ସାମ୍ନାକୁ ଆସିଲା ୪ ଆକ୍ରାନ୍ତଙ୍କ ଯାତ୍ରା ତାଲିକା

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ୪ କରୋନା ପିଜିଟିଭଙ୍କ ଯାତ୍ରା ଇତିହାସ ସାମ୍ନାକୁ ଆସିଛି । ଏଥିରେ ପ୍ରଥମ କରି ୧୦ ବର୍ଷରୁ କମ୍ ବୟସର ୨ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଶିଶୁ କନ୍ୟାଙ୍କ ବୟସ …
Read More...

କରୋନା ମୁକାବିଲାରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍ଠାକୁ ପ୍ରଶଂସା କରି ମୁଖ୍ୟ ସଚିବଙ୍କୁ ବିଜେପି ରାଜ୍ୟ ସଭାପତିଙ୍କ…

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ଭାରତ ସମେତ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି । କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ସମେତ ସମସ୍ତ ରାଜ୍ୟ ଏକାଠୀ ହୋଇ ଲଢେଇ କରୁଛି । କରୋନା ଭୂତାଣୁ ସଂପର୍କରେ ଜନସଚେତନା ସୃଷ୍ଟି…
Read More...

ଲକ୍ ଡାଉନ୍ ଅବଧିକୁ ଗଜପତି ମହାରାଜଙ୍କ ସ୍ୱାଗତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍ ଅବଧି ବୃଦ୍ଧି ନିଷ୍ପତିକୁ ସ୍ୱାଗତ କରିଛନ୍ତି ପୁରୀ ଗଜପତି ମହାରାଜା । ନିଷ୍ପତିକୁ ସ୍ୱାଗତ କରିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ମହାରାଜା ନିବେଦନ କରିଛନ୍ତି ।…
Read More...

ଶ୍ୱଶୁରଙ୍କୁ ହତ୍ୟା କଲା ଜ୍ୱାଇଁ

ସୁନ୍ଦରଗଡ: ଜଣେ ଜ୍ୱାଇଁ ନିଜ ଶ୍ୱଶୁରକୁ ହତ୍ୟା କରିଥିବା ଚାଂଚଲ୍ୟକର ଖବର ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି । ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ଅଂଚଳରେ । ପରିବାର କଳହକୁ ନେଇ ଏକ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି…
Read More...

କରୋନାକୁ ନେଇ କ୍ରାଇମବ୍ରାଂଚର ଆଡଭାଇଜରି ଜାରି

ଭୁବନେଶ୍ୱର: କରୋନାକୁ ନେଇ ଆଡଭାଇଜରି ଜାରି କରିଛି କ୍ରାଇମବ୍ରାଂଚ । କରୋନା ମହାମାରୀ ଆଧାରିତ ମିଥ୍ୟା ଖବର ଓ ଗଜବ ପ୍ରଚାର ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନତା କରାଇବାକୁ ଏହି ଆଡଭାଇଜରି ଜାରି କରିଛି ।…
Read More...

ଲକ୍‌ଡ଼ାଉନ୍ କୁ ନେଇ ନିର୍ଦେଶ ପରିବର୍ତନ କଲେ ହାଇକୋର୍ଟ

ଭୁବନେଶ୍ୱର: ଗତକାଲି ଲକ୍‌ଡ଼ାଉନ୍ କୁ  ଦେଇଥିବା ନିର୍ଦ୍ଦେଶରେ ଆଂଶିକ ପରିବର୍ତନ କରି ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । ଏଥିରେ କୁହାଯାଇଛି କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଦୁଇଚକିଆ…
Read More...

ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା: ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପ ସ୍ୱରୂପ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡ଼ାଉନ୍ ବୃଦ୍ଧି ନିଷ୍ପତି ଓ ରାଜ୍ୟକୁ ଏହି ମହାମାରୀ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ଅର୍ଥ ଓ…
Read More...

ବ୍ରହ୍ମପୁର ଓ ଯାଜପୁରରେ ଉଦଘାଟିତ ହେଲା ୨ଟି ନୂତନ କୋଭିଡ ହସ୍ପିଟାଲ

ବ୍ରହ୍ମପୁର/ଯାଜପୁର: ଆଜି ରାଜ୍ୟରେ ୨ଟି ନୂତନ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଛି ।ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ଶୀତଳାପଲ୍ଲୀଠାରେ ନୂତନ କୋଭିଡ୍ ହସ୍ପିଟାଲ ଉଦଘାଟିତ ହୋଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ…
Read More...

ସ୍କୁଲ ଫି ହ୍ରାସ କରିବା କିମ୍ବା ଫି ପୈଠ ତାରିଖ ପରିବର୍ତନ କରିବା ପାଇଁ ପରାମର୍ଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର:କୋଭିଡ୍-୧୯ଜନିତ ଆର୍ଥିକ ଚାପ କାରଣରୁ ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନମାନେ ସହାନୁଭୂତିସମ୍ପନ୍ନ ହୋଇ ଏପ୍ରିଲ୍ ମାସରୁ ଜୁନ୍ ମାସ ପର୍ଯ୍ୟନ୍ତ ସ୍କୁଲ୍ ଫି’ ହ୍ରାସ କରିବା କିଂବା ଫି’ ପୈଠ ତାରିଖ…
Read More...

ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ତେବେ ଏ ନେଇ ଲକ୍ ଡାଉନ୍ ଅବଧି ଏପ୍ରିଲ ୩୦ ଯାଏଁ ବୃଦ୍ଧି କରାଯାଇଛି ।…
Read More...