ମଙ୍ଗଳବାର ଯାଏଁ ରାଜ୍ୟରେ ବର୍ଷିବ

ଭୁବନେଶ୍ୱର: ଆଜିଠାରୁ ଆସନ୍ତା ୩ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଓ କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଶନିବାର…
Read More...

ଘରେ ରହି ପାଠ ପଢିବାକୁ ବାର୍ତା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର:   ସାରା ବିଶ୍ଵରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନେଇ  ରାଜ୍ୟରେ ସ୍କୁଲ, କଲେଜ ସବୁ ବନ୍ଦ ରହିଛି। ଏହି ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏକ ଭିଡ଼ିଓ ମାଧ୍ୟମରେ ପିଲାମାନଙ୍କୁ ସଚେତନ…
Read More...

ତାଲାବନ୍ଦ ସମୟରେ ରାଜ୍ୟର ପ୍ରତି ପଂଚାୟତରେ ଗରିବଙ୍କୁ ଦିଆଯିବ ରନ୍ଧାଖାଦ୍ୟ

ଭୁବନେଶ୍ୱର : ତାଲାବନ୍ଦ ସମୟରେ  ପ୍ରତି  ପଂଚାୟତରେ ରନ୍ଧାଖାଦ୍ୟ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶନିବ‌ାର ଏକ ଭିଡିଓ ବାର୍ତା ଜ‌ାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି…
Read More...

ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ଭିଡିଓ ଜରିଆରେ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ମୁକାବିଲା ସମୟରେ ରାଜ୍ୟ ବାହାରେ ବହୁ ଓଡ଼ିଆ ଲୋକ ବିଭିନ୍ନ ସ୍ଥାନରେ ଫସିଥିବାର ଖବର ମିଳିଛି। ଏହି ସମୟରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ପରଦା ପଛରେ ମାନସ ମଙ୍ଗରାଜ ପରଦାରେ ସୁବ୍ରତ ବାଗଚୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ସାରା ବିଶ୍ୱରେ ଏବେ କୋରନା ଆତଙ୍କ । ଆମ ଦେଶ ଓ ରାଜ୍ୟରେ ବି କରୋନା ଭୟ କିଛି କମ ନାହିଁ । ସାରା ଦେଶ ଲକଡାଉନ ହୋଇଛି । ଏଭଳି ସ୍ଥିତିରେ ଲୋକଙ୍କ ମନବଳ ବଢାଇବା ଓ ରାଜ୍ୟବାସୀଙ୍କ ପାଖରେ ସଠିକ ସୂଚନା ପହଁଚାଇବା…
Read More...

ଆଜିଠୁ ଉଡିବ କାର୍ଗୋ ବିମାନ

ଭୁବନେଶ୍ୱର: ଆଜିଠୁ ପୁଣିଥରେ ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତି ନିଆଯାଇଛି ।ଏକ ସ୍ୱତନ୍ତ୍ର ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ…
Read More...

କୋରୋନା ଆକ୍ରାନ୍ତ ଙ୍କୁ ଟ୍ରାକ୍ କରିବ ନୂଆ ଆପ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ଆଇଟି ମନ୍ତ୍ରଣାଳୟ ସହିତ ମିଶି ଏକ ଆପ୍ସର ଶୁଭାରମ୍ଭ କରିଛି। ଯାହାକି କୋରୋନା ଆକ୍ରାନ୍ତଙ୍କୁ ଟ୍ରାକ କରିବ।ଏହି ଆପ୍ସର ନାମ କୋରୋନା କବଚ (corona kavach)…
Read More...

ସାନ ଭାଇର ଭୁଜାଲି ଚୋଟରେ ବଡ଼ଭାଇ ମୃତ

ବାସୁଦେବପୁର: ସାନଭାଇର ଭୁଜାଲି ଚୋଟରେ ବଡ଼ଭାଇ ମୃତ୍ୟୁବରଣ କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ନାମ ଭଗବାନ ବାରିକ(୫୮) ଓ ଅଭିଯୁକ୍ତ ସାନଭାଇର ନାମ ରତ୍ନାକର ବାରିକ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା…
Read More...

ଲକ୍ ଡାଉନ୍ ରେ ବିଲରେ କାମ କରିପାରିବେ କୃଷକ

ନୂଆଦିଲ୍ଲୀ: କୋରୋନା ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ କୃଷକମାନେ ନିଜ ବିଲରେ କାମ କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ଏଥିନିମନ୍ତେ ଖୁବ୍ ଶୀଘ୍ର ନୀତି ନିୟମ ଲାଗୁ କରାଯିବ ବୋଲି ଏକ…
Read More...

ଦେଶରେ ୮୭୩ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୧୯ ମୃତ

ନୂଆଦିଲ୍ଲୀ: ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆକ୍ରାନ୍ତଙ୍କ ମଧ୍ୟରେ ବିଦେଶୀ ନାଗରିକ ବି ସାମିଲ ଥିବା…
Read More...