ବିଜେପିର ୪୦ତମ ପ୍ରତିଷ୍ଠା ଦିବସରେ କରୋନା ବିରୁଦ୍ଧରେ ଲଢେଇ କରିବାକୁ ବିଜେପି ରାଜ୍ୟ ସଭାପତିଙ୍କ ଆହ୍ୱାନ 

ଭୁବନେଶ୍ୱର : ଆଜି ବିଜେପିର ୪୦ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳୀୟ ନେତୃବୃନ୍ଦ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସର ଭିତରେ ଦଳୀୟ ପତାକା ଉତୋଳନ କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ…
Read More...

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ୪୦ତମ ସ୍ଥାପନା ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟଙ୍କୁ…
Read More...

ଆସନ୍ତାକାଲିଠାରୁ ଜଗତସିଂହପୁରରେ ସାଧାରଣ ଲୋକଙ୍କୁ ମିଳିବନି ପେଟ୍ରୋଲ

ଜଗତସିଂହପୁର: ଆସନ୍ତାକାଲିଠାରୁ ଜଗତସିଂହପୁର ଜିଲ୍ଲାରେ ସାଧାରଣ ଲୋକଙ୍କୁ ମିଳିବନି ପେଟ୍ରୋଲ । ଆସନ୍ତାକାଲି ଦିନ ୧ଟା ପରେ ଏହି ନିୟମ ଲାଗୁ ହେବ । କେବଳ କରୋନା ମୁକାବିଲା ପାଇଁ ନିୟୋଜିତ ସରକାରୀ ଗାଡ଼ିକୁ ପେଟ୍ରୋଲ ମିଳିବ।…
Read More...

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦଙ୍କ ଦରମାର ୩୦% କଟିବ

ନୂଆଦିଲ୍ଲୀ:କରୋନା କାରଣରୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଏବଂ ସାଂସଦଙ୍କର  ଦରମାର ୩୦% କଟିବ । ଏ ନେଇ ଆଜି କ୍ୟାବିନେଟ୍ ପକ୍ଷରୁ ନିଷ୍ପତି ନିଆଯାଇଛି । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି…
Read More...

ସିଲ୍ ହେଲା ମୁମ୍ବାଇର ୱୋକାର୍ଡ ହସ୍ପିଟାଲ

ମୁମ୍ବାଇ: ୨୬ ଜଣ ନର୍ସ ଓ ୩ଜଣ ଡାକ୍ତର କରୋନା ଭାଇରସ୍ ପଜିଟିଭ୍ ହେବା ପରେ ଆଜି ମୁମ୍ବାଇର ଆଗ୍ରିପଡାସ୍ଥିତ ୱୋକାର୍ଡ ହସ୍ପିଟାଲକୁ ସିଲ କରାଯାଇଛି । ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ରବିବାର ଦିନ…
Read More...

କରୋନା ଭାଇରସ୍‌: ଭାରତରେ ସଂକ୍ରମଣଙ୍କ ସଂଖ୍ୟା ୪୦୬୭, ମୃତ୍ୟୁ ସଂଖ୍ୟା ୧୦୯

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ୱାରା ୪୦୬୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୦୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ…
Read More...

କରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବଦେନ

ଭୁବନଶେ୍ବର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଲଢେଇ ପାଇଁ ଦାନ କରିବାକୁ ନିବଦେନ କରିଛନ୍ତି । ରିଲିଫ୍ ପାଣ୍ଠିକୁ ଦାନ କରିବାକୁ ନିବଦେନ କରିଛନ୍ତି ମୁଖ୍ୟମନ୍ତ୍ରୀ । cmrfodisha.gov.inରେ ଦାନ କରିବାକୁ ନିବଦେନ…
Read More...

ସମ୍ ହସ୍ପିଟାଲରେ ସବୁଠାରୁ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍‌ଘାଟିତ

ଭୁବନେଶ୍ୱର: ସୋମବାର ସମ୍ ହସ୍ପିଟାଲରେ ରାଜ୍ୟ ସରକାର ଆଉ ଏକ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୫୨୫ ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲକୁ…
Read More...

କିମ୍ସର କୋଭିଡ୍ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ; ୧୪ କରୋନା ରୋଗୀଙ୍କ ଚିକିତ୍ସା ଜାରି

ଭୁବନେଶ୍ୱର: କଟକ ଏସସିବି ଓ ଅଶ୍ୱିନୀ ପରେ ଏବେ ରାଜ୍ୟର ଆଉ ୨ଟି ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍। ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। କିମ୍ସ…
Read More...

ବାଘୁଣୀ ଦେହରେ କରୋନା ପଜିଟିଭ୍

ନ୍ୟୁୟର୍କ: ମଣିଷ ପରେ ଏବେ ପଶୁ ଦେହରେ ମଧ୍ୟ କରୋନା ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଆମେରିକାର ନ୍ୟୁୟର୍କସ୍ଥିତ ବ୍ରୋନକ୍ସ ଚିଡିଆଖାନରେ ଏକ ବାଘୁଣୀ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛି ।…
Read More...