ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଲେ ଓଡିଆ ପୁଅ ଅମୂଲ୍ୟ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ପଦରୁ ଅବସର ନେଇଛନ୍ତି ଅମୂଲ୍ୟ ପଟ୍ଟନାୟକ । ୩୦ ଜାନୁଆରୀ ୨୦୧୭ରେ ରାଜଧାନୀ ଦିଲ୍ଲୀର ପୋଲିସ କମିଶନର ଭାବେ ଯୋଗ ଦେଇଥିବା ଆଇପିଏସ ଅମୂଲ୍ୟ ପଟ୍ଟନାୟକ ଶନିବାର ନିଜ ପଦରୁ ଅବସର ନେଇଛନ୍ତି…
Read More...

ଲୋକର୍ପିତ ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା…
Read More...

ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ଅମିତ ଶାହ

ଭୁବନେଶ୍ୱର: ୨ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।ଆଜି ସକାଳେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା…
Read More...

କୋରୋନା ଭାଇରସ; ମୃତ୍ୟୁ ସଂଖ୍ୟା ୨୮୫୮ରେ ପହଂଚିଲା

ବେଜିଂ: କୋରୋନା ଭାଇରସ୍ ଯୋଗୁଁ ଏଯାବତ୍ ମୃତ୍ୟୁ ସଂଖ୍ୟା ୨୮୫୮ରେ ପହଂଚିଲା । ତେବେ ଏହି ଭାଇରସ୍ ଏବେ ୫୦ରୁ ଅଧିକ ଦେଶକୁ ଛୁଇଁଲାଣି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ଚିନ୍ତା ପ୍ରକଟ କରୁଛି । ବିଶ୍ୱ ସ୍ୱାସ୍ଥ୍ୟ…
Read More...

ଆଜି ୧୨ ଘଂଟିଆ ବାଙ୍କୀ ବନ୍ଦ

କଟକ: ବାଙ୍କୀ ଡବଲ ମର୍ଡର ଘଟଣାରେ ଏଯାବତ୍ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହୋଇଥିବା କାରଣରୁ ଏହାକୁ ବିରୋଧ କରି ଆଜି ୧୨ ଘଂଟିଆ ବାଙ୍କୀ ବନ୍ଦ ପାଳନ କରାଯାଇଛି । ଏହି ମର୍ଡର ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏହି…
Read More...

ଛୁଟିଦିନରେ ବସିବ ହାଇକୋର୍ଟଙ୍କ ସ୍ବତନ୍ତ୍ର ବେଂଚ

କଟକ: ଶନିବାର ଛୁଟି ଦିନରେ ବସିବ ହାଇକୋର୍ଟଙ୍କ ସ୍ବତନ୍ତ୍ର ବେଂଚ । ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ମାମଲାର ଶୁଣାଣି କରାଯିବ । ୩ ଟି ସ୍ବତନ୍ତ୍ର ଖଣ୍ଡପୀଠରେ ପଡି ରହିଥିବା ମାମଲାର ଶୁଣାଣି କରାଯିବ ।ବିଶେଷକରି…
Read More...

ଶ୍ରୀଜୀଉଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ ଅମିତ୍ ଶାହା

ପୁରୀ: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସେ ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଦୀପ ଦାନ କରିଥିଲେ । ପରେ ସେ ମୁକ୍ତି ମଣ୍ଡପ ଯାଇ…
Read More...

ଓଲିଉଡକୁ ଫେରୁଛନ୍ତି ପ୍ରକୃତି

ଭୁବନେଶ୍ୱର: ବହୁଦିନର ବ୍ୟବଧାନ ପରେ ପୁଣିଥରେ ଓଲିଉଡକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । “ପଗଲୁ” ଫିଲ୍ମ ଜରିଆରେ ସେ ପୁଣିଥରେ ସିଲଭର ସ୍କ୍ରିନରେ ଦର୍ଶକଙ୍କ ନିକଟରେ ପହଂଚିବେ । ଯେଉଁଥିରେ ପ୍ରଯୋଜକ ଭାବେ କାମ…
Read More...

ହୋମଗାର୍ଡ ପାଇଁ ଖୁସି ଖବର, ଦୈନିକ ୫୦୦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହୋମଗାର୍ଡଙ୍କ ପାଇଁ ଖୁସି ଖବର । ହୋମଗାର୍ଡଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।…
Read More...