ଯାଜପୁରର ୩ ଡାକ୍ତର ଓ ୧୯ ସ୍ୱାସ୍ଥ୍ୟକର୍ମୀ ରହିଲେ କ୍ୱାରେନଂଟାଇନ୍ ରେ

ଯାଜପୁର: ଯାଜପୁରରେ ୩ ଜଣ ଡାକ୍ତର ଓ ୧୯ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେନଂଟାଇନ୍  ରେ ରଖାଯାଇଛି । ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କିଛି ରୋଗୀ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…
Read More...

ବାଲେଶ୍ୱର ଗସ୍ତରେ ପୋଲିସ ଡିଜି

ବାଲେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ପୋଲିସ ଡିଜି ଅଭୟ ଯାଇଛନ୍ତି । ସେ ସେଠାକୁ ଯାଇ ସହରର ବିଭିନ୍ନ ଥାନା ଓ ପରେ ଜଳେଶ୍ୱର ଲଖନ୍ନାଥ ଯାଇ ସେଠାରେ ଅନ୍ତଃରାଜ୍ୟ ଚେକପୋଷ୍ଟର ସ୍ଥିତି ସମୀକ୍ଷା କରିଛନ୍ତି । ପୂର୍ବାହ୍ନ ପ୍ରାୟ…
Read More...

ମଧ୍ୟପ୍ରଦେଶରେ ସରକାରଙ୍କୁ ମିଳିଲା ନୂଆ ମନ୍ତ୍ରୀମଣ୍ଡଳ, ଶପଥ ନେଲେ ୫ ମନ୍ତ୍ରୀ

ଭୋପାଳ: ଆଜି ପ୍ରାୟ ଏକ ମାସ ପରେ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ସରକାରଙ୍କୁ ଏକ ନୂଆ ମନ୍ତ୍ରୀମଣ୍ଡଳ ମିଳିଛି । ୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହି ୫ ଜଣଙ୍କ ମଧ୍ୟରେ ସିନ୍ଧିଆ କ୍ୟାମ୍ପର ୨ ଜଣ ଅନୁଗତ ରହିଛନ୍ତି…
Read More...

ବାଚସ୍ପତିଙ୍କ ନିର୍ଦ୍ଦେଶ: ବିଧାନସଭା ପରିସରରେ ପାନ, ସିଗାରେଟ ଓ ମଦ ଖାଇବା ମନା

ଭୁବନେଶ୍ୱର: ବିଧାନସଭା କର୍ମଚାରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ । ବିଧାନସଭାରେ ପାନ ଖାଇ ଛେପ ପକାଇବା,ସିଗାରେଟ ଟାଣିବା କିମ୍ବା ମଦ୍ୟପାନ କରି ଆସିବା ମନା। ଏ ସବୁ  ନିୟମ ନ ମାନିଲେ କଲେ ବିଧାନସଭା କର୍ମଚାରୀଙ୍କ…
Read More...

ପରିବା ଚାଷୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ୱେବସାଇଟ୍

ଭୁବନେଶ୍ୱର:ରାଜ୍ୟ କୃଷି ବିଭାଗର ବଡ ନିଷ୍ପତି, ଲକଡାଉନ ସମୟରେ ପରିବା ବିକ୍ରି ପାଇଁ ସମସ୍ୟାରେ ପଡୁଥିବା ଚାଷୀ ମାନଙ୍କ ପାଇଁ ୱେବସାଇଟ ଜାରି କଲା ବିଭାଗ। ବିକ୍ରିଯୋଗ୍ୟ ପନିପରିବାକୁ ବଜାରକୁ ଆଣିବା ପାଇଁ କୃଷି ବିଭାଗର ନୂଆ…
Read More...

ରାଜ୍ୟରେ ୨ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ୨ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ ମେଦିନୀପୁରରୁ ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କରୋନା ଚିକିତ୍ସିତ ହେଉଥିବା ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ ବ୍ୟକ୍ତି…
Read More...

ସୁସ୍ଥ ହେଲେ ରାଜ୍ୟର ଆଉ ୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତକାଲିଠାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଠଖ୍ୟା ବୃଦ୍ଧି ପାଉଥିବା ନେଇ ସରକାରଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବାବେଳେ ଆଜି ଆସିଛି ଖୁସି ଖବର । ରାଜ୍ୟରେ ଆଉ ୫ କେରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ମିଳିଛି…
Read More...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କରୋନା ଚିକିତ୍ସା ସମୟରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟିଲେ ୫୦ ଲକ୍ଷ ଟଙ୍କା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ ବାର୍ତାରେ ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିବ, ତେବେ…
Read More...

ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଗଠନ ହେଲା ୩ଟି ଷ୍ଟେଟ୍ ରାପିଡ ରେସପନ୍ସ ଟିମ୍‌

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ କରୋନାର ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି । ଏହିସବୁ ଜିଲ୍ଲା ଲାଗି ୩ଟି ଷ୍ଟେଟ୍ ରାପିଡ୍ ରେସପନ୍ସ ଟିମ୍ ଗଠିତ ହୋଇଛି। ଏହି ୩ ଟିମ୍…
Read More...

ମେ’ ୩ ଯାଏଁ ବନ୍ଦ ରହିବ ଜିଏମ୍‌, ରେଭେନ୍ସା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର:ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ  କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ମେ’ ୩ ତାରିଖ ଯାଏ ବନ୍ଦ ରହିବ। ରାଜ୍ୟର ଏହି ୨  ପ୍ରମୁଖ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ…
Read More...