ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା ୭ରେ ପହଂଚିଲା

ନୂଆଦିଲ୍ଲୀ: ଗୁଜୁରାଟରେ ପ୍ରଥମ କୋରୋନା ପୀଡିତଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସହ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସେହିପରି ରବିବାର ଅପରାହ୍ନ ସୁଦ୍ଧା ଦେଶରେ ମୋଟ କୋରୋନା ପଜିଟିଭଙ୍କ…
Read More...

କୋରୋନା ଭୟ: ସୋମବାରଠୁ ଗଡିବନି ରାଜ୍ୟର କୌଣସି ଆନ୍ତଃରାଜ୍ୟ ବସ

ଭୁବନେଶ୍ୱର: କୋରୋନା ପାଇଁ କଟକଣା । ଟ୍ରେନ ପରେ ଏଣିକି ବସ ଉପରେ ବି କଟକଣା ଲାଗୁ କରିଦିଆଯାଇଛି । ଓଡିଶାରୁ କୌଣସି ବସ ବାହାର ରାଜ୍ୟକୁ ଯିବ ନାହିଁ କି ବାହାର ରାଜ୍ୟରୁ କୌଣସି ବସ ଓଡିଶାକୁ ଆସିବ ନାହିଁ । ସୋମବାର ଦିନ…
Read More...

ଅପରାହ୍ନ ୫ଟା ଶୁଭିଲା ଘଂଟ, ଥାଳି, ତାଳିର ଧ୍ୱନି; ମୁଖ୍ୟମନ୍ତ୍ରୀ ବି ହେଲେ ସାମିଲ

ଭୁବନେଶ୍ୱର: କୋରୋନା ବିପକ୍ଷରେ ଲଢ଼ୁଥିବା ହିରୋଙ୍କୁ ଅଭିବାଦନ ଜଣାଇବା ପାଇଁ ଆଜି ଅପରାହ୍ନ ୫ଟା ଭିନ୍ନ ଭିନ୍ନ ଉପାୟରେ ସମସ୍ତେ ଏଥିରେ ସାମିଲ ହୋଇଥିଲେ । ଘଂଟ, ଘଂଟି, ତାଳି, ଶଙ୍ଖ ଓ ଥାଳି ଇତ୍ୟାଦି ବଜାଇ ପୂରା ଦେଶ ସମର୍ଥନ…
Read More...

ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କୋଭିଡ-୧୯ର ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ୍ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଆଜି ସକାଳୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନତା କର୍ଫ୍ୟୁ ପାଳନ ଲାଗି…
Read More...

କୋରୋନା ଭୟ: ୩୧ ଯାଏଁ ଚାଲିବନି କୌଣସି ଟ୍ରେନ

ଭୁବନେଶ୍ୱର: କୋରୋନାକୁ ନେଇ ଚିନ୍ତିତ ରହିଛି ସାରା ଦେଶ । ଭାଇରସର ମୁକାବିଲା ପାଇଁ ସମସ୍ତ ପ୍ରକାରର ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି । ସଂକ୍ରମଣ ରୋକିବା ପାଇଁ ରେଳ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଆସନ୍ତା…
Read More...

କୋରୋନା ମୁକାବିଲା ପାଇଁ ବିଏମସିକୁ ମିଳିବ ୧ କୋଟି

ଭୁବନେଶ୍ୱର: ମହାମାରୀ କୋରୋନା ମୁକାବିଲା ନେଇ ବିଏମସିକୁ ମିଳିବ ଏକ କୋଟି ଟଙ୍କା। ରାଜ୍ୟର ସମସ୍ତ ପୌରାଂଚଳ ଗୁଡିକରେ କୋରୋନା ମୁକାବିଲା ସହ ସ୍ୱଚ୍ଛତା ଓ ପରିମଳ ନେଇ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସହାୟତା…
Read More...

ସୁକମା ନକ୍ସଲ ଆକ୍ରମଣ ଘଟଣା: ୧୭ ଯବାନ ଶହୀଦ

ରାୟପୁର: ଛତିଶଗଡ ସୁକମାରେ ହୋଇଥିବା ମାଓବାଦୀ ଆକ୍ରମଣ ଘଟଣାରେ ୧୭ ଜଣ ଯବାନ ଶହୀଦ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ୧୪ ଜଣ ଯବାନ ଏବେ ବି ଗୁରୁତର ଅଛନ୍ତି । ଶନିବାର ମାଓ ପ୍ରବଣ ସୁକମାରେ ନକ୍ସଲ ଓ…
Read More...

ପୌରାଂଚଳରେ କରୋନା ମୁକାବିଲା ୨୧ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ପୌରାଂଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ସହରାଂଚଳ ଉନ୍ନୟନ ସଂସ୍ଥା ( ସୁଡା )କୁ ଅବଗତ କରି ତୁରନ୍ତ ଟଙ୍କା…
Read More...

ଭାରତରେ କୋରୋନା ଭାଇରସ୍‌: ସଂକ୍ରମଣ ସଂଖ୍ୟା ୩୨୪, ମୃତ୍ୟୁ ସଂଖ୍ୟା ୬

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କୋରୋନା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିବାବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ବିସ୍ତାର ହେବାରେ ଲାଗିଛି । ତେବେ ଏହି ଭାଇରସ୍ ରେ ଏଯାବତ୍ ଭାରତରେ ୩୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ…
Read More...

ସ୍ୟାଣ୍ଡ ଆର୍ଟ ଆନିମେଶନରେ ଜନତା କର୍ଫ୍ୟୁ

ପୁରୀ: ସ୍ୟାଣ୍ଡରେ ଜନତା କର୍ଫ୍ୟୁର ଅଦ୍ଭୁଦ କଳାକୃତି । ପ୍ରଧାନମନ୍ତ୍ରୀ ଆହ୍ୱାନ କ୍ରମେ ଦେଶବାସୀ ପାଳନ କରାଯାଉଥିବା କର୍ଫ୍ୟୁକୁ ବେଶ ଚମତ୍କାର ରୂପେ ନିଜ ସ୍ୟାଣ୍ଡ ଆର୍ଟ ଆନିମେଶନରେ ବଖାଣିଛନ୍ତି ବାଲୁକାଶିଳ୍ପୀ ମାନସ…
Read More...