ମାସ୍କ ନ ପିନ୍ଧିଲେ ୧୦୦୦ଟଙ୍କା ଫାଇନ୍

ବ୍ରହ୍ମପୁର: କରୋନା ମୁକାବିଲ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ହୋଇଛି । ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେନଂଟାଇନ୍ ରଖାଯିବ ବୋଲି ଗଞ୍ଜାମ…
Read More...

ସିଲ୍ ହେଲା ରାଜଧାନୀ ସୁନ୍ଦରପଦା, ଯଦୁପୁର ଅଂଚଳ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ନିଗମର ୬୭ ନମ୍ବର ୱାର୍ଡର କପିଳପ୍ରସାଦରେ ଜଣେ କରୋନା ରୋଗୀ ଚିହ୍ନଟ କରିବା ପରେ ତତ୍ପର ହୋଇ ଭୁବନେଶ୍ୱର ବିଏମସି । ସଂକ୍ରମଣ ରୋକିବା ପାଇଁ ସୁନ୍ଦରପଦା ଓ ୬୪ ୱାର୍ଡ଼ ନମ୍ୱର ଯଦୁପୁରର…
Read More...

ଗୁଟକା ଖାଇ ସର୍ବସାଧାରଣରେ ଛେପ ପକାଇବା ଉପରେ ବାରଣ କଲା ଆଇସିଏମଆର

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱବ୍ୟାପି ସଚେତନତା ଜାରି ଥିବାବେଳେ ଗୁଟକା ଖାଇ ସର୍ବସାଧାରଣରେ ଛେପ ପକାଇବା ଉପରେ ବାରଣ କରିଛି ଦିଲ୍ଲୀଠାରେ ଥିବା ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ(ଆଇସିଏମଆର) ।ଏହି…
Read More...

ଭିଡିଓ କନଫରେନ୍ସିଂରେ ହେବ ମନ୍ତ୍ରୀପରିଷଦ ବୈଠକ

ନୂଆଦିଲ୍ଲୀ: କୋରୋନା ଭାଇରସର ବ୍ୟାପକତା ଦେଶରେ କାୟା ମେଲେଇବା ଆରମ୍ଭ କରିସାରିଲାଣି । ଏଥିପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ…
Read More...

ଗଞ୍ଜାମର ମାଟିଆ ସାହିକୁ ହଟସ୍ପଟ୍ ଘୋଷଣା କଲା ପ୍ରଶାସନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବାଘମାଟି ପଂଚାୟତ ଅନ୍ତର୍ଗତ ମାଟିଆ ସାହିକୁ କରୋନା ହଟସ୍ପଟ୍ ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରେୟ ଭାଉସାହେବ ନିର୍ଦେଶନାମା ଜାରି…
Read More...

ସଟ୍ ଡାଉନ୍ ପରେ ବାହାରକୁ ଗଲେ ପିନ୍ଧନ୍ତୁ ମାସ୍କ

ଭୁବନେଶ୍ୱର: ଆଉ କିଛି ସମୟ ପରେ ଶେଷ ହେବାକୁ ଯାଉଛି ସଟ୍ ଡାଉନ୍ । ଯାହା ପରେ ଶେଷ ହୋଇଯିବ ସଟ୍ ଡାଉନ୍ । ସଟ୍ ଡାଉନ୍ ଶେଷ ହେବା ପରେ ଜାରି ରହିବ ଲକ୍ ଡାଉନ୍ । ଏଥିପାଇଁ ଯେତେବେଳେ ଘରୁ ବାହାରକୁ ଯାଉଛନ୍ତି ସେତେବେଳେ ମାସ୍କ…
Read More...

ଭୁବନେଶ୍ୱର ରେ ସାନିଟାଇଜ୍‌ ହେବ ୧୦ଟି ହାଟ୍‌

ଭୁବନେଶ୍ୱରରେ ଆଜି ୧୦ଟି ହାଟ ସାନିଟାଇଜ ହେବ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଓ ଫାୟାର ସର୍ଭିସ୍‌ ଏହି କାମ କରିବ। ଦିନକୁ ଦିନ ‘କରୋନା’ କାୟା ବିସ୍ତାର କରୁଥିବା ଦେଖି ଏପରି ପଦକ୍ଷେପ ନେଇଛି। ସାନିଟାଇଜ୍‌ ହେବାକୁ…
Read More...

ପୁଣି ୨ କୋରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଦୁଇ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି । ପୂର୍ବରୁ ଓଡିଶାରୁ ୨୧ ଥିଲା କୋରୋନା ପଜିଟିଭଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
Read More...

ତିନି ସହରରେ ବଢିବନି ସଟଡାଉନ ଅବଧି, ସାମାଜିକ ଦୂରତାରକ୍ଷା ଲାଗି ମୁଖ୍ୟଶାସନ ସଚିବଙ୍କ ଅପିଲ

ଭୁବନେଶ୍ୱର : ବଢିବନି ୪୮ ଘଣ୍ଟିଆ ସଟଡାଉନ ଅବଧି । ଭୁବନେଶ୍ୱର, କଟକ ଓ ଭଦ୍ରକ ସମେତ କିଛି ଅଞ୍ଚଳରେ ଜାରି ରହିଥିବା ୪୮ ଘଣ୍ଟିଆ ସଟଡାଉନ୍ ଅବଧି ବଢ଼ିବ ନାହିଁ ।ପ୍ରଶାସନର ପୂର୍ବ ଘୋଷଣା ଅନୁସାରେ ଆଜି ରାତି ୮ଟାରେ ଏହି…
Read More...