୍ତି ଯେ … Read More...
Odisha ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା OPA Apr 21, 2020 0 ଭୁବନେଶ୍ୱର: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଉତର ଉପକୂଳ, ଉତର ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରର ବହୁ ଜିଲ୍ଲାରେ କାଳବୈଶାଖୀ ଜନିତ ପ୍ରବଳ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି… Read More...