ରାଜଘାଟରେ ମହାତ୍ମାଗାନ୍ଧୀଙ୍କ ସମାଧିପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ମହାତ୍ମାଗାନ୍ଧୀଙ୍କ ସମାଧି ପୀଠ ଯାଇ ସେଠାରେ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏହି ସମୟରେ ପତ୍ନୀ ମେଲାନିଆ ମଧ୍ୟ ଉପସ୍ଥିତ ଥିଲେ ।ଏହା…
Read More...

ରାଷ୍ଟ୍ରପତି ଭବନରେ ଟ୍ରମ୍ପ ଦମ୍ପତିଙ୍କୁ ଗାର୍ଡ ଅଫ୍ ଅନର

ନୂଆଦିଲ୍ଲୀ: ଆଜି ରାଷ୍ଟ୍ର ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଇସିନା ହିଲ୍‌ ସ୍ଥିତ ରାଷ୍ଟ୍ରପତି ଭବନର…
Read More...

ବିଜେଡି ନେତ୍ରୀ ମିନାକ୍ଷୀଙ୍କ ମୃତ୍ୟୁ ମାମଲା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର: ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ମାମଲା ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ପୋଲିସ ନିର୍ଦ୍ଦେଶକ । ଆଜି ଏସଂପର୍କରେ ଓଡ଼ିଶା ପୋଲିସ ମହାନିର୍ଦେଶକ ଅଭୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ…
Read More...

ତାଜମହଲରେ ଟ୍ରମ୍ପ

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମାଲେନିଆ ଟ୍ରମ୍ପ ତାଜମହଲରେ ପହଂଚିଛନ୍ତି । ସେଠାରେ ସେମାନେ ଯାଇ ତାଜମହଲକୁ ପରିଦର୍ଶନ କରୁଛନ୍ତି । ଏ ନେଇ କେନ୍ଦ୍ରସରକାର ଓ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ…
Read More...

ମୋଟେରାରେ “ନମସ୍ତେ ଟ୍ରମ୍ପ” କାର୍ଯ୍ୟକ୍ରମ; ଏଭଳି ବକ୍ତବ୍ୟ ରଖିଲେ ଆମେରିକା ରାଷ୍ଟ୍ରପତି

ଅହମଦାବାଦ: ନମସ୍ତେ..ନମସ୍ତେରୁ ଅଭିବାଦନ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦି ମୋର ପ୍ରକୃତ ବନ୍ଧୁ । ଭାରତକୁ ଅଗ୍ରଗତି କରିବାରେ ମୋଦିଙ୍କ ଭୂମିକା ଅତୁଳନୀୟ । ଦେଶ ପାଇଁ…
Read More...

ଲାଂଚୁଆ ଅଫିସରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ

ଭୁବନେଶ୍ୱର: ଦୁର୍ନୀତି ବିକାଶର ସବୁଠାରୁ ବଡ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ…
Read More...

ସାବରମତୀ ଆଶ୍ରମରେ ଟ୍ରମ୍ପ; ଚଲାଇଲେ ଚରଖା

ଅହମଦାବାଦ: ସାବରମତୀ ଆଶ୍ରମରେ ପହଂଚିଲେ ଟ୍ରମ୍ପ । ଉତରୀୟ ପିନ୍ଧାଇ ଟ୍ରମ୍ପ ଦମ୍ପତିଙ୍କୁ ସ୍ୱାଗତ କରାଯାଇଛି । ଏହାପରେ ଟ୍ରମ୍ପ ଚରଖା ଚଲାଇବା ସହ ଏହା ସମ୍ପର୍କରେ ଜାଣିଥିଲେ । ପରେ ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମଧ୍ୟ ଏହି…
Read More...

ଭାରତରେ ପହଂଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବହୁଦିନର ଅପେକ୍ଷା ପରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦରେ ପହଂଚିଛନ୍ତି । ସେ ଏୟାରଫୋର୍ସ ୱାନ୍‌ ଯୋଗେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ପହଂଚିଛନ୍ତି। ଆମେରିକା ରାଷ୍ଟ୍ରପତି…
Read More...

ଚୀନରେ ୨୫ଶହ ଟପିଲା କୋରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଚୀନରେ କରାଳ ରୂପ ଧାରଣ କଲାଣି କୋରୋନା ଭାଇରସ । ଏଥିରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ସୁଦ୍ଧା ୭୭ ହଜାର ୧୫୦ ଲୋକ ଭାଇରସରେ ଆକ୍ରାନ୍ତ…
Read More...

“ଇଣ୍ଡିଆନ୍ ଆଇଡଲ-୧୧” ଜିତିଲେ ସନୀ ହିନ୍ଦୁସ୍ତାନୀ

ମୁମ୍ବାଇ: “ଇଣ୍ଡିଆନ୍ ଆଇଡଲ-୧୧” ର ତାଜ୍ ଜିତିଲେ ସନୀ ହିନ୍ଦୁସ୍ତାନୀ । ସନୀ ହିନ୍ଦୁସ୍ତାନୀଙ୍କୁ ଇଣ୍ଡିଆନ୍‌ ଆଇଡଲ-୧୧ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ଏହା ସହିତ ପ୍ରଥମ ରନର୍‌ ଅପ୍‌ ରୋହିତ…
Read More...