ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ କୁ ବ୍ୟବହାର କରି ଅନ୍ୟମାନଙ୍କୁ ଏହି ଆପ ସଂପର୍କରେ ଅବଗତ କରାଇବା ପାଇଁ…

ଭୁବନେଶ୍ୱର: ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର…
Read More...

୪ଲକ୍ଷରୁ ଉର୍ଦ୍ଧ୍ୱ ନିଃସ୍ୱ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀ ପହଂଚାଇଛନ୍ତି ବିଜେପି…

ଭୁବନେଶ୍ୱର: ଭାରତୀୟ ପରମ୍ପରା ‘ନର ସେବା - ନାରାୟଣ ସେବା’କୁ ସମ୍ମାନ ଜଣାଇ ଲକ୍‌ଡାଉନ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ…
Read More...

କରୋନାକୁ ନେଇ ଏପ୍ରିଲ ୧୧ରେ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମସ୍ତ ରାଜ୍ୟର ପିସିସି ସଭାପତିଙ୍କ ସହ କରିବେ ଆଲୋଚନା । ଆସନ୍ତା ଏପ୍ରିଲ ୧୧ ରେ ଭିସି ଜରିଆରେ ମହାମାରୀ କୋରୋନା ସମ୍ବନ୍ଧୀୟ ରିଲିଫ କାର୍ଯ୍ୟ ଉପରେ ଆଲୋଚନା କରିବା…
Read More...

ଯାଜପୁର ବ୍ରହ୍ମବରଦାରେ ବଢ଼ିଲା କଂଟେନମେଂଟ ଅବଧି

ଯାଜପୁର: ଯାଜପୁର ଜିଲ୍ଲା ବ୍ରହ୍ମବରଦାରେ କଂଟେନମେଂଟ ଅବଧି ବୃଦ୍ଧି କରାଯାଇଛି । ଯାହା ଏପ୍ରିଲ ୧୨ ରାତି ୮ଟା ଯାଏଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ ।ବ୍ରହ୍ମବରଦା ଅଂଚଳରେ ଜଣେ ନିଜାମୁଦ୍ଦିନ ଫେରନ୍ତା କରୋନାରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଆର୍ଥିକ ସହାୟତା ଲୋଡିଲେ ରାଜ୍ୟର ୫୯୫ ଷ୍ଟାର୍ଟଅପ୍‌

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟର ଷ୍ଟାଟଅପ୍ ବା ନୂଆ ଉଦ୍ୟୋଗୀଙ୍କ ଉପରେ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି । “ଷ୍ଟାଟଅପ୍ ଓଡ଼ିଶା”ରେ ପଞ୍ଜିକୃତ ହୋଇଥିବା ରାଜ୍ୟର ୫୯୫ଟି ଷ୍ଟାର୍ଟଅପ୍ ନିଜର ବ୍ୟବସାୟ ବନ୍ଦ କରିଦେଇଛନ୍ତି…
Read More...

ମାଗଣାରେ କରାଯାଉ କରୋନା ପରୀକ୍ଷା : କେନ୍ଦ୍ର ସରକାରଙ୍କୁ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ପରୀକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ । ସମଗ୍ର ଦେଶରେ କରୋନା ପରୀକ୍ଷଣ ମାଗଣାରେ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ବୁଧବାର କରୋନା ସମ୍ପର୍କିତ ଏକ ମାମଲାର…
Read More...

ଦଳିୟ କର୍ମୀଙ୍କୁ ନବୀନଙ୍କ ଅପିଲ : ଜଣେବି ବ୍ୟକ୍ତିକୁ ଭୋକିଲା ରହିବାକୁ ଦିଅନ୍ତୁନାହିଁ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ ଧର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ…
Read More...

ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ । ତିନି ଦିନ ମଧ୍ୟରେ ରାଜ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ଲକ୍ଷ୍ୟ…
Read More...

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହେଲା କୋହଳ, ରାଜ୍ୟକୁ ମିଳିଲା ଅଧିକ କ୍ଷମତା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । କରୋନା ସ୍ଥିତିକୁ ଦେଖି ସବୁ ରାଜ୍ୟ ସରକାରଙ୍କୁ ମିଳିଲା କ୍ଷମତା । କୋହଳ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ । ଜୁନ ୩୦ ଯାଏ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ…
Read More...

କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ : ଆଜି ସୁଦ୍ଧା ୩,୭୪,୭୩୫ ଜଣ ଉପକୃତ

ଭୁବନେଶ୍ୱର: କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଗତ ୨୭ ତାରିଖରୁ ପୌରାଚଂଳମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ରାଜ୍ୟର ୧୧୪ ଗୋଟି…
Read More...