କେରଳରେ ୧୨ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଥିରୁଅନନ୍ତପୁରମ: ସାରା ବିଶ୍ବରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଭାରତରେ ମଧ୍ୟ ଏହି ଭାଇରସ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । କେରଳରେ ପୁଣି ୬ କୋରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ

ନୂଆଦିଲ୍ଲୀ: ପରିଶେଷରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି…
Read More...

ବାଦାମବାଡିରେ ୫ଟି ସଚିବ ପାଣ୍ଡିଆନ୍

କଟକ: ଆଜି ଭୋର ୪ଟାରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ବାଦାମବାଡିରେ ପହଂଚିଥିଲେ । ଏହାପରେ ସେ ସେଠାକାର ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ଏହାବ୍ୟତୀ ରାଜ୍ୟରେ ଥିବା ବଡ ବଡ ବସଷ୍ଟାଣ୍ଡରେ ରହିଥିବା ସମସ୍ୟା ସମ୍ପର୍କରେ…
Read More...

ମଧ୍ୟପ୍ରଦେଶ ରାଜନୀତି: ମୋଦୀଙ୍କୁ ଭେଟିଲେ ସିନ୍ଧିଆ

ଭୋପାଳ: ମଧ୍ୟପ୍ରଦେଶର ରାଜନୈତିକ ଟଣା ଓଟରା ମଧ୍ୟରେ ସମ୍ପୂର୍ଣ୍ଣ ବାଜିକୁ ନିଜ ପଟକୁ କରିନେଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ ଉପରେ ନାରାଜ ଥିବା ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍…
Read More...

ଆଜି ରଙ୍ଗର ପର୍ବ ହୋଲି

ଭୁବନେଶ୍ୱର: ଆଜିର ରଙ୍ଗର ପର୍ବ ହୋଲି । ଏହି ପର୍ବକୁ ନେଇ ଯୁବପିଢ଼ି ବେଶ୍ ଉତ୍ସାହିତ ଅଛନ୍ତି । ଆଜି ଅପରାହ୍ନ ଯାଏଁ ହୋଲି ଖେଳ ଜାରି ରହିବ। କିନ୍ତୁ ହୋଲି ଖେଳ ସମୟରେ ଯେଭଳି କୌଣସି ଅଘଟଣ ନଘଟେ ସେଥିପାଇଁ ସମସ୍ତେ ସତର୍କ…
Read More...

ଭାରତରେ ବ୍ୟାପୁଛି କୋରୋନା ଭାଇରସ: ଆକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଂଚିଲା

ନୂଆଦିଲ୍ଲୀ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି । ଯେଉଁଥିରୁ ବାଦ୍ ପଡିନି ଭାରତ । ତେବେ ଆଜି ସୁଦ୍ଧା କୋରୋନା ଭାଇରସର ଶିକାର ହେଲେଣି ୪୩ଜଣ ।ଭାରତରେ କୋରୋନା ସଂକ୍ରମଣ ନେଇ…
Read More...

ତାମିଲନାଡୁରେ ମୃତ ଶ୍ରୀ ଦେବେନ୍ଦ୍ର ଭୁକ୍ତାଙ୍କ ମରଶରୀରକୁ ଓଡ଼ିଶା ଆଣିବାରେ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଦଳବଦା ଗ୍ରାମର ଶ୍ରୀ ଦେବେନ୍ଦ୍ର ଭୁକ୍ତାଙ୍କର ତାମିଲନାଡୁ ସ୍ଥିତ ମାଲଗୁଡିଠାରେ ହୃଦଘାତରେ ମାର୍ଚ୍ଚ ୭ ତାରିଖରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ବିଷୟରେ ମାନ୍ୟବର ବାଣିଜ୍ୟ ଓ…
Read More...

ପରଲୋକରେ ବିଜୁ ପଟ୍ଟନାୟକଙ୍କ ସାରଥି ପ୍ରହଲ୍ଲାଦ ବେହେରା

ବୌଦ୍ଧ: ହରଭଙ୍ଗା ଅଂଚଳର ଅନ୍ୟତମ ସମାଜସେବୀ ତଥା ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ସୋମବାର ଦେହାନ୍ତ ହୋଇଛି । ୮୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅସୁସ୍ଥ ହୋଇ ରବିବାର ଠାରୁ ବୁର୍ଲା ମେଡିକାଲରେ ସେ…
Read More...

ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ: ବିଜେଡି

ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପି ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ । ୟେସ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିର ଅର୍ଥ ଜମା…
Read More...

ବିଶ୍ବ ମହିଳାଦିବସରେ ଚମ୍ପିୟାନସ ଅଫ ଚେଞ୍ଜ ଆଲୋଚନା ଚକ୍ର

ଭୁବନେଶ୍ୱର  : ବିଶ୍ବ ମହିଳାଦିବସ ପ୍ରରିପ୍ରେକ୍ଷୀରେ ସ୍ଥାନୀୟ ଇଡକଲ ଅଡିଟୋରିୟମରେ 'ଚମ୍ପିୟାନସ ଅଫ ଚେଞ୍ଜ ' ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। 'ସ୍ବର ' ର ଆବାହକ ଚନ୍ଦନା ଦାସ କାର୍ଯକ୍ରମ ସଂଯୋଜନା କରିଥିବା ବେଳେ…
Read More...