Odisha ଢେଙ୍କାନାଳ ଆକ୍ରାନ୍ତଙ୍କ ନିଜାମୁଦ୍ଦିନ୍ ସହ ରହିଛି ଲିଙ୍କ! OPA Apr 9, 2020 0 ଢ଼େଙ୍କାନାଳ: ନୂଆଦିଲ୍ଲୀ ତବଲିଗିରୁ ଫେରିଥିବା ଜଣେ ଧର୍ମ ପ୍ରଚାରକ ଗତ ମାସରେ ଢେଙ୍କାନାଳ ଆସିଥିଲେ । ଢେଙ୍କାନାଳ ସହରରେ ସେ ଆକ୍ରାନ୍ତଙ୍କ ପରିବାର ସହ ରହିଥିଲେ ବୋଲି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଗଣମାଧ୍ୟମକୁ ସୂଚନା… Read More...
Odisha କରୋନା ମହାମାରୀ ଆଇନରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କଲେ ୨ ବର୍ଷ ଜେଲଦଣ୍ଡ OPA Apr 9, 2020 0 ଭୁବନେଶ୍ୱର: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଲକ୍ ଡାଉନ୍ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଛନ୍ତି । ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ୧୮୯୭ ମସିହାର ମହାମାରୀ ଆଇନକୁ ଏକ ଅଧ୍ୟାଦେଶ ଜରିଆରେ… Read More...
Politics ଲକ୍ ଡାଉନ ସମୟ ସୀମା ୩୦ ଏପ୍ରିଲ ଯାଏଁ ବୃଦ୍ଧି ନିଷ୍ପତିକୁ ବିଜେପି ସ୍ୱାଗତ କରୁଛି : ସମୀର ମହାନ୍ତି OPA Apr 9, 2020 0 ଭୁବନେଶ୍ୱର : କରୋନା ମହାମାରୀର ସଫଳ ମୁକାବିଲା କରିବା ପାଇଁ ‘ଲକ୍ ଡାଉନ’ ବ୍ୟତିତ ଅନ୍ୟ କୌଣସି ବିକଳ୍ପ ନାହିଁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ ଡାଉନର ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ… Read More...
Odisha ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲକ୍ ଡାଉନ୍ ସମୟ ସୀମାକୁ ଏପ୍ରିଲ ୩୦ ଯାଏ ବଢାଇବା ସ୍ୱାଗତଯୋଗ୍ୟ : କେନ୍ଦ୍ରମନ୍ତ୍ରୀ… OPA Apr 9, 2020 0 ଭୁବନେଶ୍ୱର : ଓଡଶିା ସରକାର ରାଜ୍ୟର ଲକ୍ ଡାଉନ ସମୟ ସୀମାକୁବୃଦ୍ଧି କରବିା ନଷ୍ପିତକିୁ ସମର୍ଥନ କରଛିନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକ୍… Read More...
Odisha ମାସ୍କ ନଥିଲେ ଗ୍ରୋସରି ମନା OPA Apr 9, 2020 0 କୋରାପୁଟ:ମାସ୍କ ନାହିଁ ତ ଗ୍ରୋସରି ନାହିଁ। ଏପରିକି ପନିପରିବା, ଫଳ କିମ୍ବା ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ନାହିଁ । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ l ଏନେଇ ପ୍ରତ୍ୟେକ ଦୋକାନୀ ଦୋକାନ ସମ୍ମୁଖରେ… Read More...
Odisha ଓଡ଼ିଶାରେ ଲକ ଡାଉନ୍ ଅବଧି ବଢ଼ିବା ନେଇ ବିଜ୍ଞପ୍ତି ପ୍ରକାଶ OPA Apr 9, 2020 0 ଭୁବନେଶ୍ୱର: ଓଡ଼ିଶାରେ ଲକ୍ ଡାଉନ୍ ଅବଧି ବୃଦ୍ଧି ପାଇଛି । ଯାହା ଏପ୍ରିଲ ୩୦ ଯାଏଁ ରହିବ ଓ ଜୁନ୍ ୧୭ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି… Read More...
Bignews ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତା OPA Apr 9, 2020 0 ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଭଳି ଭାବେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ… Read More...
Bignews ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୪୪କୁ ବୃଦ୍ଧି OPA Apr 9, 2020 0 ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ । ସମୁଦାୟ ସଂଖ୍ୟା ୪୪କୁ ବୃଦ୍ଧି । ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ… Read More...
Odisha ୩କୋଟିରୁ ଅଧିକ ହିତାଧିକାରୀଙ୍କୁ ୩ମାସର ଆଗୁଆ ଚାଉଳ OPA Apr 9, 2020 0 ଭୁବନେଶ୍ୱର: କୋଭିଡ-୧୯ ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ୩.୩କୋଟି ହିତାଧିକାରୀଙ୍କୁ ଏପ୍ରିଲ, ମେ’ ଓ ଜୁନ୍ ମାସ ପାଇଁ ୫.୬୫ ଲକ୍ଷ ମେଟ୍ରିକ୍ ଟନ୍ ଅଗ୍ରୀମ ଚାଉଳ ଓ ଗହମ ଯୋଗାଇ ଦିଆଯିବ, ଏନେଇ ରାଜ୍ୟ… Read More...
Odisha ଆଜିଠୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ OPA Apr 9, 2020 0 ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁସାରେ, ଆଜିଠୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି।… Read More...