୮୦ ପ୍ରତିଶତ ଖସିଲା ୟେସ ବ୍ୟାଙ୍କ ସେୟାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ କବଜାରେ ୟେସ ବ୍ୟାଙ୍କ । ଟଙ୍କା ଉଠାଣରେ ପ୍ରତିବନ୍ଧକ ଲାଗିବା ସହ ଭାଙ୍ଗିଲା ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳ । ଏହାର ପ୍ରଭାବରେ ଧରାଶାୟୀ ୟେସ ବ୍ୟାଙ୍କ ସେୟାର ସୂଚକାଙ୍କ । ଟେନସନରେ…
Read More...

ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ମିଳିଲା ପତା

କଟକ: ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ପତା ମିଳିଛି । ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି ।ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା…
Read More...

ବିଜୁ ବାବୁଙ୍କ ପୁସ୍ତକ ଉପରେ ‘ଡେୟାର ଡେଭିଲ ଡେମୋକ୍ରାଟ ‘ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜୁ ବାବୁଙ୍କ ଜୀବନୀ ଉପରେ ଲିଖିତ 'ଡେୟାର ଡେଭିଲ ଡେମୋକ୍ରାଟ ' ନାମକ ଏକ ପୁସ୍ତକର ଉନ୍ମୋଚନ କରାଯାଇଛି । କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେପି ନେତା କନକ…
Read More...

ଏସ୍‌ସିବିରୁ କୋରୋନା ସନ୍ଦିଗ୍ଧ ଚମ୍ପଟ୍‌

କଟକ: ଏସ୍‌ସିବିରୁ ଚମ୍ପଟ ମାରିଲେ କୋରୋନା ସନ୍ଦିଗ୍ଧ । ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରୁ ଚମ୍ପଟ ମାରିଛନ୍ତି କୋରୋନା ସନ୍ଦିଗ୍ଧ । ରୋଗୀ ଜଣଙ୍କ ଆୟର୍ଲାଣ୍ଡର ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ,…
Read More...

ଏହି ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା

ମୁମ୍ବାଇ: ଆଜି ବି ଦର୍ଶକ ଓ ପ୍ରଶଂସକଙ୍କୁ ଲାଗୁଛି ଯେ ‘ବାହୁବଳୀ’ ଫେମ ଅନୁଷ୍କା ସେଟ୍ଟୀ ଓ ସୁପରଷ୍ଟାର ପ୍ରଭାସ ରିଲେସନସିପରେ ଅଛନ୍ତି। ଆଉ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ମଧ୍ୟ ହେବେ । ଫ୍ୟାନ୍ସ ଦୁଇଜଣଙ୍କ ବିବାହ…
Read More...

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆରଟିଓ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆଂଚଳିକ ପରିବହନ ଅଧିକାରୀ(ଆରଟିଓ) ଗଣେଶ୍ୱର କହଁର । ଗଣେଶ୍ୱରଙ୍କ ଭଡାଘର ଓ କାର୍ଯ୍ୟାଳୟ ସମେତ କେତେକ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ନେଇ ସୂଚନା ମିଳିଛି । ଆୟ ବର୍ହିଭୂତ…
Read More...

୨୭ରେ ବ୍ୟାଙ୍କ ଧର୍ମଘଟ

ଚେନ୍ନାଇ: ମେଗା ବ୍ୟାଙ୍କ ମିଶ୍ରଣକୁ ବିରୋଧ । ଆସନ୍ତା ୨୭ରେ ଆନ୍ଦୋଳନରେ ବସିବେ ୨ ପ୍ରମୁଖ ୟୁନିଅନ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ(ଏଆଇବିଓଏ) । ୟୁନିଅନର ଜଣେ ବରିଷ୍ଠ…
Read More...

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି;ଆଜିଠାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ୪ଟି ଆସନ ଖାଲି ପଡିଥିବା ନେଇ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ ।…
Read More...

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖନ୍ତୁ ରାଜ୍ୟ ସରକାର : ବିଜେପି

ଭୁବନେଶ୍ୱର: ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ବିଧାନ ବିରୋଧୀ ମନ୍ତବ୍ୟକୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋର୍ ନିନ୍ଦା କରିଛି ରାଜ୍ୟ ବିଜେପି ।…
Read More...

ତଥ୍ୟ ପ୍ରମାଣ ସହ କେନ୍ଦ୍ରୀୟ ପଂଚାୟତରାଜ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ବିଜେପି ସାଂସଦ ଓ ବିଧାୟକଙ୍କର ପ୍ରତିନିଧି ଦଳ

ନୂଆଦିଲ୍ଲୀ / ଭୁବନେଶ୍ୱର: ୨୦୨୨ ସୁଦ୍ଧା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଓ ସେହି ଅନୁଯାୟୀ ଅର୍ଥ ବ୍ୟୟବରାଦ…
Read More...