Odisha ଚୌଦ୍ୱାର ଅଂଚଳରେ ୩ କୋରୋନା ସନ୍ଦିଗ୍ଧ OPA Mar 18, 2020 0 କଟକ: ଚୌଦ୍ୱାର ଅଂଚଳରେ କୋରୋନା ସନ୍ଦେହରେ ୩ ଜଣଙ୍କୁ ହୋମ ଆଇସଲୋସେନରେ ରଖାଯାଇଛି । ତେବେ ଏହି ତିନି ଜଣ ସ୍ପେନରୁ କିଛିଦିନ ପୂର୍ବରୁ ଫେରିଥିବା ଜଣାପଡିଛି ।ଯାହାର ଖବର ପାଇ କମିଶନରେଟ ପୋଲିସ ସେମାନଙ୍କୁ ଯୋଗାଯୋଗ… Read More...
Odisha ମାସ୍କ ପିନ୍ଧି ଖାତା ଦେଖିବେ ଶିକ୍ଷକ OPA Mar 18, 2020 0 ଭୁବନେଶ୍ୱର: ଆରମ୍ଭ ହୋଇଛି ଚଳିତବର୍ଷର ମାଟ୍ରିକ ଖାତା ଦେଖା । ଏନେଇ ରାଜ୍ୟର ୬୭ଟି ମୂଲ୍ୟାୟନ କେନ୍ଦ୍ରରେ ବ୍ୟବସ୍ଥା ହୋଇଛି । ୫ ଲକ୍ଷ ୬୦ ହଜାରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଖାତା ଦେଖିବା ପାଇଁ ୧୬ ହଜାର ଶିକ୍ଷକ ନିୟୋଜିତ… Read More...
National ଭାରତରେ ୧୪୭କୁ ବୃଦ୍ଧି ପାଇଲା କୋରୋନା ସଂକ୍ରମଣଙ୍କ ଆକ୍ରାନ୍ତଙ୍କ ସଂଖ୍ୟା OPA Mar 18, 2020 0 ନୂଆଦିଲ୍ଲୀ: ବୁଧବାର ସକାଳ ୦୯: ୦୦ ସୁଦ୍ଧା ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଂଚିଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି… Read More...
National ଆଇସୋଲେସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ OPA Mar 18, 2020 0 ନୂଆଦିଲ୍ଲୀ: ସାଉଦିଆରବରୁ ଫେରିବା ପରେ ସ୍ୱଇଚ୍ଛାରେ ଆଇସୋଲେସନରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ରକ୍ତ ନମୂନା ରିପୋର୍ଟ ନେଗେଟିଭ୍ ଆସିଥଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସେ ୧୪ ଦିନ ପର୍ଯ୍ୟନ୍ତ… Read More...
Odisha କୋରୋନା ପ୍ରଭାବ, ବିଦେଶ ଫେରନ୍ତା ଆଇଟି କର୍ମଚାରୀଙ୍କୁ ଅଫିସ ମନା OPA Mar 18, 2020 0 ଭୁବନେଶ୍ୱର : ଆଇଟି କ୍ଷେତ୍ରରେ କୋରୋନା ପ୍ରଭାବ। ଭୁବନେଶ୍ୱରରେ ଲାଗୁ ହେଲା ନୂଆ ନିୟମ। ଏଣିକି ବିଦେଶରୁ ଆଇଟି ଇଞ୍ଜିନିୟର ଫେରିଲେ ଆସିପାରିବେନି ଅଫିସ୍। କାରଣ କୋରୋନା ଆକ୍ରାନ୍ତ ଆଶଙ୍କାରେ ସେମାନଙ୍କୁ କରାଯାଇଛି ବାରଣ।… Read More...
Odisha ନନ୍ଦନକାନନରେ ଆଖି ବୁଜିଲା କଲରାପତରିଆ ବାଘ ସୁରଜ OPA Mar 18, 2020 0 ଭୁବନେଶ୍ୱର: ନନ୍ଦନକାନନରେ ୧୬ ବର୍ଷୀୟ କଲରାପତରିଆ ବାଘ ସୁରଜର ମୃତ୍ୟୁ ଘଟିଛି । ମଙ୍ଗଳବାର ରାତି ୧୧ଟାରେ ତାର ମୃତ୍ୟୁ ଘଟିଥିବା ନନ୍ଦନକାନନ ପକ୍ଷରୁ କୁହାଯାଇଛି । ସୁରଜ ପାଖାପାଖି ଦେଢମାସ ହେବ ବ୍ଲଡ୍ ପ୍ରୋଟଜନ୍ ରୋଗରେ… Read More...
Bignews ବିଦେଶ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ୨୪ ଘଂଟା ମଧ୍ୟରେ ଜଣାଅ ସବିଶେଷ ତଥ୍ୟ OPA Mar 18, 2020 0 ଭୁବନେଶ୍ୱର: କୋରୋନାର ମୁକାବିଲା ପାଇଁ ବିଦେଶରୁ ଫେରିଥିବା ଯାତ୍ରୀଙ୍କୁ କିଛି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସଚେତନତା ବାର୍ତା ଦେଇଛନ୍ତି ।I… Read More...
Politics ରାଜ୍ୟସଭା ନିର୍ବାଚନ; ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ଦେବେ ରିଟର୍ଣ୍ଣିଂ ଅଫିସର OPA Mar 18, 2020 0 ଭୁବନେଶ୍ୱର: ଆଜି ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ଯେଉଁ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହିଁବେ ପ୍ରତ୍ୟାହାର କରିପାରିବେ। ଏହା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ।ଯେହେତୁ… Read More...
Odisha କୋରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି OPA Mar 18, 2020 0 କଟକ: ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି । କୋରୋନା ଭୂତାଣୁ ପାଇଁ ଏଭଳି ନିଷ୍ପତି ନେଇଛି ହାଇକୋର୍ଟ ବାର ଆସୋସିଏସନ । କରୋନା ସତର୍କତା ପାଇଁ ମଙ୍ଗଳବାର ହାଇକୋର୍ଟ ବାର ପରିସରରେ… Read More...
Odisha ଦିନକୁ ୫ ଥର ମୋବାଇଲ ସଫା କରିବାକୁ ପରାମର୍ଶ OPA Mar 17, 2020 0 ଭୁବନେଶ୍ୱର: ୧୬୨ ଦେଶରେ ପହଂଚି ସାରିଛି ମହାମାରୀ କୋରୋନା ଭାଇରସ । ସାରା ବିଶ୍ବରେ ୧,୮୩,୧୧୬ ଜଣ ଆକ୍ରାନ୍ତ ହୋଇସାରିଛନ୍ତି । ଭାରତରେ ମଧ୍ୟ ଏହି ଆକ୍ରନ୍ତଙ୍କ ସଂଖ୍ୟା ୧୨୬ରେ ପହଂଚିଛି । ଏଥିପାଇଁ ସତର୍କ ରହିବାକୁ ପଡିବ ।… Read More...