୭ଯାଏଁ ବର୍ଷା ; ୮ରୁ ତାତି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ପାଗର ପରିବର୍ତନ ଦେଖାଦେଇ ସ୍ୱଳ୍ପ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଯାହା ୭ ଯାଏଁ ରହିବ । ମାତ୍ର ୮ରୁ ରାଜ୍ୟରେ…
Read More...

ପାରାଦୀପରେ ୨ କୋରୋନା ସନ୍ଦିଗ୍ଧ; ଏସସିବିରେ ଭର୍ତି

ପାରାଦୀପ: ପାରାଦୀପରେ ୨ଜଣ କୋରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ସିଙ୍ଗାପୁରରୁ ପାରାଦୀପ ଅଭିମୁଖେ ଆସିଥିବା ଏକ ଜାହାଜର ଜଣେ କ୍ରିଉ ମେମ୍ବରକୁ କରୋନା ହୋଇଥିବା ସନ୍ଦେହ କରାଯାଉଛି। ଆଜି ପାରାଦୀପ ବନ୍ଦରରେ…
Read More...

କୋରୋନା ମୁକାବିଲା ପାଇଁ ଓଡିଶା ସଜାଗ: ସ୍ଵାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ (covid 19) ପାଇଁ ସଜାଗ ରହିଛି ଓଡିଶା ସ୍ବାସ୍ଥ୍ୟ ବିଭାଗ । କୋରୋନା ଚିହ୍ନଟ ଓ ମୁକାବିଲା ପାଇଁ ଝାରସୁଗୁଡା ଓ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବତନ୍ତ୍ର…
Read More...

ଟେଲିଫୋନ୍‍ କରି ହିତାଧିକାରୀ ଫେରି ପାଇଲେ ମରାମତି ଟଙ୍କା

ଭୁବନେଶ୍ୱର: ପାଣି ପାଇପ୍‍ ମରାମତି ଲାଗି ମୋ ସରକାର ଫୋନ୍‍ ନମ୍ବରକୁ ଫୋନ୍‍ କରି ନିଜ ହାତରୁ ୧୫୦୦ ଟଙ୍କା ବ୍ୟୟରେ ପାଣି ପାଇପ ମରାମତି କରିଥିବା ଖୋର୍ଦ୍ଧାର ଅକ୍ଷୟ କୁମାର ମହାପାତ୍ର ତାଙ୍କ ମରାମତି ବାବଦ ଟଙ୍କା ଫେରି…
Read More...

ପୋଲିସ ଉପରକୁ ଗୁଳି ଚଳାଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଉତର-ପୂର୍ବ ଦିଲ୍ଲୀର ହିଂସାକାଣ୍ଡ ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିବା ଯୁବକ ଶାହରୁଖ ଗିରଫ । ଉତରପ୍ରଦେଶରୁ ଗିରଫ କଲା ଦିଲ୍ଲୀ କ୍ରାଇମବ୍ରାଂଚ ପୋଲିସ । ହିଂସା ସମୟରେ ପୋଲିସ ଉପରକୁ ସେ ଗୁଳି ଚଳାଇଥିବା…
Read More...

କୋରୋନାକୁ ନେଇ କେଜ୍ରିୱାଲଙ୍କ ଜରୁରୀକାଳିନ ବୈଠକ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିଲ୍ଲୀ, ତେଲେଙ୍ଗାନା, ରାଜସ୍ଥାନ ପରେ ବର୍ତମାନ ଉତରପ୍ରଦେଶ, ଛତିଶଗଡ ଓ ଓଡିଶାରେ କୋରୋନାଙ୍କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।…
Read More...

ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ; ୫୦୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ସହ ଏକ ହଜାର କୋଟି ଟଙ୍କା ପ୍ରକଳ୍ପର କଲେ…

ସୁନ୍ଦରଗଡ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତରେ ଯାଇ ୫୦୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହ ଏକ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର…
Read More...

ଦେଶ ସର୍ବୋଚ୍ଚ ଓ ଏହାର ବିକାଶ ଆମର ମନ୍ତ୍ର: ମୋଦୀ

ନୂଆଦିଲ୍ଲୀ: ସଂସଦରେ ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ ବିଜେପି ସଂସଦୀୟ ଦଳ ବୈଠକ ହୋଇଛି । ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସର୍ବୋଚ୍ଚ ଓ ବିକାଶ ଆମର ମନ୍ତ୍ର ବୋଲି କହିଛନ୍ତି । ବଜେଟ ଅଧିବେଶନ ଦ୍ବିତୀୟ…
Read More...

ଦିଲ୍ଲୀ ହିଂସା: ମୋଦୀଙ୍କୁ ଭେଟିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଜି ସାକ୍ଷାତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମୋଦୀଙ୍କୁ ସାକ୍ଷାତ କରିଛନ୍ତି କେଜ୍ରିୱାଲ ।…
Read More...

ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ଚଳିତବର୍ଷର ପରୀକ୍ଷା ଆରମ୍ଭ ହୋଇଛି । ଯେଉଁଥିରେ ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବାବେଳେ ମୋଟ ୧୧୪୩ଟି ସେଂଟରରେ ଏହି ପରୀକ୍ଷା…
Read More...