କରୋନା ସଙ୍କଟ ଦୂର ନହେବା ପର୍ଯ୍ୟନ୍ତ ସେବା କାର୍ଯ୍ୟ ଜାରି ରହିବ : ବିଜେପି

ଭୁବନେଶ୍ୱର: ବୈଶ୍ୱିକ ମହାମାରୀ କରୋନା କବଳରେ ସମଗ୍ର ବିଶ୍ୱ । ଏହି ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ବିଶ୍ୱର ସମସ୍ତ ରାଷ୍ଟ୍ର ଲଢେଇ କରୁଛନ୍ତି । ବିଶ୍ୱର ପ୍ରାୟ ସମସ୍ତ ବିକଶିତ ରାଷ୍ଟ୍ର ଆଜି ଅସହାୟ ହୋଇପଡିଥିବାବେଳେ…
Read More...

ବିଜୟ ମାଲ୍ୟାଙ୍କ ଆବେଦନ ଖାରଜ

ନୂଆଦିଲ୍ଲୀ: ପଳାତକ ବିଜୟ ମାଲ୍ୟାଙ୍କୁ ପୁଣିଥରେ ଏକ ବଡ଼ ଧରଣର ଝଟକା ମିଳିଛି । ଏହି ଝଟକା ବ୍ରିଟେନ୍ ହାଇକୋର୍ଟ ପକ୍ଷରୁ ମିଳିଛି । ଭାରତକୁ ପ୍ରତ୍ୟର୍ପଣ କରିବା ବିରୋଧରେ ବିଜୟ ମାଲ୍ୟା ଦାଖଲ କରିଥିବା ଆବେଦନକୁ ବ୍ରିଟେନ…
Read More...

୭୪ରୁ ୨୪ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଛନ୍ତି

ଭୁବନେଶ୍ୱର: ରାଜ୍ୟରେ ବର୍ତମାନ ସୁଦ୍ଧା ୭୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ପଶ୍ଚିମବଙ୍ଗରୁ ଫେରିଛନ୍ତି । ଏମାନଙ୍କୁ ପଂଚାୟତ ସ୍ତରରେ ନିର୍ମାଣ ହୋଇଥିବା କ୍ୱାରେନଂଟାଇନ୍ ରେ ରହିବାକୁ ରାଜ୍ୟ ସରକାର ପରାମର୍ଶ…
Read More...

ଅନ୍ୟ ୬ କରୋନାଙ୍କ ତଥ୍ୟ ସାମ୍ନାକୁ ଆସିଲା

ଭୁବନେଶ୍ୱର: ମଧ୍ୟାହ୍ନରେ ଚିହ୍ନଟ ହୋଇଥିବା ଅନ୍ୟ ୬ କରୋନାଙ୍କ ତଥ୍ୟ ସାମ୍ନାକୁ ଆସିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି  ଏହି ଆକ୍ରାନ୍ତଙ୍କ ସଂପର୍କରେ ବିବରଣୀ ପ୍ରଦାନ…
Read More...

ଓଡ଼ିଶାର କରୋନା ମହାମାରୀ ପରିଚାଳନାକୁ କେନ୍ଦ୍ର ସରକାରଙ୍କ ପ୍ରସଂଶା

ନୂଆଦିଲ୍ଲୀ : ଓଡ଼ିଶାର କରୋନା ମହାମାରୀ ପରିଚାଳନାକୁ କେନ୍ଦ୍ର ସରକାର ପ୍ରସଂଶା କରିଛନ୍ତି । ଉତ୍ତମ ପରିଚାଳନା ଯୋଗୁଁ ରାଜ୍ୟର ଦ୍ୱିଗୁଣିତ ହାର ବା ଡବଲିଂ ରେଟ ଦେଶରେ ସର୍ବୋତ୍ତମ ଅଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର…
Read More...

ରାଜ୍ୟରେ ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର:ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ  ଦେଇଛନ୍ତି ସରକାର ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ୱେବସାଇଟରେ ଆକାନ୍ତ ମାନେ କେତେ ବର୍ଷର ତାହା ସାର୍ବଜନୀନ କରାଯାଇଛି ।…
Read More...

କଟକଣା ରହିବ; ଖୋଲିବ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କରୋନା ନେଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା । ତେବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା  ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କଟକଣା ସହ ଖୋଲିବା ନେଇ  ଉଚ୍ଚଶକ୍ଷା ବିଭାଗର ସଚିବ ସମସ୍ତ…
Read More...

ବିଶ୍ରାର କଂଟେନମେଂଟ ଅବଧି ୨୨ ତାରିଖ ୧୧ଟା ଯାଏଁ ବଢ଼ିଲା

ରାଉଲକେଲା: ପୁଣିଥରେ ସୁନ୍ଦରଗଡ ଜିଲ୍ଲା ବିଶ୍ରାର କଂଟେନମେଂଟ ଅବଧିକୁ ବୃଦ୍ଧି କରାଯାଇଛି । ଏହି କଟକଣା ଆସନ୍ତା ୨୨ ତାରିଖ ୧୧ଟା ଯାଏଁ ଜାରି ରହିବା ନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।…
Read More...

ସୋସିଆଲ ମିଡିଆରେ କରୋନା ଗୁଜବ କରି ବନ୍ଧାହେଲେ ୬ ଯୁବକ

ରାଉଲକେଲା: ସୋସିଆଲ ମିଡିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରିଥିବା ୬ ଯୁବକଙ୍କୁ ରାଉଲକେଲା ପୋଲିସ ଗିରଫ କରିଛି । ଗତ ୨ ସପ୍ତାହ ମଧ୍ୟରେ ରାଉଲକେଲା ପୋଲିସ ୫ଟି ଘଟଣାକୁ ନେଇ ୬ଜଣ ଯୁବକଙ୍କୁ ଗିରଫ କରିଛି । ରାଉରକେଲା ଏସପି…
Read More...