ସ୍କର୍ପିଓ ସହ ଟ୍ରକ ଧକ୍କା:୧୨ମୃତ, ୪ ଗୁରୁତର

ମୁଜାଫରପୁର : ବିହାର ମୁଜାଫରପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କର୍ପିଓ ସହ ଟ୍ରକ ଧକ୍କାରେ ୧୨ ମୃତ, ୪ ଗୁରୁତର । ଦୁର୍ଘଟଣାଟି ଜାତୀୟ ରାଜପଥ ୨୮ କାଂଟି ପୋଲିସ ଷ୍ଟେସନରେ ଘଟିଛି ।ସେପଟେ, ଗୁରୁତରଙ୍କୁ…
Read More...

କାବୁଲରେ ଆତଙ୍କବାଦୀ ଆକ୍ରମଣ: ୩୨ମୃତ, ୬୧ ଗୁରୁତର

କାବୁଲ: ଆଫଗାନିସ୍ଥାନର ରାଜଧାନୀ କାବୁଲରେ ଆତଙ୍କବାଦୀ ଆକ୍ରମଣ । ଏକ କାର୍ଯ୍ୟକ୍ରମରେ ଆତତାୟୀଙ୍କ ଗୁଳିମାଡରେ ୩୨ ମୃତ, ୬୧ ଗୁରୁତର । ଆକ୍ରମଣରେ ୨ ପୋଲିସକର୍ମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ, ଆକ୍ରମଣ…
Read More...

କମିଲା ବସ୍ ଭଡା

ଭୁବନେଶ୍ୱର: କମିଲା ବସ୍ ଭଡା । ଘରୋଇ ବସ୍ ମାଲିକମାନେ ଯାତ୍ରୀ ବସ୍ କିଲୋମିଟର ପିଛା ୧ ରୁ ୨ପଇସା ହ୍ରାସ କରିଛନ୍ତି ।  ଅର୍ଡିନାରୀ ବସ୍‌ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ ଦର ହିସାବରେ…
Read More...

ଓଡ଼ିଶା-ମୋ ପରିବାରର ସହଯୋଗ: ବେଙ୍ଗାଲୁରୁରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ଉଦ୍ୟମରେ ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛି ।ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଏକ ଏଲ.ଇ.ଡି…
Read More...

ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ମାଇକ୍ରୋସେଭ୍‌, ଗେଟ୍ସ୍…
Read More...

ସମ୍‌ରେ ଓଡ଼ିଶାର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ

ଭୁବନେଶ୍ୱର : ଓଡ଼ିଶାର ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରିବାରେ ସକ୍ଷମ ହୋଇଛି ସମ୍ ହସ୍ପିଟାଲ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…
Read More...

କୋରୋନା ଆତଙ୍କ: ଦେଶରେ ୩୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନ ପରେ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କୋରୋନା(COVID19) । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୩୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଦିଲ୍ଲୀରେ ଆଉ ଜଣେ କୋରୋନା ଆକ୍ରାନ୍ତ…
Read More...

ଆଜି ନୟାଗଡରେ ୧୨ଘଂଟିଆ ବନ୍ଦ ପାଳନ

ନୟାଗଡ: ଆଜି ନୟାଗଡରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ୨୦୧୪ ମସିହାରୁ ନୟାଗଡ ପାଣିପୋଇଲାଠାରେ ବନ୍ଦ ହୋଇପଡିଥିବା ନୟାଗଡ ଚିନିକଳକୁ କାର୍ଯ୍ୟକ୍ଷମ କରାଇବା, ଆଖୁ ଚାଷୀ , ଚିନିକଳର ଶ୍ରମିକ ଓ କର୍ମଚାରୀମାନଙ୍କ ବକେୟା…
Read More...