Odisha କାର୍ଯ୍ୟରେ ଅବହେଳା କାରଣରୁ ୨ ଶିକ୍ଷକଙ୍କ ଦରମା ବନ୍ଦ OPA Feb 22, 2020 0 ଭୁବନେଶ୍ୱର: ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କଟକ ଜିଲ୍ଲାର ବିଭିନ୍ନ ସ୍କୁଲ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ୨ଜଣ ଶିକ୍ଷକ କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କର ଫେବ୍ରୁଆରି ମାସର ଦରମା ବନ୍ଦ କରିଦେଇଛନ୍ତି ।… Read More...
Crime ମହାଶିବରାତ୍ରିରେ ମହିଳାଙ୍କୁ ଗଣଦୁଷ୍କର୍ମ OPA Feb 22, 2020 0 ଭଦ୍ରକ: ଗତକାଲି ମହାଶିବରାତ୍ରିରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଂଚଳରେ । ଏନେଇ ପରିବାର ଲୋକେ ଭଣ୍ଡାରିପୋଖରୀ ଥାନାରେ ଲିଖିତ… Read More...
National ଆନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ OPA Feb 22, 2020 0 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀରେ ଆନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀର ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀ ସୁପ୍ରିମକୋର୍ଟର ଅତିରିକ୍ତ କୋଠାରେ ଅନୁଷ୍ଠିତ ହେଉଛି । ଏହି… Read More...
Odisha ଫାଟିଲା ଟିଭି: ସ୍ତ୍ରୀ ମୃତ, ସ୍ବାମୀ ସମେତ ୬ ମାସର ଶିଶୁକନ୍ୟା ଗୁରୁତର OPA Feb 22, 2020 0 ରାଉରକେଲା: ଧୁରୁଆଡିହି ଥାନା ଅନ୍ତଗର୍ତ ଲହଣ୍ଡାବୁଡା ଗାଁରେ ଅଘଟଣ । ଟିଭି ଫାଟି ଜଣେ ମହିଳା ମୃତ ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ମହିଳାଙ୍କ ସ୍ବାମୀ ଡିଲେଶ୍ବର ନାଏକ ଓ ତାଙ୍କ ୬ ମାସର ଶିଶୁ କନ୍ୟା… Read More...
Bignews ଗାନ୍ଧୀ ଶାନ୍ତି କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ OPA Feb 22, 2020 0 ଭୁବନେଶ୍ବର: ଖଣ୍ଡଗିରି ଅଂଚଳରେ ନିର୍ମାଣ କରାଯାଇଥିବା ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। । ନବନିର୍ମାଣ ଗାନ୍ଧୀ ଶାନ୍ତି କେନ୍ଦ୍ରରେ ରହିଛି ଛୋଟ ବଡ ଅନେକ କୋଠରୀ । ଯେଉଁଥିରେ… Read More...
National ନିର୍ଭୟା ମାମଲା: ପରିବାର ସହ ଶେଷ ସାକ୍ଷାତ ପାଇଁ ୪ଦୋଷୀଙ୍କୁ ଚିଠି ଲେଖିଲେ ତିହାର ଜେଲ କର୍ତୃପକ୍ଷ OPA Feb 22, 2020 0 ନୂଆଦିଲ୍ଲୀ: ପରିବାର ସହ ଶେଷ ସାକ୍ଷାତ ପାଇଁ ନିର୍ଭୟା ମାମଲାର ୪ଦୋଷୀଙ୍କୁ ଚିଠି ଲେଖିଲେ ତିହାର ଜେଲ କର୍ତୃପକ୍ଷ । ଫାଶୀ ଲାଗି ନିର୍ଦ୍ଧାରିତ ଦିନ ମାର୍ଚ ୩ ତାରିଖ ପୂର୍ବରୁ ସେମାନେ ନିଜ ପରିବାରକୁ ଭେଟି ପାରିବେ ବୋଲି… Read More...
National ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ OPA Feb 22, 2020 0 ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୨ ଲସ୍କରୀ ଇ ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଏନକାଉଂଟରଟି ଶନିବାର ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହୋଇଥିଲା ।ସୂଚନା ଅନୁସାରେ, ସୁରକ୍ଷାକର୍ମୀ ଓ… Read More...
Odisha ବିରଳ ଶାଗୁଣା ଉଦ୍ଧାର OPA Feb 22, 2020 0 ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗଡ଼ବାଣିକିଲୋ ପଂଚାୟତ ଅଧୀନ ଗୁଣ୍ତୁରିଆ ଗାଁରୁ ଏକ ବିରଳ ଶାଗୁଣା ଉଦ୍ଧାର କରାଯାଇଛି। ସ୍ଥାନୀୟ ବନ ବିଭାଗ ରେଞ୍ଜର୍ ଶରତ କୁମାର ଶତପଥୀଙ୍କ ସୂଚନା ମୁତାବକ ରଣପୁର ବନ ବିଭାଗ… Read More...
National କୋରୋନା ଭାଇରସ୍: ୨୩୬୦ରେ ପହଂଚିଲା ମୃତକଙ୍କ ସଂଖ୍ୟା OPA Feb 22, 2020 0 ବେଜିଂ: ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଏବେ ଆତଙ୍କ ରୂପ ନେଇଛି । ଏହି ଭାରଇରସରେ ଆକ୍ରାନ୍ତ ହୋଇ ୨୩୬୦ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।କୋରୋନା ଭାଇସରରେ ୮ ଜଣ ମେଡିକାଲ ପ୍ରଫେସରଙ୍କ ମୃତ୍ୟୁ ହୋଇଥିଲା… Read More...
Odisha କପିଳାସରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଜାଳିଲେ ଦୀପ OPA Feb 22, 2020 0 ଢ଼େଙ୍କାନାଳ: ଗତକାଲି କପିଳାସରେ ମହାଶିବରାତ୍ରି ପାଇଁ ଶ୍ରୀ ଚନ୍ଦ୍ରଶେଖରଜିଉଙ୍କୁ ଦର୍ଶନ କରିବା ସହ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦୀପ ଜାଳିଥିବା ଜଣାପଡିଛି ।ଏଥିପାଇଁ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୀଠରେ… Read More...