ପୁରୀରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ

ପୁରୀ: ଆଜିଠାରୁ ପୁରୀରେ ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ । ଏହି ନିୟମ ଆଜିଠାରୁ କଡାକଡି କରାଯାଇଛି । ସେହି ଅନୁଯାୟୀ ଜିଲ୍ଲାର ସବୁ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଚିଠି କରିଛି ଯୋଗାଣ ବିଭାଗ। ଯେଉଁମାନେ ହେଲ୍‌ମେଟ୍‌…
Read More...

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ସଞ୍ଜୟ ଦାସବର୍ମା

ଭୁବନେଶ୍ବର: ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ନୂଆ ଦାୟିତ୍ବ । ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହେଲେ ଦାସବର୍ମା । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଛନ୍ତି ।ନିଯୁକ୍ତି…
Read More...

ଶାହିନବାଗରେ ବ୍ୟାପକ ପୋଲିସ ମୁତୟନ, ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ: ଶାହିନବାଗରେ ବ୍ୟାପକ ପୋଲିସ ମୁତୟନ । ସୁରକ୍ଷା ଦୃଷ୍ଟିରୁ ରବିବାର ଧାରଣାସ୍ଥଳରେ ମୁତୟନ ହୋଇଛନ୍ତି ପୋଲିସ । ଧାରଣାସ୍ଥଳକୁ ହଟାଇବା ପାଇଁ ହିନ୍ଦୁସେନା ଡାକରା ଦେବା ପରେ ରବିବାର ଶାହିନବାଗରେ ପୋଲିସ ଛାଉଣି…
Read More...

୪ ନକ୍ସଲ କଲେ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମାରେ ୪ଜଣ ନକ୍ସଲ ବନ୍ଧୁକ ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ।ସୁକମା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ପି ସଲଭ…
Read More...

ଆଜିଠାରୁ ଟ୍ରାଫିକ୍ ନିୟମ କଡାକଡି; ନିୟମ ଭାଙ୍ଗିଲେ ଜରିମାନା

ଭୁବନେଶ୍ୱର: ଆଜିଠାରୁ ଟ୍ରାଫିକ୍ ନିୟମ କଡାକଡି ହୋଇଛି । ଯଦି କୌଣସି ଚାଳକ ନିୟମ ଭାଙ୍ଗେ, ତେବେ ତାକୁ ମୋଟା ଅଙ୍କର ଜରିମାନା ଭରିବାକୁ ପଡିବ ।ନୂଆ ମୋଟର ଯାନ ଆଇନ ଉଲଂଘନକାରୀଙ୍କୁ ଲାଗିବ ଅର୍ଥ ଦଣ୍ଡ । ଗାଡ଼ି ଚାଳକଙ୍କ…
Read More...

“ମୋ ସରକାର” ଅଧିନକୁ ଗଲା ଆଉ ୫ବିଭାଗ

ଭୁବନେଶ୍ୱର: “ମୋ ସରକାର” ଅଧିନକୁ ଗଲା ଆଉ ୫ଟି ବିଭାଗ । ଆଜି ଜଙ୍ଗଲ ଏବଂ ପରିବେଶ, ସୂଚନା ଓ ଲୋକସମ୍ପର୍କ, ପର୍ଯ୍ୟଟନ, କ୍ରୀଡା ଓ ଯୁବ ସେବା ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ମୋ ସରକାରରେ ସାମିଲ…
Read More...

ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଦୁଇ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି ।ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ…
Read More...

ଭୁବନେଶ୍ୱର-କଟକ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଯାତ୍ରୀମାନଙ୍କର ସୁବିଧା ପାଇଁ ଭୁବନେଶ୍ୱର ଓ କଟକ ମଧ୍ୟରେ ଆସନ୍ତାକାଲି ଠାରୁ ୩୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ନେଇ ରେଳବାଇ ନିଷ୍ପତି ନିଆଯାଇଛି । ଏବେ ଏହା ପରୀକ୍ଷାମୂଳକ ଭାବେ ଚଳାଚଳ…
Read More...

ମାର୍ଚ୍ଚରେ ୮ଦିନ ବ୍ୟାଙ୍କ ରହିବ ବନ୍ଦ

ଭୁବନେଶ୍ୱର: ମାର୍ଚ୍ଚ ମାସରେ ୮ଦିନ ବ୍ୟାଙ୍କ ବନ୍ଦ ରହିବ । ପୂର୍ବରୁ ୩ଦିନିଆ ବ୍ୟାଙ୍କ ଧର୍ମଘଟ କରିବା ନେଇ ବ୍ୟାଙ୍କ କର୍ମଚାରୀ ଘୋଷଣା କରିଥିବାରୁ ଛୁଟି ସଂଖ୍ୟା ୧୧କୁ ବୃଦ୍ଧି ପାଇବାର ଆଶା କରାଯାଉଛି । ଏବେ ହେବାକୁ ଥିବା…
Read More...

ସ୍ବର୍ଣ୍ଣରେ ଚମକିଲେ ଦୂତୀ

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ ଦେଖାଇଲେ ଦୌଡରାଣୀ ଦୂତୀ । ମହିଳା ବର୍ଗ ୧୦୦ ମିଟର ଦୌଡ ଇଭେଂଟରେ ଓଡିଆ ଝିଅ ଦୂତୀ ଚାନ୍ଦ ଓଡିଶାକୁ ଭେଟି ଦେଇଛନ୍ତି ଆଉ ଏକ ସ୍ବର୍ଣ୍ଣ ।କିଟ୍ ବିଶ୍ବବିଦ୍ୟାଳୟ…
Read More...