Odisha ବାଲେଶ୍ୱରର ୩ ୱାର୍ଡରେ ଲାଗୁ ହେଲା କଂଟେନମେଂଟ ଜୋନ୍ OPA Apr 19, 2020 0 ବାଲେଶ୍ୱର: ବାଲେଶ୍ୱରର ୩ ୱାର୍ଡରେ ଲାଗୁ ହେଲା କଂଟେନମେଂଟ ଜୋନ୍ । ବାଲେଶ୍ୱର ସହରରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଂଚଳକୁ ସିଲ୍ କରି କଂଟେନମେଂଟ ଜୋନ୍ ଘୋଷଣା କରିଛି।ସହରର ୨୭… Read More...
National ମେ’ ୧୫ରୁ ହୋଇପାରେ ବିମାନ ଓ ରେଳ ଚଳାଚଳ OPA Apr 19, 2020 0 ନୂଆଦିଲ୍ଲୀ: ଲକ୍ ଡାଉନ୍ ମେ’ ୩ ତାରିଖରେ ଶେଷ ହୋଇଥିବାବେଳେ ବିମାନ ଓ ରେଳ ଚଳାଚଳ କେବେ ହେବ ସେ ନେଇ କୌଣସି ସଠିକତା ମିଳିପାରିନାହିଁ । ତେବେ ମେ’ ୧୫ରୁ ରେଳ ଓ ବିମାନ ଚଳାଚଳ ହେବା ନେଇ ଆଶା କରାଯାଉଛି ।ପ୍ରତିରକ୍ଷା… Read More...
Odisha ଆଜିଠାରୁ ଭିମସାରରେ ହେବ ପୁଲ ଟେଷ୍ଟ OPA Apr 19, 2020 0 ସମ୍ବଲପୁର: ଆଜିଠାରୁ ବୁର୍ଲାର ଭିମାସାରେ ହେବ ପୁଲ ଟେଷ୍ଟ । ରାଉରକେଲା ଏନ୍ଆଇଟିରୁ ଆର୍ଟିପିସିଆର୍ ମେସିନ୍ ଆସି ପହଂଚିବା ପରେ ପରୀକ୍ଷା ପାଇଁ ଭିମ୍ସାର କର୍ତୃପକ୍ଷଙ୍କୁ ସବୁଜ ସଙ୍କେତ ମିଳିଛି। ପୁଲ୍ ଟେଷ୍ଟ… Read More...
Odisha ଆସନ୍ତା ୨୩ ଯାଏଁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ OPA Apr 19, 2020 0 ଭୁବନେଶ୍ୱର: ଆସନ୍ତା ୨୩ ଯାଏଁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବ । ଫଳରେ ଏହି ସମୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ । ଏହାସହ ବିଜୁଳି ଓ ଘଡଘଡିର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର… Read More...
More News କଣ୍ଟିଲୋ ନୀଳମାଧଵ ମନ୍ଦିର ସେବାୟତଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଅନ୍ତୁ ରାଜ୍ୟ ସରକାର : ସିଦ୍ଧାର୍ଥ OPA Apr 18, 2020 0 ଭୁବନେଶ୍ୱର : ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତ ମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 5000 ଟଙ୍କା ଆର୍ଥିକ ସହାୟତା ଦେବାର ନିଷ୍ପତି ନେଇଛନ୍ତି... ତେବେ ପୁରୀ… Read More...
Corporate ଲକଡାଉନରେ ଅହରହ ସେବା ଯୋଗାଇବା ଲାଗି ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା OPA Apr 18, 2020 0 ଭୁବନେଶ୍ୱର : କରୋନା ମହାମାରୀ ଭଳି ଦେଶର ଘଡିଷନ୍ଧି ସମୟରେ ଗ୍ୟାସ ଯାଗାଉଥିବା କର୍ମଚାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଧନ୍ୟବାଦ ଦେଇଛନ୍ତି । ଆଉ କେନ୍ଦ୍ରମମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ… Read More...
Odisha ସୋନପୁରରେ କୋଭିଡ ହସ୍ପିଟାଲର ସମୀକ୍ଷା କଲେ ୫ଟି ସଚିବ, ମୁଖ୍ୟ ଶାସନ ସଚିବ OPA Apr 18, 2020 0 ସୋନପୁର: ଆଜି ସୋନପୁରରେ ଥିବା କୋଭିଡ ହସ୍ପିଟାଲର ସମୀକ୍ଷା କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏହି ଅବସରରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଡିଆଇଜି ହିମାଂଶୁ ଲାଲ, ଏସ୍ପି… Read More...
Odisha ୬୧ ତମ କରୋନା ଆକ୍ରାନ୍ତ ବାଲେଶ୍ୱରର OPA Apr 18, 2020 0 ରାଜ୍ୟରେ ଆଜି ୬୧ ତମ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଟୁଇଟରରୁ ଏହା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ୱରରୁ ଚିହ୍ନଟ ହୋଇଥିବା… Read More...
Bignews ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ; ସୁସ୍ଥ ହୋଇ ଫେରିଲେ ୩ OPA Apr 18, 2020 0 ମହାମାରୀ କରୋନାକୁ ନେଇ ଆସିଲା ଆଶ୍ୱସ୍ତକର ଖବର। ପୁଣି ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ତେବେ ଏହାରି ଭିତରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଥିବା… Read More...
Odisha ବିଶିଷ୍ଟ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ OPA Apr 18, 2020 0 ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟର ଅଧ୍ୟାପକ, ସାହିତ୍ୟ ସମୀକ୍ଷକ ରତ୍ନାକର ଚଇନି ଆଉ ନାହାନ୍ତି । ଆଜି ଅପରାହ୍ନରେ କଟକ ଠାରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା… Read More...