Bignews ଲକ୍ ଡାଉନ୍ ରେ ସାମିଲ ହେଲା ଆଉ ୯ ଜିଲ୍ଲା OPA Mar 23, 2020 0 ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟସରକାର ପ୍ରତ୍ୟେକ ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ପୂର୍ବରୁ ୫ଟି ଜିଲ୍ଲା ଓ ୮ଟି ସହର ଉପରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ ଆଜି ରାଜ୍ୟ ସରକାର ଲକ୍… Read More...
Bignews ହୋମ କ୍ୱାରାଂଟାଇନ୍ ଥିବା ଲୋକଙ୍କ ଘର ଆଗରେ ଲାଗିବ ଷ୍ଟିକର OPA Mar 23, 2020 0 ଭୁବନେଶ୍ୱର: ହୋମ କ୍ୱାରାଂଟାଇନ୍ ଅର୍ଥାତ୍ ଘରେ ସଙ୍ଗରୋଧ ଥିବା ଲୋକଙ୍କ ଘର ଆଗରେ ଜିଲ୍ଲା ପ୍ରଶାସନ ତରଫରୁ ଲାଗିବ ଷ୍ଟିକର । ଏହି ଷ୍ଟିକର ହୋମ କ୍ୱାରାଂଟାଇନ୍ ର ଅବଧି, ଘର ଓ ପରିବାର ସମ୍ପର୍କିତ ସୂଚନା ଉଲ୍ଲେଖ ରହିବ । ଏହି… Read More...
National କୋରୋନା ସତର୍କତା: ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ OPA Mar 23, 2020 0 ନୂଆଦିଲ୍ଲୀ: ଲୋକସଭାରେ ଅର୍ଥ ବିଲ୍-୨୦୨୦ ପାରିତ ପରେ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ଓମ୍ ବିର୍ଲା ।ତେବେ ଆଜି ଗୃହରେ ଅର୍ଥ ବିଲ୍ ପାରିତ ହେବା ପରେ… Read More...
Odisha କୋରୋନା ଭୟ; ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡିବା ନେଇ ଅନିଶ୍ଚିତତା OPA Mar 23, 2020 0 ଭୁବନେଶ୍ୱର: ସବୁଆଡେ କୋରୋନା ଭୟ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜନଗହଳି ସ୍ଥାନ ଉପରେ ଲଗାଯାଇଛି ରୋକ । ତେବେ ଏହା ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଗଡିବା ନେଇ ଅନିଶ୍ଚିତତା ଦେଖା ଦେଇଛି ।… Read More...
Politics ଆଜି ସନ୍ଧ୍ୟାରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବରାଜ ସିଂ ଚୌହାନ OPA Mar 23, 2020 0 ଭୋପାଳ: ମଧ୍ୟପ୍ରଦେଶ ରାଜନୈତିକ ଡ୍ରାମାରେ ପଡିଛି ପୂର୍ଣ୍ଣଛେଦ । ଆଜି ସନ୍ଧ୍ୟାରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଭାବେ ଶପଥ ନେବେ ଶିବରାଜ ସିଂ ଚୌହାନ । ଏ ନେଇ ବିଶେଷ ଖବର ସୂତ୍ରରୁ ସୂଚନା ମିଳିଥିବା ଜଣାପଡିଛି ।… Read More...
Odisha ଲକ୍ ଡାଉନ୍ କଟକଣା ଭାଙ୍ଗିଲେ ୧୧ଜଣ ଚାଳକ; ଜରିମାନା ଦେଲେ ୬୭ ହଜାର ଟଙ୍କା OPA Mar 23, 2020 0 ଭଦ୍ରକ: ଲକ୍ ଡାଉନ୍ ହେବା ସତ୍ୱେ ନିୟମ ନ ମାନିବାରୁ ୧୧ଜଣ ମୋଟରସାଇକେଲ ଚାଳକଙ୍କ ଉପରେ ୬୭ ହଜାର ଟଙ୍କାର ଜରିମାନା କାଟିଛନ୍ତି ଭଦ୍ରକ ଆରଟିଓ । କୌଣସି ଜରୁରୀ କାମ ନଥିବାବେଳେ ଏହି ବାଇକ ଚାଳକମାନେ ରାସ୍ତାରେ ଯାଉଥିବାରୁ… Read More...
Odisha ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୬ ଗୁରୁତର OPA Mar 23, 2020 0 ଜଳେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ ମେଦିନପୁର ଜିଲ୍ଲାର ଦାନ୍ତୁନ… Read More...
Odisha ଘରୋଇ ଗାଡି ଚଳାଇବାକୁ ହେଲେ ଥାନାରୁ ଆଣିବାକୁ ପଡିବ ପାସ୍ OPA Mar 23, 2020 0 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘରୋଈ ଗାଡି ଚଳାଇବାକୁ ହେଲେ ଏଥର ଥାନାରୁ ଆଣିବାକୁ ପଡିବ ପାସ୍ । ଯେଉଁମାନେ ଗାଡି ବ୍ୟବହାର କରିବାକୁ ଚାହାନ୍ତି ସେମାନେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ପାସ୍ ସଂଗ୍ରହ କରିବେ ବୋଲି… Read More...
National ଲକ ଡାଉନକୁ ଗମ୍ଭୀରତା ସହ ନେବାକୁ ମୋଦିଙ୍କ ଅନୁରୋଧ OPA Mar 23, 2020 0 ନୂଆଦିଲ୍ଲୀ: କୋରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଟ୍ୱିଟ। ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ପୁଣି ଥରେ ଦେଶବାସୀଙ୍କୁ ଆହ୍ୱାନ କରି ପିଏମ କହିଛନ୍ତି, ରାଜ୍ୟ… Read More...
National କୋରୋନା ମୁକାବିଲା ପାଇଁ ଲକଡାଉନ୍ ନୁହେଁ ଯଥେଷ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ OPA Mar 23, 2020 0 ନୂଆଦିଲ୍ଲୀ: କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ ଲକ୍ଡାଉନ୍ କରୁଛନ୍ତି। ତେବେ ଲକ୍ଡାଉନ୍ ହେଲେ କୋରୋନା ସଂକ୍ରମଣ କମିବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାଇକ୍ ରିୟାନ ଅନ୍ତର୍ଜାତୀୟ ଗଣମାଧ୍ୟମ… Read More...