Odisha ବେସରକାରୀ ମେଡିକାଲ କ୍ଲିନିକ ପାଇଁ ଆସିବ ସ୍ୱତନ୍ତ୍ର ଗାଇଡଲାଇନ OPA Mar 27, 2020 0 ଭୁବନେଶ୍ୱର : ରାଜ୍ୟରେ ତୃତୀୟ କୋରୋନା ରୋଗୀ ଚିହ୍ନଟ ପରେ ତନାଘନା ଆରମ୍ଭ ହୋଇଛି । ୬୦ ବର୍ଷୀୟ ରୋଗୀ ଜଣକ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଆସିଥିଲେ। ନିଜ ଝିଅ ଓ ସ୍ତ୍ରୀ ସହ ଇଣ୍ଡିଗୋ ଫ୍ଲାଇଟରେ… Read More...
Bignews ୨୨୦୦ କୋଟିର କୋରୋନା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OPA Mar 27, 2020 0 ଭୁବନେଶ୍ୱର: କୋରୋନା ପ୍ରଭାବିତ ଗରିବଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ଏହି ପ୍ୟାକେଜ… Read More...
National ଆସନ୍ତାକାଲିଠାରୁ ପୁଣିଥରେ ପ୍ରସାରଣ ହେବ ରାମାୟଣ OPA Mar 27, 2020 0 ନୂଆଦିଲ୍ଲୀ: କୋରୋନା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ୨୧ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ତେବେ ଲୋକମାନେ ଏହି ସମୟରେ ଘରେ ବସି ବିରକ୍ତ ହେଉଛନ୍ତି । ଏହି କାରଣରୁ କେନ୍ଦ୍ର ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କ… Read More...
National ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କ ପରଲୋକ OPA Mar 27, 2020 0 ନୂଆଦିଲ୍ଲୀ: ବିଶିଷ୍ଟ ଚିତ୍ରକାର, ଲେଖକ ତଥା ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା ।ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ।ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.… Read More...
Odisha ୩ୟ କୋରୋନା ସଂସ୍ପର୍ଶରେ ବିଧାନସଭା କର୍ମଚାରୀ; ୩୦ରେ ଲୋକସେବା ଭବନରେ ବସିବ ବିଧାନସଭା OPA Mar 27, 2020 0 ଭୁବନେଶ୍ୱର: ଗତକାଲି ଓଡ଼ିଶାରେ ୩ୟ କୋରୋନା ରୋଗୀ ଚିହ୍ନଟ ହୋଇଛି । ତେବେ ଏହି ୩ୟ ରୋଗୀ ସଂସ୍ପର୍ଶରେ ଜଣେ ବିଧାନସଭା କର୍ମଚାରୀ ଆସିଛନ୍ତି । ଯେଉଁ କାରଣରୁ ୩୦ ତାରିଖରେ ଲୋକସେବା ଭବନରେ ବିଧାନସଭା ବସିବ ଓ ବ୍ୟୟ ମଞ୍ଜୁରୀ… Read More...
Odisha ଲକ୍ ଡାଉନ୍ ରେ କୋହୋଳ ହେଲା କଟକଣା; ଏହିସବୁ ସୁବିଧା ମିଳିବ OPA Mar 27, 2020 0 ଭୁବନେଶ୍ୱର: କୋରୋନାକୁ ନେଇ ଦେଶବ୍ୟାପି ଲକ୍ ଡାଉନ୍ କରାଯାଇଥିବାବେଳେ ବହୁ ଜିନିଷ ଉପରେ କଡା କଟକଣା ଲଗାଯାଇଥିଲା । ତେବେ ବତର୍ମାନ ଏବେ ଲକ୍ ଉାଉନ୍ ସମୟରେ କିଛି କଟକଣା ଉପରେ କୋହଳ କରାଯାଇଛି ।ଆମାଜନ୍, ଫ୍ଲିପକାର୍ଟ,… Read More...
Odisha କୋରୋନା ପାଇଁ ରାଜଧାନୀରେ ହେବ ହୋମ ଡେଲିଭରି; ବିଏମସି ଜାରି କଲା ଷ୍ଟୋର ତାଲିକା OPA Mar 27, 2020 0 ଭୁବନେଶ୍ୱର: କୋରୋନା ପାଇଁ ଦେଶବ୍ୟାପି ଲକ୍ ଡାଉନ୍ ହୋଇଥିବାବେଳେ ରାଜଧାନୀବାସୀଙ୍କୁ ମିଳିବ ହୋମ ଡେଲିଭରି ସୁବିଧା । ଯେଉଁଥିରେ ସେମାନେ ନିଜର ଅତ୍ୟାବଶ୍ୟକ ସାମଗ୍ରୀର ଲାଭ ଉଠାଇପାରିବେ ।ଏ ନେଇ ବିଏମ୍ସି ପକ୍ଷରୁ… Read More...
Odisha ପୁଣିଥରେ ୟୁନିଟ-୧ ହାଟକୁ କରାଗଲା ସ୍ଥାନାନ୍ତର OPA Mar 27, 2020 0 ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱ ଆବଶ୍ୟକ ରହିଛି । ତେବେ ଏହି ସାମାଜିକ ଦୂରତ୍ୱକୁ ରୋକିବା ପାଇଁ ଗତକାଲି ୟୁନିଟ୍ -୧ ହାଟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ପୁଣିଥରେ ଯୁନିଟ୍-୧ ହାଟକୁ… Read More...
Odisha ଆଜିଠାରୁ ବଢ଼ିବ ତାତି OPA Mar 27, 2020 0 ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ତାତି ବଢ଼ିବ । ସାରା ରାଜ୍ୟରେ ପାଗ ଖୁଖିଲା ରହିବା ସହ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ । ଆଂଚଳିକ ପାଣିପାଗ ବିଭାଗ ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ,… Read More...
Bignews ରେପୋ ରେଟ୍ ହ୍ରାସ କଲା ଆରବିଆଇ OPA Mar 27, 2020 0 ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ରେପୋ ରେଟ୍ ହ୍ରାସ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) । ପଲିସି ରେପୋ ରେଟ୍ ୭୫ ବେସିସି ପଏଂଟ ହ୍ରାସ କରାଯାଇ ୫.୧୫% ରୁ ୪.୪% କରାଯାଇଛି । ସେହିଭଳି ରଜର୍ଭ ରେପୋ ରେଟ୍ ୯୦… Read More...