ଦିନକୁ ୮ ଘଂଟା ଡ୍ୟୁଟି, ସପ୍ତାହକୁ ଗୋଟିଏ ଛୁଟି: ପୋଲିସ ଡିଜି

କଟକ: ବର୍ତମାନ ସାରା ଦେଶ ଲକ୍‌ଡାଉନ୍ । ଏହି ଘଡିସନ୍ଧି ମୁହୁର୍ତରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ପୋଲିସ କର୍ମଚାରୀ । ତେବେ ତାଙ୍କର ସୁରକ୍ଷା ପାଇଁ ପୋଲିସ କର୍ମଚାରୀମାନେ ଦିନକୁ ୮ ଘଂଟା ଡ୍ୟୁଟି କରିବା ସହ ସପ୍ତାହରେ…
Read More...

ପିଏମ କେୟାର୍ସ ଫଣ୍ଡକୁ ଏକ ମାସର ଦରମା ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋରୋନା ଭାଇରସ ବିରୋଧୀ ଲଢେଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି। ଏହା ସହିତ ସେ ଏହି ସଙ୍କଟ ସମୟରେ ଦାନ କରିବାକୁ ଲୋକଙ୍କୁ…
Read More...

ସୋଆ ନୂତନ କୋଭିଡ 19 ହସ୍ପିଟାଲ ପରିଦର୍ଶନ କଲେ 5ଟି ସଚିବ ଓ ଉନ୍ନୟନ କମିଶନର

ଭୁବନେଶ୍ୱର, ମାର୍ଚ୍ଚ ୨୯: ମହାମାରୀ କରୋନାର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ଓ ସର୍ବବୃହତ କୋଭିଡ 19 ହସ୍ପିଟାଲ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ ହସ୍ପିଟାଲ ପକ୍ଷରୁ ସ୍ଥାପନ କରାଯାଉଛି। ଏ…
Read More...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ଆନ୍ଧ୍ରରେ ଫସିଥିବା ଓଡ଼ିଆଙ୍କୁ ଥଇଥାନ…

ଆନ୍ଧ୍ରପ୍ରଦେଶ: ସାରା ଦେଶରେ କୋରନା କାରଣରୁ ଲକ୍ ଡାଉନ୍‌ ହୋଇଯିବା ଫଳରେ ବିଭିନ୍ନ ଅଞ୍ଚଳରେ ଅନେକ ଲୋକ ସ୍ୱ ସ୍ୱ ଗୃହକୁ ଫେରି ନପାରି ହଇରାଣ ହରକତ ହେଉଛନ୍ତି । ସେହିପରି ଓଡ଼ିଶାରୁ ଆନ୍ଧ୍ର ପ୍ରଦେଶ ରାଜ୍ୟକୁ ଆସିଥିବା କିଛି…
Read More...

ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟାର ସମାଧାନ ପାଇଁ ନିଆଯାଉଛି ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ସହ ଭିଡିଓ…
Read More...

ସାଉଦି ଆରବରୁ ଭାରତକୁ ନିରନ୍ତର ତୈଳ ଯୋଗାଣ ଉପରେ ଗୁରୁତ୍ୱାରୋପ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ସାଉଦି ଉର୍ଜା ମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ଅବଦୁଲାଜିଜ୍ ଏବଂ ସାଉଦି ଆରାମକୋ ତୈଳ କମ୍ପାନୀର ସଭାପତି ତଥା…
Read More...

ପ୍ରବାସୀ ଶ୍ରମିକଙ୍କ ପ୍ରତି ଯତ୍ନବାନ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ତଥା ରାଜ୍ୟ ବାହାରେ ଫସି ରହିଥିବା ଦାଦନ ଶ୍ରମିକଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଲକ ଡାଉନ ଯୋଗୁଁ ରାଜ୍ୟ ବାହାରୁ ଫେରୁଥିବା ଲୋକଙ୍କୁ ସୀମାନ୍ତରେ ଅଟକାଇବାକୁ ମଧ୍ୟ…
Read More...

ସ୍ୱିଗି ଜରିଆରେ ଖାଦ୍ୟ ଯୋଗାଇବ ବିଏମସି

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନଲାଇନ୍ ସାହାଯ୍ୟରେ ଏଥର ଲେକାଙ୍କୁ ଖାଦ୍ୟ ଯୋଗାଇବ ।ରାଜ୍ୟର ବୃହତମ ନାଗରିକ ସଂସ୍ଥା ବିଏମସି ସୂତ୍ର ଅନୁଯାୟୀ ଏହା…
Read More...

କେନ୍ଦ୍ରାପଡାର ଜନଗହଳି ସ୍ଥାନରେ କ୍ଲୋରିନ୍ ଓ ବ୍ଲିଚିଂ ସ୍ପ୍ରେ

କେନ୍ଦ୍ରାପଡା: କୋରୋନା ମୁକାବିଲା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏଥିପାଇଁ ୨ କୋଟି ଟଙ୍କା ପ୍ରଦାନ…
Read More...

୨ ଲକ୍ଷ ଲୋକଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ଯୋଗାଇବ ଆଇଆରସିଟିସି

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ନିମନ୍ତେ ଲକଡାଉନ ସମୟରେ ଖାଦ୍ୟପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ଆଜିଠାରୁ ଖାଦ୍ୟ ଯୋଗାଇବ ଭାରତୀୟ ରେଳବାଇର ଆଇଆରସିଟିସି । ଆଇଆରସିଟିସି ପକ୍ଷରୁ ଆଜିଠାରୁ…
Read More...