Bignews ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ OPA Mar 29, 2020 0 ଭୁବନେଶ୍ୱର: ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ । କରୋନା ସଂକ୍ରମଣ ରୁ ରକ୍ଷା ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ବିଗତ ବର୍ଷ ଭଳି ସଂପୂର୍ଣ୍ଣ ପାସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ନବମ… Read More...
National ଲକଡାଉନ ନିଷ୍ପତି ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି OPA Mar 29, 2020 0 ନୂଆଦିଲ୍ଲୀ: ଦେଶରେ କୋରୋନା ସଙ୍କଟ ମଧ୍ୟରେ ରେଡିଓରେ 'ମନ୍ କି ବାତ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । 'ମନ୍ କି ବାତ' କାର୍ଯ୍ୟକ୍ରମରେ ସମ୍ବୋଧନ ସମୟରେ ମୋଦି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା… Read More...
National କୋରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା OPA Mar 29, 2020 0 ନୂଆଦିଲ୍ଲୀ: ମହାମାରୀ କୋରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ମୃତ ମାରିଆଙ୍କ ଭାଇ ରାଜକୁମାର ସିକ୍ସଟୋ ଏନରିକି ଡି ବୋରବୋନ ଫେସବୁକରେ ପୋଷ୍ଟ କରି ଏହି ସୂଚନା… Read More...
National ଗୋଟିଏ ମାସର ଦରମା ସହ MPLADS ଫଣ୍ଡରୁ ୧ କୋଟି ଟଙ୍କା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Mar 29, 2020 0 ନୂଆଦିଲ୍ଲୀ: କୋରୋନା ପାଇଁ ସମସ୍ତେ ସହାୟତା ହାତ ବଢ଼ାଇଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସେ ଗୋଟିଏ ମାସର ଦରମା ଦାନ କରିବା ସହ ନିଜର MPLADS ଫଣ୍ଡରୁ “ପିଏମ୍ କେଆର୍ସ… Read More...
Corporate ଦେଶରେ ଏଲପିଜିର ଅଭାବ ରହିବ ରହିବ ନାହିଁ OPA Mar 29, 2020 0 ନୂଆଦିଲ୍ଲୀ: ଦେଶରେ ଏଲପିଜିର ଅଭାବ ରହିବ ରହିବ ନାହିଁ । ଏନେଇ ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ବିଶ୍ୱରେ କୋରୋନା କାୟା ବିସ୍ତାର କରିଥିବା ବେଳେ… Read More...
Odisha କୋରୋନା ଯୋଗୁଁ ଜେଲରୁ ବାହାରିବେ ପ୍ରାୟ ୧୭ଶହ ବିଚରାଧୀନ ବନ୍ଦୀ OPA Mar 29, 2020 0 କଟକ: କୋରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟର ୮୭ଟି ଜେଲରୁ ପ୍ରାୟ ୧୭ଶହ ବିଚରାଧୀନ ବନ୍ଦୀ ବାହାରିବେ । ଏମାନଙ୍କ ସହ ବହୁ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ଜାମିନରେ ମୁକ୍ତ କରାଯିବ । କୋରୋନା ସଂକ୍ରମଣ… Read More...
Crime ବାପାର ଜୀବନ ନେଲା ପୁଅ OPA Mar 29, 2020 0 ସୁନ୍ଦରଗଡ: ପୁଅର ଟାଙ୍ଗିଆ ଚୋଟରେ ବାପା ଆରପାରିକୁ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ସୁନ୍ଦରଗଡ ସଦର ଥାନାର ତସୁପଡା ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଗତକାଲି ବିଳମ୍ବିତ… Read More...
National କୋରୋନାରେ ଭାରତରେ ମୃତ୍ୟୁ ସଂଖ୍ୟା ୨୫କୁ ଛୁଇଁଲା, ୯୮୭ ସଂକ୍ରମିତ OPA Mar 29, 2020 0 ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଥିବା ମହାମାରୀ କୋରୋନାରେ ବର୍ତମାନ ସୁଦ୍ଧା ୨୫ଜଣ ମୃତ୍ୟୁ ବରଣ କରିଥିବାବେଳେ ୯୮୭ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।କୋରୋନାରେ ସଂକ୍ରମିତ ହୋଇ ଗୁଜୁରାଟ ଓ ଜାମ୍ମୁ… Read More...
Odisha ଆଜିଠୁ ପଂଚାୟତରେ ମିଳିବ ରନ୍ଧା ଖାଦ୍ୟ OPA Mar 29, 2020 0 ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଠାରୁ ପ୍ରତି ପଂଚାୟତରେ ରନ୍ଧା ଖାଦ୍ୟ ଯୋଗାଇ ଦେବେ। ଗତ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ତେବେ କେମିତି ଏହା କାର୍ଯ୍ୟକାରୀ ହେବ ଏନେଇ ସବୁ ଜିଲ୍ଲାପାଳଙ୍କ… Read More...
Politics କୃଷି ଏବଂ କୃଷକଙ୍କ ହିତ ପାଇଁ ମୋଦି ସରକାର ସର୍ବଦା ଚେଷ୍ଟିତ : ବିଜେପି OPA Mar 28, 2020 0 ଭୁବନେଶ୍ୱର : କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ସମେତ ଦେଶର ସମସ୍ତ ଜନତା ଏକାଠି ହୋଇଛନ୍ତି । ଲକ ଡାଉନ ସମୟରେ ଦେଶର ସମସ୍ତ ଗରୀବ ଜନତାଙ୍କୁ ଖାଦ୍ୟ ଏବଂ ଆର୍ଥୀକ ସୁରକ୍ଷା… Read More...