ବାଙ୍କୀ ଡବଲ ମର୍ଡର ଘଟଣା: ଆଉ ଜଣେ ଗିରଫ

ବାଙ୍କୀ: ବହୁଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ଆଉ ଜଣଙ୍କୁ ପୋଲିସ ଗିରଫ କରିଛି । ମଙ୍ଗଳବାର ପୋଲିସ ଖଜୁରିପଦା ଗ୍ରାମର ଭରତ ପ୍ରଧାନ(୩୮)ଙ୍କୁ ନୟାଗଡ଼ରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭରତ ଏହି ହତ୍ୟାକାଣ୍ଡ ସହିତ…
Read More...

ସିଏଏକୁ ଦିଲ୍ଲୀରେ ଥମୁନି ହିଂସା: ଗଲାଣି ୧୭ ଜୀବନ

ନୂଆଦିଲ୍ଲୀ: ସିଏଏକୁ ନେଇ ରାଜଧାନୀ ଦିଲ୍ଲୀରେ ହିଂସା ଥମିବାର ନାଁ ନେଉନି । ଏହି ହିଂସା ଫଳରେ ଏଯାବତ୍ ୧୭ଜଣ ପ୍ରାଣ ହରାଇସାରିଲେଣି । ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳେ ୪ଜଣ ଲୋକଙ୍କର ମୃତଦେହ…
Read More...

ଅଷ୍ଟମ ଥର ପାଇଁ ବିଜେଡିର ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଓଡ଼ିଶାବାସୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ବର: ଅଷ୍ଟମ ଥର ପାଇଁ ବିଜେଡିର ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦଳୀୟ କାର୍ଯ୍ୟାଳୟରେ ସଭାପତି ଭାବେ ତାଙ୍କ ନାମ ଘୋଷଣା କରାଯାଇଛି । ସେହିପରି ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ…
Read More...

ଗୋଟିଏ ଘରୁ ୩ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁରେ ଚାଂଚଲ୍ୟ । ଗାଁର ମଝି ସାହିର ଗୋଟିଏ ଘରୁ ତିନୋଟି ମୃତ ଦେହ ଉଦ୍ଧାର । ଆଜି ସକାଳ ସମୟରେ ବାପା, ମାଆ ଓ ଝିଅଙ୍କ ୩ଟି ମୃତଦେହ ପଡିଥିବାର…
Read More...

ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ : ସୁଯୋଗ, ନବଉନ୍ମେଷ ଏବଂ…
Read More...

ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା Nalcoରେ କ୍ରସର ଏବଂ କନ୍‌ଭେୟର ସିଷ୍ଟମର ଭିତିପ୍ରସ୍ତର ସ୍ଥାପନ

ଦାମନଯୋଡ଼ି: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା Nalcoର କ୍ରସର ଏବଂ କନ୍‌ଭେୟରର ସିଷ୍ଟମ ଭିତିପ୍ରସ୍ତର କରାଯାଇଛି ।ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା ବିଶୋଧନର ପଂଚମ ସ୍ରୋତ ପାଇଁ…
Read More...

ସିଏଏକୁ ନେଇ ଦିଲ୍ଲୀରେ ହିଂସା: ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ୧୫୦ ଆହତ

ନୂଆଦିଲ୍ଲୀ: ସିଏଏକୁ ନେଇ ଜଳୁଛି ଦିଲ୍ଲୀ । ହିଂସା କ୍ରମଶଃ ଉଗ୍ର ରୂପ ନେବା ସହ ଚାରିଆଡେ ବ୍ୟାପିବାକୁ ଲାଗିଲାଣି । ଅଶାନ୍ତ ହେବାରେ ଲାଗିଛି ଜାତୀୟ ରାଜଧାନୀ । ଜାଫରାବାଦରେ ସକାଳ ସମୟରୁ ଉତେଜନାମୂଳକ ପରିସ୍ଥିତି ଲାଗି…
Read More...

ଜୟଲଳିତାଙ୍କ ଲୁକରେ ଆସିଲେ କଙ୍ଗନା

ମୁମ୍ବାଇ: ଯେବେଠୁ ଫିଲ୍ମ ‘ଥଲାଇଭି’ ମେକର୍ସ କଙ୍ଗନା ରଣାୱତଙ୍କ ସହ ଫିଲ୍ମର ଘୋଷଣା କରିଛନ୍ତି। ସେହି ସମୟରୁ ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ ଦର୍ଶକ। ଫ୍ୟାନ୍ସ ଆଶା ବାନ୍ଧିଛନ୍ତି ଯେ ତାମିଲନାଡୁର ପୂର୍ବତନ ସ୍ବର୍ଗୀୟ…
Read More...

ଅର୍ଥ ଆୟୋଗ ଅନୁଦାନର ବିନିଯୋଗରେ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରାଯିବ

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନମାନଙ୍କୁ ସଶକ୍ତ ତଥା  କ୍ରିୟାଶୀଳ କରିବା ସଙ୍ଗେ ସଙ୍ଗେ ଗ୍ରାମାଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଆଦି ଭିତିଭୂମି କ୍ଷେତ୍ରର ବିକାଶକୁ ତ୍ୱରାନ୍ୱିତ କରିବା…
Read More...