Odisha ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର; ଡାକ୍ତରଖାନାରେ ଭର୍ତି OPA Feb 24, 2020 0 ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଏକ ନରହନ୍ତା ହାତୀ ଜଣେ ମହିଳାକୁ ଆକ୍ରମଣ କରିଛି । ଫଳରେ ଏହି ଘଟଣାରେ ଜଣେ ମହିଳା ଗୁରୁତର ହୋଇଥିବାର ଖବର ମିଳିଛି । ଗୁରୁତର ମହିଳାଙ୍କୁ ଭୁବନେଶ୍ୱରର ଏମ୍ସରେ ଭର୍ତି… Read More...
Bignews କାମାକ୍ଷାନଗର ଉପଖଣ୍ଡର ୧୧ଟି ମାଟ୍ରିକ୍ କେନ୍ଦ୍ରରେ ୧୪୪ ଧାରା ଲାଗୁ OPA Feb 24, 2020 0 କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବିରିବୋଲେଇରେ ଥିବା ଥିବା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ୨୨ ତାରିଖ ଇଂରାଜି ପରୀକ୍ଷାରେ ବିହାର ଭଳିଆ କପି ହୋଇଥିଲା । ଅପରପକ୍ଷରେ ବାପୁଜୀ ଉଚ୍ଚ… Read More...
National ଆଜି ଭାରତ ଆସୁଛନ୍ତି ଟ୍ରମ୍ପ OPA Feb 24, 2020 0 ନୂଆଦିଲ୍ଲୀ: ଆଜିଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜର ବହୁ ପ୍ରତିକ୍ଷିତ ଭାରତ ଯାତ୍ରା ପାଇଁ ସେ ଉଡାଣ ଭରିସାରିଛନ୍ତି । ଆଉ କିଛି ସମୟ ପରେ ସେ ଅହମଦାବାଦ ବିମାନ ବନ୍ଦରରେ… Read More...
Odisha ପୋଲସରାରେ ପୋଡିହୋଇ ପିଲାଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ OPA Feb 23, 2020 0 ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପୋଲସରା ଖଇରଛଟାରେ ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗିଯିବାରୁ ଛୋଟ ଛୋଟ ପିଲାମାନେ ପୋଡିହୋଇ ମୃତ୍ୟୁବରଣ ଘଟଣାରେ ସାମାଜିକ ଗଣମାଧ୍ୟମ ଜରିଆରେ ଗଭୀର ଶୋକପ୍ରକାଶ କରିଛନ୍ତି… Read More...
More News ଆଇ.ଏମ୍.ସି.ଟି ଦ୍ୱାରା ଦୌଡ କାର୍ଯ୍ୟକ୍ରମ OPA Feb 23, 2020 0 ଭୁବନେଶ୍ୱର : ଭୁବନେଶ୍ବରଠାରେ ଆଇ.ଏମ୍.ସି.ଟି ଦ୍ୱାରା ଆୟୋଜିତ ୬.୨ କି.ମି ବ୍ୟାପି ଦୌଡ଼ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପିନେତା ମୁରଲୀ ଶର୍ମା, ସମ୍ ହାସପାତାଳର ନିର୍ଦ୍ଦେଶକ ତଥା ସ୍ୱୟଂ ସେବକ… Read More...
National ‘ମନ୍ କି ବାତ୍’; ଲିଟି-ଚୋଖାର ପ୍ରଶଂସା କଲେ ମୋଦି OPA Feb 23, 2020 0 ନୂଆଦିଲ୍ଲୀ: ରବିବାର ୬୨ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ହୁନର ହାଟଠାରୁ ଆରମ୍ଭ କରି ଭାଗିରଥୀ ଆମ୍ମା ପର୍ଯ୍ୟନ୍ତ ବିଭିନ୍ନ ବିଷୟ… Read More...
Bignews ପାଳଗଦା ନିଆଁରେ ଜଳିଗଲେ ୪ ଶିଶୁ OPA Feb 23, 2020 0 ପୋଲସରା: ପାଳ ଗଦାରେ ନିଆଁ ଲାଗି ଜଳିଗଲେ ୪ ନିରିହ ଶିଶୁ । ରବିବାର ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଖଇରଛଟା ଗାଁରେ ୪ଜଣ ଶିଶୁ ପାଳ ଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ।ସୂଚନା… Read More...
Odisha ଡବଲ ମର୍ଡର ଘଟଣା; ସିବିଆଇ ତଦନ୍ତ ଦାବି କଲେ ଅନୁପଙ୍କ ପରିବାର OPA Feb 23, 2020 0 ଝାରସୁଗୁଡା: ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ପରିବାର ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ।ଶନିବାର ଦିନସାରା ଓ ରାତିରେ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ… Read More...
National ନିର୍ଭୟା ମାମଲା; ଜେଲ ଭିତରେ ଷ୍ଟାପଲର ପିନ୍ ଗିଳି ପକାଇଲେ ଦୋଷୀ ବିନୟ OPA Feb 23, 2020 0 ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀଙ୍କ ଫାଶୀ ତାରିଖ ଯେତେ ପାଖେଇ ଆସୁଛି, ସେମାନେ ସେଥିରୁ ବଂଚିବା ପାଇଁ ନୂଆ ନୂଆ ଉପାୟ ବାହାର କରୁଛନ୍ତି । ତେବେ ପୁଣିଥରେ ଏଭଳି ଘଟଣା ଏକ ସାମ୍ନାକୁ ଆସିଛି । ଏହି ମାମଲାର ୪ ଦୋଷୀଙ୍କ… Read More...
Odisha ଦନ୍ତା ହାତୀ ଆକ୍ରମଣରେ ୩ଜଣଙ୍କ ଜୀବନଗଲା OPA Feb 23, 2020 0 ପିପିଲ: ପୁରୀ ଜିଲ୍ଲାର ପିପିଲର ପୃଥକ୍ ପୃଥକ୍ ସ୍ଥାନରେ ଦନ୍ତା ହାତୀର ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ଏହି ଘଟଣାରେ ୫ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ମୃତକମାନେ ହେଲେ; ଯୁଗଳ… Read More...