Odisha ୧୪ଦିନ ପାଇଁ ସିଲ ହେଲା କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ OPA Apr 7, 2020 0 ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସକୁ ୧୪ଦିନ ପାଇଁ ସିଲ କରାଯାଇଛି । ଏହି ଅଫିସର ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ନିଷ୍ପତି ନିଆଯାଇଛି ।ସଂକ୍ରମଣ ଆଶଙ୍କାରେ… Read More...
National “ହ୍ୟାରି ପୋଟର” ଲେଖିକାଙ୍କ ଆଗରେ ହାର ମାନିଲା କରୋନା OPA Apr 7, 2020 0 ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ସିରିଜ୍ “ହ୍ୟାରି ପୋଟର” ଲେଖିକା ଜେ.କେ ରୋଲିଂ ମହାମାରୀ କରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି । ଦୀର୍ଘ ଦୁଇ ସପ୍ତାହ ପରେ କୋଭିଡ-୧୯ରୁ ମୁକ୍ତି ପାଇଛନ୍ତି ବୋଲି ଏହି ପ୍ରସିଦ୍ଧ ଲେଖିକା ତାଙ୍କ… Read More...
Crime ନିଜ ଜନ୍ମକଲା ଝିଅକୁ ହତ୍ୟା କଲା ମା’ OPA Apr 7, 2020 0 ବଲାଙ୍ଗୀର: ନିଜ ଜନ୍ମକଲା ଝିଅକୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣା ଘଟିଛି ବଲାଙ୍ଗୀରରେ । ଠିକାଦାର ପଡ଼ାର ପ୍ରସନ୍ନ ବାଗଙ୍କ ତିନି ବର୍ଷର ଝିଅ ସୌମ୍ୟାର ମୃତ ଦେହ ଆଜି ସକାଳୁ ନିକଟସ୍ଥ… Read More...
Odisha ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ସହାୟତା କଲେ ନୂଆପଡାର ୧୨ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ OPA Apr 7, 2020 0 ନୂଆପଡା: ନୂଆପଡା ଜିଲ୍ଲାର ୧୨ଟି ଏସଏଚଜି ଗ୍ରୁପ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ୬ ହଜାର ଟଙ୍କାର ସହାୟତା ଦେଇଥିବା ଜଣାପଡିଛି ।ନୂଆପଡା ଜିଲ୍ଲାର ଏସଏଚଜି ମହିଳାମାନେ ମଧ୍ୟ ଦେଶର ଏହି ପରିସ୍ଥିତି… Read More...
Odisha କୋଭିଡ୍ ଟେଲିମେଡ଼ିସିନ୍ ହେଲପଲାଇନ୍ ପାଇଁ ଡାକ୍ତରଙ୍କ ସ୍ୱେଚ୍ଛାକୃତ ସେବା ନିବେଦନ କଲେ ମୁଖ୍ୟମନ୍ତ୍ରୀ OPA Apr 6, 2020 0 ଭୁବନେଶ୍ୱର: ସନ୍ଦିଗ୍ଧ କରୋନା ବ୍ୟକ୍ତିଙ୍କୁ ଡାକ୍ତରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଉଦ୍ୟମ ହୋଇଛି । କୋଭିଡ୍-୧୯ ଟେଲିମେଡ଼ିସିନ୍ ନାମରେ ଏକ ହେଲପଲାଇନ୍ ର ଶୁଭାରମ୍ଭ କରାଯାଇଛି । ଏହି… Read More...
Bignews ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୪୦କୁ ଛୁଇଁଲା OPA Apr 6, 2020 0 One 32 years male from Kendrapada who had returned from Dubai on 24 March is confirmed positive for COVID-19. — H & FW Dept Odisha (@HFWOdisha) April 6, 2020ରାଜ୍ୟରେ ଆଉ ଜଣେ… Read More...
Odisha ସାମାଜିକ ଦୂରତାର ପାଠ ବଢାଇଲେ ବୋରିଗୁମ୍ମାର ଆଦିବାସୀ ମହିଳା : ଏମାନଙ୍କୁ ଠୁ ଶିଖ OPA Apr 6, 2020 0 ଭୁୁବନେଶ୍ୱର: ଏହି ଫଟୋରୁ ଆପଣ କଣ ଦେଖୁଛନ୍ତି । କରୋନା ସଂକ୍ରମଣକୁ ରୋକିବାକୁ ନଳକୂଅରୁ ପାଣି ନେବାକୁ ମହିଳାମାନେ ସାମାଜିକ ଦୂରତାରେ ଠିଆ ହୋଇଛନ୍ତି । ବୃତ୍ତକାଟି ସାମାଜିକ ଦୂରତା ବଜାୟ ରଖୁଛନ୍ତି ଓ ଜଣଙ୍କ ପରେ ଜଣେ… Read More...
Odisha କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ରାଜ୍ୟପାଳ OPA Apr 6, 2020 0 ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଉଭୟ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି । ସେ ମୋଟ୍ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା… Read More...
Odisha ଓଡ଼ିଶାରେ ଦିନକୁ ପରୀକ୍ଷା କରାଯିବ ୧ ହଜାର କରୋନା ନମୁନା OPA Apr 6, 2020 0 ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ କରୋନା ପରୀକ୍ଷା ଆରମ୍ଭ କରିବା ଉପରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଆଇସିଏମଆରର ଅନୁମତି ପରେ ଖୁବଶୀଘ୍ର ବ୍ରହ୍ମପୁର ମେଡିକାଲ କଲେଜ ଓ ବୁର୍ଲା ମେଡିକାଲ କଲେଜରେ… Read More...
Odisha ରାଜ୍ୟରେ କରୋନା ଭାଇରସର ଶୃଙ୍ଖଳାକୁ ଭାଙ୍ଗିବାରେ ସହାୟକ ହେବ ସମ୍ କୋଭିଡ-୧୯ ହସ୍ପିଟାଲ: ଧର୍ମେନ୍ଦ୍ର ପ୍ରଧାନ OPA Apr 6, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରୁ ଭିଡିଓ କନଫରେସନିଂ ଯୋଗେ ଭୁବନେଶ୍ୱର ସମରେ ଆୟୋଜିତ କୋଭିଡ-୧୯ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତମାନ ପରିସ୍ଥିତିରେ… Read More...