Odisha ନଦୀରେ ବୁଡି ଦୁଇ ନାବାଳିକା ମୃତ OPA Mar 11, 2020 0 ନବରଙ୍ଗପୁର: ନଦୀକୁ ଯାଇଥିବା ବେଳେ ଗୋଡ ଖସିଯାଇ ଦୁଇ ନାବାଳିକା ମୃତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରୁନିଗୁଡା ଗାଁର ଘଟଣା । ତେବେ ନଦୀକୁ ଗଧୋଇବାକୁ ଯାଇଥିବାବେଳେ ଗୋଡଖସିଯାଇ ମୃତ୍ୟୁ ବରଣ କରୁଥିବା ସନ୍ଦେହ… Read More...
Bignews ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ ପତ୍ର OPA Mar 11, 2020 0 ଭୁବନେଶ୍ୱର: ଆଜି ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେମାନେ ନାମାଙ୍କନପତ୍ର ଦାଖଲ… Read More...
Odisha ଆଜିଠୁ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ OPA Mar 11, 2020 0 ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଠାରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ରାଜ୍ୟସଭା ନିର୍ବାଚନ ସହ… Read More...
Entertainment ଏଥର ସ୍କ୍ରିନରେ ଭୂମି-ରାଜକୁମାରଙ୍କ ଯୋଡି OPA Mar 10, 2020 0 ମୁମ୍ବାଇ: ନ୍ୟାସନାଲ ଆୱାର୍ଡ ଜିତିସାରିଥିବା ଆୟୁଷ୍ମାନ ଖୁରାନାଙ୍କ ବ୍ଲକବଷ୍ଟର ଫିଲ୍ମ ‘ବଧାଇ ହୋ’ପରେ ଏବେ ଜଙ୍ଗଲୀ ପିକ୍ଚର୍ସ ଖୁବଶୀଘ୍ର ନେଇକି ଫେରିବ ଏହି ସିରିଜର ଦ୍ବିତୀୟ ପାର୍ଟ। ଯାହାର ଟାଇଟଲ ରଖାଯାଇଛି ‘ବଧାଇ ଦୋ’ ।… Read More...
Odisha ହୋଲିରେ ଅଘଟଣ, ନଦୀରେ ବୁଡି ୩ ମୃତ OPA Mar 10, 2020 0 କଟକ: ହୋଲିରେ ଅଘଟଣ। କଟକର ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ନଦୀରେ ବୁଡି ୩ ମୃତ । ୪୨ ମୌଜାସ୍ଥିତ କାଠଯୋଡି ନଦୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ନରାଜସ୍ଥିତ ମହାନଦୀରେ ବୁଡି ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ… Read More...
Odisha ଇମାମୀ ପେପର ମିଲ୍ ଷ୍ଟକରୁମରେ ଅଗ୍ନିକାଣ୍ଡ OPA Mar 10, 2020 0 ବାଲେଶ୍ଵର: ଜିଲ୍ଲା ରେମୁଣା ଠାରେ ଥିବା ଇମାମୀ ପେପର ମିଲର ଷ୍ଟକରୁମରେ ଅଗ୍ନିକାଣ୍ଡ । ଏହି ପେପର ମିଲ୍ର ପଶ୍ଚିମପଟର ଷ୍ଟକରୁମରେ ଲାଗିଛି ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟରୁ ନିଆଁ ଲାଗିଥିବା… Read More...
National ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ଛୁଇଁଲା OPA Mar 10, 2020 0 ନୂଆଦିଲ୍ଲୀ: ବିଶ୍ୱବ୍ୟାପି କୋରୋନା ଭାଇରସର ଭୟ ଲାଗି ରହିଥିବାବେଳେ ବର୍ତମାନ ସୁଦ୍ଧା ଭାରତରେ ରୋଗୀ ସଂଖ୍ୟା ୫୬ରେ ପହଂଚିଛି ।କୋରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ… Read More...
Odisha ଭୋଜିରୁ ଘରକୁ ଫେରିଲାବେଳେ ଗଛରେ ପିଟି ହୋଇ ୩ସାଙ୍ଗଙ୍କ ମୃତ୍ୟୁ OPA Mar 10, 2020 0 ଢ଼େଙ୍କାନାଳ: ହୋଲି ଖେଳସାରି ଭୋଜି କରି ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଗଛରେ ପିଟି ହୋଇ ୩ ଜଣ ସାଙ୍ଗ ପ୍ରାଣ ହରାଇଛନ୍ତି । ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲାର କାଇମାଟି ଛକରେ । ମୃତକମାନେ ହେଲେ ଟାଉନଥାନା… Read More...
National ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ OPA Mar 10, 2020 0 ନୂଆଦିଲ୍ଲୀ: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଟ୍ବିଟ କରି ଦେଲେ ଶୁଭେଚ୍ଛା । ଭାରତ ଏବଂ ଭାରତୀୟମାନଙ୍କ ଶାନ୍ତି ଓ ସମୃଦ୍ଧି କାମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… Read More...
Odisha ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହୋଲି ଶୁଭେଚ୍ଛା OPA Mar 10, 2020 0 ଭୁବନେଶ୍ବର: ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଟ୍ବିଟ କରି ସୁରକ୍ଷିତ ହୋଲି ପାଳିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟ୍ବିଟର… Read More...