ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି

ନୂଆଦିଲ୍ଲୀ: ଉତର-ପୂର୍ବ ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ସଂଖ୍ୟା ବର୍ତମାନ ୪୮ରେ ପହଂଚିଛି । ୧୮ ବର୍ଷିୟ ଆକିବର ମୃତ୍ୟୁ ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଜିଟିବି ଡାକ୍ତରଖାନାରେ ଚିକିତ୍ସା…
Read More...

ଏଥର ହୋଲି ଖେଳିବେନି ମୋଦୀ

ହାଇଦ୍ରାବାଦ: ଭାରତରେ କୋରୋନା(covid-19) ଆତଙ୍କ । ହୋଲିରୁ ଦୂରେଇ ରହିଲେ ମୋଦି । ଏନେଇ ଟ୍ବିଟ କରି ନିଜେ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଶେଷଜ୍ଞଙ୍କ ଅନୁଯାୟୀ, ଭାଇରସକୁ ଏଡାଇବା ହେଲେ କୌଣସି ଜନସମାବେଶରେ…
Read More...

କୁଆପଥର ପଡି ଭାଙ୍ଗିଗଲା କାଚ; କୋଲକତା ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

କୋଲକତା:କୁଆପଥର ପଡି କାଚ ଭାଙ୍ଗିଯିବାରୁ କୋଲକତା ବିମାନ ବନ୍ଦରରେ ଅବତରଣ କଲା ଏୟାର ଏସିଆ ବିମାନ ।କୋଲ୍‌କାତାରୁ ବାଗଡୋଗ୍ରା ଅଭିମୁଖେ ସେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଝଡ଼ବତାସ ଯୋଗୁଁ ତାହା ଫେରିଆସି ପୁଣି…
Read More...

ପୁଣିଥରେ ପରଦାରେ “ଇଶ୍କଜାଦେ” ଯୋଡି

ମୁମ୍ବାଇ: ଖୁବଶୀଘ୍ର ପରଦାରେ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଓ ଚୁଲବୁଲି ଅଭିନେତ୍ରୀ ପରିଣୀତିଙ୍କ ରୋମାନ୍ସ କରୁଥିବାର ନଜର ଆସିବେ। ଦୁଇଜଣ ଆଗାମୀ ଫିଲ୍ମ ‘ସନ୍ଦୀପ ଔର ପିଙ୍କି’ରେ ଅଭିନୟ କରୁଥିବାର ଦେଖାଯିବେ। ଇତିମଧ୍ୟରେ…
Read More...

ଆଗ୍ରାର ୬ କୋରୋନା ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ

ଲକ୍ଷ୍ମୌ: ଆଗ୍ରାର ୬ କୋରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ । ରକ୍ତ ନମୁନାରେ ନେଗେଟିଭି ମିଳିବା ପରେ ମଧ୍ୟ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ କ୍ୱାରେଂଟାଇନ୍ ରେ ରଖାଯିବା । ଏହା ସହ ସେମାନଙ୍କର ପୁଣି…
Read More...

ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାର ଦ୍ବିତୀୟ ଦିନ । ଗତକାଲି କେବଳ ବିଜ୍ଞାନ ପିଲାଙ୍କର ଏମଆଇଏଲ(ଓଡିଆ) ପରୀକ୍ଷା ଥିବାବେଳେ ଆଜି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ଏମଆଇଏଲ(ଓଡିଆ) ରହିଛି ।ରାଜ୍ୟର ମୋଟ ସାଢେ ୩…
Read More...

ମଝି ଚିଲିକାରେ ଫସି ରହିଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦା ଘାଟରୁ ସାତପଡା ଅଭିମୁଖେ ଯାଉଥିବାବେଳେ ଅଧାରେ ଅଟକିଲା ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହିଁସା ନିକଟରେ ଡଙ୍ଗା ଅଟକି ରହିଥିବାବେଳେ, ଯାତ୍ରୀଙ୍କ…
Read More...

ଖିମଜୀ ଜୁଏଲର୍ସକୁ ଟାଇମ୍ସ ବିଜନେସ ପୁରସ୍କାର ୨୦୨୦ (ପୂର୍ବ)

ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ଜୁଏଲାରୀ ଚେନ୍‌ ଖିମଜୀ ଜୁଏଲର୍ସ ଟାଇମ୍ସ ବିଜନେସ ପୁରସ୍କାର ୨୦୨୦(ପୂର୍ବ) ହାସଲ କରିଛି । ସବୁଠାରୁ ଭରସାଯୋଗ୍ୟ ଜୁଏଲର୍ସ,ଶ୍ରେଷ୍ଠ ଜୁଏଲର୍ସ (ସୁନା ଓ ହୀରା), ଶ୍ରେଷ୍ଠ ଜୁଏଲର୍ସ (ରୁପା ଓ…
Read More...

ମହିଳାଙ୍କ ପାଇଁ ସମର୍ପିତ ମୋଦୀଙ୍କ ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଛାଡିବା ପ୍ରସଙ୍ଗ ଉପରୁ ପରଦା ଉଠାଇଲେ ପ୍ରଧାନମନ୍ତ୍ରୀ । ଟ୍ବିଟ କରି କହିଲେ, ମହିଳାଙ୍କ ପାଇଁ ସମର୍ପିତ ରହିବ ତାଙ୍କ ସୋସିଆଲ ମିଡିଆ । ଆସନ୍ତା ରବିବାର ମହିଳା ଦିବସ ଥିବାରୁ ପିଏମ ଏଭଳି…
Read More...