National ୨ ସପ୍ତାହ ବଢ଼ିପାରେ ଲକ୍ ଡାଉନ୍ ! OPA Apr 11, 2020 0 ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଦୁଇ ସପ୍ତାହ ଲକ୍ ଡାଉନ୍ ବଢ଼ାଇ ପାରନ୍ତି । କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ଲାଗି ସରକାର ଏପରି ପଦକ୍ଷେପ ନେଇ ପାରନ୍ତି । ପୁଣି ୨ ସପ୍ତାହ ଲକଡାଉନ୍ ବଢ଼ିବା ନେଇ ଚର୍ଚ୍ଚା ଆରମ୍ଭ… Read More...
National ଦିନ ରାତି ମୁଁ ଆପଣଙ୍କ ସହିତ ଅଛି: ମୋଦି OPA Apr 11, 2020 0 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶନିବାର) ଭିଡିଓ କନଫରେନ୍ସିଂ କରି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମୁହଁରେ ‘କପଡା ମାସ୍କ’ କରୋନା ଭାଇରସ ପରିସ୍ଥିତି ବିଷୟରେ ଆଲୋଚନା… Read More...
National କରୋନା ମହାମାରୀ କାରଣରୁ ଦୁନିଆରେ ୫୦ ନିୟୁତ ଲୋକ ଗରିବ ହୋଇଯିବେ : ଅକ୍ସଫାମ OPA Apr 11, 2020 0 ପ୍ୟାରିସ୍: କରୋନା ମହାମାରୀ ଯୋଗୁଁ ୧୯୩୦ ଦଶକର ମହାବାତ୍ୟା ପରି ବିଶ୍ୱ ଅର୍ଥନୀତି ଅନ୍ୟ ଏକ ବଡ଼ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନ ଚେତାବନୀ ଦେଇଛନ୍ତି।ଏକ ଆନ୍ତର୍ଜାତୀୟ… Read More...
Odisha ମା ଶାରଳାଙ୍କ ପୀଠରେ ୧୪୪ ଧାରା OPA Apr 11, 2020 0 ଜଗତସିଂହପୁର: ଜଗତସିଂହପୁର ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା । ଜିଲ୍ଲାପାଳ ଏହି କଟକଣା ଲାଗୁ କରିଛନ୍ତି । କରୋନା ଭାଇରସର ସଂକ୍ରମଣ ଯେଭଳି ନ ବ୍ୟାପେ ତାହାକୁ ନଜରରେ ରଖି ଜିଲ୍ଲାପାଳ ଏଭଳି ନିଷ୍ପତି ନେଇଛନ୍ତି… Read More...
National ଲକ୍ ଡାଉନ୍ ରୁ ବାଦ ପଡିଲେ ମତ୍ସ୍ୟ ଚାଷୀ ଓ ବ୍ୟବସାୟୀ OPA Apr 11, 2020 0 ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଆସିଛି ବଡ଼ ଖବର। ଲକ୍ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ସମୁଦ୍ରରେ ମାଛ ଧରିବା। ତା’ସହିତ ମତ୍ସ୍ୟ ପାଳନ ଉଦ୍ୟୋଗକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। ଏ ନେଇ… Read More...
Odisha ଗୁଜୁରାଟରେ ଲକ୍ଡାଉନ୍ ନିୟମ ନ ମାନି ୮୦ ଜଣ ଓଡିଆ ଶ୍ରମିକ ଅଟକ OPA Apr 11, 2020 0 ଅହମ୍ମଦାବାଦ: ଲ୍କଡାଉନ୍ ନିୟମ ଉଲଂଘନ କରି ଗୁଜୁରାଟରେ ଅଟକ ହୋଇଛନ୍ତି ଅନେକ ଓଡିଆ ଶ୍ରମିକ । ଲକ୍ଡାଉନ୍ ନିୟମ ନମାନି ରାସ୍ତାରେ ଆସି ଜଳାପୋଡା କରିବା ଓ ଏକାଠି ହେବା ଅଭିଯୋଗରେ ପୋଲିସ ସେମାନଙ୍କୁ ଅଟକ ରଖିଛି ।… Read More...
Odisha ଓଡ଼ିଶାରେ କରୋନା ସଂକ୍ରମଣଙ୍କ ହାର ୧.୪୭% OPA Apr 11, 2020 0 ଭୁବନେଶ୍ୱର: ରାଜ୍ୟରେ ଏବେ ଯେତିକି ସଂଖ୍ୟକ କୋରୋନା ବା କୋଭିଡ୍ ନମୁନା ପରୀକ୍ଷା ହୋଇଛି, ସେଥିରେ ସଂକ୍ରମଣ ହାର ୧.୪୭ ପ୍ରତିଶତ ରହିଛି। ଜାତୀୟସ୍ତରରେ ଏହି ହାର୍ ୪.୪୨ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ତୁଳନାରେ… Read More...
Odisha ସ୍ୱାସ୍ଥ୍ୟ ବିଭାଗ ଟିମ୍ କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ OPA Apr 11, 2020 0 ଭୁବନେଶ୍ୱର: କରୋନା ବିରୋଧରେ ଯୁଦ୍ଧ କରୁଥିବା ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ଟିମ, ଡାକ୍ତର ଏବଂ ପାରାମେଡ଼ିକାଲ ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର… Read More...
Odisha ଭୁବନେଶ୍ୱରର ୫ ସ୍କୁଲରେ ସ୍ୱାବ୍ ନମୁନା ସଂଗ୍ରହ ଆରମ୍ଭ OPA Apr 11, 2020 0 ଭୁବନେଶ୍ୱର: କୋଭିଡ୍-୧୯ ଟେଷ୍ଟ ପାଇଁ ଆଜିଠାରୁ ଭୁବନେଶ୍ୱରର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ନମୁନା ସଂଗ୍ରହ ପ୍ରକ୍ରିୟା। ରାଜଧାନୀର ୫ଟି ସ୍କୁଲ୍ରେ ମେଡିକାଲ୍ ଟିମ୍ ସନ୍ଦିଗ୍ଧଙ୍କ ଠାରୁ ନମୁନା ସଂଗ୍ରହ କରୁଛନ୍ତି। ସକାଳ… Read More...
Odisha ଛାତ୍ରଛାତ୍ରୀଙ୍କ ଘରେ ପହଂଚିବ ମାଗଣା ବହି OPA Apr 11, 2020 0 ଭୁବନେଶ୍ୱର: ଦୁଇମାସ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଥିବାରୁ ପିଲାମାନଙ୍କ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି । ଛୁଟି ପୂର୍ବରୁ ପିଲାମାନଙ୍କ ନିକଟରେ ବହି ପହଂଚିଥିଲେ, ସେମାନେ ଘରେ ପାଠ ପଢ଼ିପାରିଥାନ୍ତେ । ତେବେ ବର୍ତମାନ… Read More...