Odisha ଏହି ଜିଲ୍ଲାରେ ଗଡିବନି ଘରୋଇ ଗାଡି OPA Apr 18, 2020 0 ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଥିବାବେଳେ ନୂତନ ନିଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ହାଇ ରିସ୍କ ଥିବା ୯ଟି ଜିଲ୍ଲାର ସହରାଂଚଳରେ କୌଣସି ମତେ ଘରୋଇ ଗାଡ଼ି ଚଳାଚଳ କରିପାରିବ ନାହିଁ। କେବଳ… Read More...
National ଏପ୍ରିଲ ୨୦ରୁ କାର୍ଯ୍ୟକ୍ଷମ ହେବ ଏହିସବୁ ସେବା OPA Apr 18, 2020 0 ନୂଆଦିଲ୍ଲୀ: ଲକ୍ ଡାଉନ୍ ଚାଲିଥିବାବେଳେ ଏପ୍ରିଲ ୨୦ରୁ କେଉଁ ସବୁ ସେବା ଗୁଡିକର କାର୍ଯ୍ୟକ୍ଷମ ହେବ ବୋଲି ବିସ୍ତୃତ ତାଲିକା ପ୍ରକାଶ କରିଛନ୍ତି ସରକାର । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟରରେ ଏହି ତାଲିକା… Read More...
Odisha ଏପ୍ରିଲ ୨୦ରୁ ଦୂରଦର୍ଶନ ଜରିଆରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା OPA Apr 18, 2020 0 ଭୁବନେଶ୍ୱର: କରୋନା ଲକ୍ଡାଉନ୍ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯାଇଛି । ଲକ୍ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରେଣୀର ପାଠ ପଢାଯିବ ବୋଲି… Read More...
Odisha ୧୧ଟିକୁ ବିଭାଗକୁ କ୍ରିଟିକାଲ ଚିହ୍ନଟ କଲେ ସରକାର OPA Apr 18, 2020 0 ଭୁବନେଶ୍ୱର: ଚଳିତମାସ ୨୦ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଅଫିସ ରେ କାମ ଆରମ୍ଭ ହେବ। ରାଜ୍ୟ ସରକାର ସମସ୍ତ ବିଭାଗ ମଧ୍ୟରୁ ୧୧ଟିକୁ କ୍ରିଟିକାଲ ଓ ଅନ୍ୟ ସମସ୍ତ ବିଭାଗକୁ ଆଂଶିକ କ୍ରିଟିକାଲ ବର୍ଗର ଚିହ୍ନଟ କରି ଅଫିସ୍… Read More...
Odisha ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ OPA Apr 18, 2020 0 ଭୁବନେଶ୍ୱର : ଆସନ୍ତା ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି।କରୋନା ଲାଗି ରଥଯାତ୍ରା… Read More...
Odisha ଆସନ୍ତାକାଲିଠାରୁ ଭିମସାରରେ ହେବ ପୁଲ ଟେଷ୍ଟ OPA Apr 18, 2020 0 ସମ୍ବଲପୁର: ଆସନ୍ତାକାଲି ଠାରୁ ବୁର୍ଲା ଭିମସାରରେ ହେବ ପୁଲ ଟେଷ୍ଟ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ସେ ଆଜି ଭିମ୍ସାର୍ରେ ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି। ଏଠାରେ… Read More...
Odisha ବଲାଙ୍ଗୀର ଓ ବରଗଡର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ OPA Apr 18, 2020 0 ବଲାଙ୍ଗୀର/ବରଗଡ: ଆଜି ବଲାଙ୍ଗୀର ଓ ବରଗଡର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ସେଦୁହେଁ ଆଜି ପୂର୍ବାହ୍ନ ରେ ହେଲିକେପ୍ଟର ଯୋଗେ ବଲାଙ୍ଗୀରରେ… Read More...
National ଭାରତକୁ ଅଭିବାଦନ ଜଣାଇଲେ ଜାତିସଂଘର ମହାସଚିବ OPA Apr 18, 2020 0 ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ବିପକ୍ଷରେ ଲଢ଼ିବା ନିମନ୍ତେ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିଥିବାରୁ ଭାରତକୁ ଜାତିସଂଘର ମହାସଚିବ ଆଂଟୋନିଓ ଗୁଟେରେସ୍ ଅଭିବାଦନ ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସମେତ କେତେକ ଦେଶକୁ… Read More...
Odisha କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ନମୂନା ସଂଗ୍ରହ ଆରମ୍ଭ OPA Apr 18, 2020 0 ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନମୂନା ସଂଗ୍ରହ ପ୍ରକ୍ରିୟା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ୧୩ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ରେ ଡାକ୍ତର,… Read More...
Odisha ୩ଦିନରେ ରାଜ୍ୟରେ କରୋନା ପଜିଟିଭ୍ ଶୂନ OPA Apr 18, 2020 0 ଭୁବନେଶ୍ୱର: ରାଜ୍ୟରେ କରୋନାକୁ ନେଇ ଏକ ଖୁସି ଖବର ରହିଛି । ସାରା ବିଶ୍ୱରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଏଥିରେ ବ୍ରେକ୍ ଲାଗିଛି । ଗତ ତିନି ଦିନରେ ରାଜ୍ୟରେ ଜଣେ ବି କରୋନା ପଜିଟିଭ୍ ଚିହ୍ନଟ… Read More...