ଭାରତରେ ଆଉ ଜଣେ କୋରୋନା ରୋଗୀଙ୍କ ଗଲା ଜୀବନ; ମୃତ୍ୟୁ ସଂଖ୍ୟା ୩ରେ ପହଂଚିଲା

ମୁମ୍ବାଇ: ଭାରତରେ ୩ୟ କୋରୋନା ରୋଗୀଙ୍କର ଜୀବନଗଲା । ମହାରାଷ୍ଟ୍ରର ଜଣେ ୬୪ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହା ପୂର୍ବରୁ ୧୩ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ…
Read More...

ରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ୧୭ ନଭେମ୍ବର ୨୦୧୯ ରେ ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ପଦରୁ ଅବସର ନେଇଥିଲେ।…
Read More...

ୟାସିନ ମଲିକ ବିରୋଧରେ ମାମଲା

ଶ୍ରୀନଗର: ୪ ଆଇଏଏଫ ଅଧିକାରୀଙ୍କୁ ହତ୍ୟା ମାମଲାରେ ଦୀର୍ଘ ୩୦ ବର୍ଷ ପରେ ଜେକେଏଲଏଫର ପ୍ରତିଷ୍ଠାତା ୟାସିନ ମଲିକ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ…
Read More...

ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଖୁବଶୀଘ୍ର ଫ୍ଲୋରଟେଷ୍ଟ(ବହୁମତ ପରୀକ୍ଷା) କରିବାକୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକା ଉପରେ ଆଜି ଶୁଣାଣି ହୋଇପାରେ । ମଧ୍ୟପ୍ରଦେଶ ବିଧାନସଭାରେ ଖୁବଶୀଘ୍ର ସରକାର ବହୁମତ ପରୀକ୍ଷା…
Read More...

ମାର୍ଚ୍ଚ ୧୯ ରୁ ମାଟ୍ରିକ୍ ଖାତା ଦେଖା

ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନବେଳେ କୋରୋନା ନେଇ ସତର୍କତା ଅବଲମ୍ବନ କରାଯାଇଛି । ଏଥର ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସବୁ ଡିଇଓ, ବିଇଓ ଓ ଚିଫ୍ ଏକ଼ଜାମିନରଙ୍କୁ ଭିଡିଓ…
Read More...

କୋରୋନା ଭୟ; ଏପ୍ରିଲ ୧୫ ପର୍ଯ୍ୟନ୍ତ ଯାଏଁ କଟକଣା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋରୋନା  ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଠାରୁ…
Read More...

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: କୋରୋନାକୁ ନେଇ ଭାରତୀୟ ସୁନା ବଜାରରେ ସୁନା ୧୦ ଗ୍ରାମ ପିଛା ୨୦୦୦ଟଙ୍କା ହ୍ରାସ ପାଇଥିବାବେଳେ ରୂପା କିଲୋଗ୍ରାମରେ ୬୦୦୦ରୁ ଅଧିକ ହ୍ରାସ ପାଇଛି ।ବର୍ତମାନ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୪୦,୦୦୦ ଟଙ୍କାକୁ…
Read More...

୨ଦିନ ପରେ ଫାଶୀ ପାଇବେ ନିର୍ଭୟା ଦୋଷୀ; ଆଜି ତିହାର ଜେଲରେ ପହଂଚିବେ ପବନ ଜିହ୍ଲାଦ

ନୂଆଦିଲ୍ଲୀ: ୨ଦିନ ପରେ ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖରେ ସକାଳ ସାଢ଼େ ୫ଟାରେ ଫାଶୀ ପାଇବେ ନିର୍ଭୟା ୪ ଦୋଷୀ । ଏହି ଫାଶୀ ଦିଆଯିବା ପୂର୍ବରୁ ଆଜି ପବନ ଜହ୍ଲାଦ ତିହାର ଜେଲରେ ପହଂଚିବେ ବୋଲି ଜଣାଯାଇଛି । ଏହା ପୂର୍ବରୁ ମଧ୍ୟ…
Read More...

ପୁରୀ ବେଳାଭୂମିରେ ୧୪୪ ଧାରା

ପୁରୀ: ପୁରୀ ବେଳାଭୂମିରେ ଲାଗୁ ହେଲା ୧୪୪ ଧାରା । ଆଜି ବିଳମ୍ବିତ ରାତିରେ ଏହି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଏହି ଦୃଷ୍ଟିରୁ ଆଜି ରାତିରୁ ଏହି ଅଂଚଳରେ ପର୍ଯ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲିରେ କଟକଣା ଲଗାଯାଇଛି।…
Read More...

କୋରୋନା ପାଇଁ ବିପର୍ଯ୍ୟୟ ପାଣ୍ଠିରୁ ୨୨୫କୋଟି ମଞ୍ଜୁରୀ

ଭୁବନେଶ୍ୱର: କୋରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୨୫କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...