National ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କ ନିକଟକୁ କେଶ ପଠାଇବେ ଶିକ୍ଷୟିତ୍ରୀ! OPA Feb 20, 2020 0 ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଶିକ୍ଷୟିତ୍ରୀ ଲଣ୍ଡା ହୋଇ ନିଜ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇବା ନେଇ ଖବର ଜଣାପଡିଛି । ଏହି ଶିକ୍ଷୟିତ୍ରୀ ଜଣଙ୍କ ହେଉଛନ୍ତି, ଶାହିନ୍ ଖାନ୍ ।ନିର୍ବାଚନ… Read More...
National ମାର୍ଚ୍ଚ ୨୮ରୁ ଦିଲ୍ଲୀରୁ ଗଡିବ ରାମାୟଣ ଏକ୍ସପ୍ରେସ୍ OPA Feb 20, 2020 0 ନୂଆଦିଲ୍ଲୀ: ମାର୍ଚ୍ଚ ୨୮ରୁ ଦିଲ୍ଲୀ ଗଡିବ ଶ୍ରୀ ରାମାୟଣ ଏକ୍ସପ୍ରେସ୍ । ୧୦ଟି ବଗି ଥିବା ଏହି ସ୍ୱତନ୍ତ୍ର ଟ୍ରେନରେ ୫ଟି ନନ-ଏସି ସ୍ଲିପର କ୍ଲାସ ଓ ୫ଟି ୩ ଟାୟାର ଏସି କୋଚ ରହିଛି ବୋଲି ଜଣାପଡିଛି । ପ୍ରଥମେ ଯିଏ ବୁକିଂ… Read More...
Odisha ଚିନ୍ତା ବଢ଼ାଉଛି ସ୍ୱାଇନ୍ ଫ୍ଲୁ; ୨୦ଦିନରେ ୧୨ ଚିହ୍ନଟ OPA Feb 20, 2020 0 ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଯାବତ୍ ୧୨ ଜଣ ଏହିି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆଜି ଖୋର୍ଦ୍ଧା ଅଂଚଳର ଜଣେ ବ୍ୟକ୍ତି ଏଥିରେ ଚିହ୍ନଟ ହେବା ପରେ… Read More...
National କାନ୍ଥରେ ମୁଣ୍ଡ ପିଟି ନିର୍ଭୟା ଦୋଷୀ ବିନୟ ଶର୍ମା ଆହତ OPA Feb 20, 2020 0 ନୂଆଦିଲ୍ଲୀ: ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଜେଲ୍ ପ୍ରକୋଷ୍ଠ କାନ୍ଥରେ ମୁଣ୍ଡ ପିଟି ଆହତ ହୋଇଛନ୍ତି।ତିହାର ଜେଲ୍ ସୂତ୍ରରୁ ପ୍ରକାଶ ଯେ ନିର୍ଭୟା ଦୋଷୀ ବିନୟ ଶର୍ମା ଫେବ୍ରୁଆରି ୧୬ ତାରିଖ ଦିନ ଜେଲ୍… Read More...
National ଆସନ୍ତାକାଲି ମହା ଶିବରାତ୍ରି OPA Feb 20, 2020 0 ବାରଣାସୀ: ଆସନ୍ତାକାଲି ମହା ଶିବରାତ୍ରି । ଉତରପ୍ରଦେଶର ଆଧ୍ୟାତ୍ମିକ ସହର ବାରଣାସୀରେ ଶିବରାତ୍ରିକୁ ଖୁବ୍ ଧୁମଧାମରେ ପାଳନ କରାଯାଇଥାଏ । କାଶୀ ସହରରେ ମହା ଶିବରାତ୍ରି ଗୋଟିଏ ଦିନ ପୂର୍ବରୁ ଅନୁଭବ ହୋଇଥାଏ । ବାରାଣସୀରେ… Read More...
National ଜର୍ମାନୀର ୨ଟି ବାର୍ରେ ଗୁଳିକାଣ୍ଡ, ୮ ମୃତ OPA Feb 20, 2020 0 ବର୍ଲିନ: ଜର୍ମାନୀର ୨ଟି ବାର୍ରେ ବୁଧବାର ମଧ୍ୟରାତ୍ରିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଅନ୍ୟୁନ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡ ଜର୍ମାନୀର ହନାଉ ସହରର ସ୍ଥିତ… Read More...
Odisha ଆଖି ବୁଜିଲେ ବିଜେଡି ନେତ୍ରୀ ମିନାକ୍ଷୀ OPA Feb 20, 2020 0 ଭୁବନେଶ୍ବର: ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଛନ୍ତି । ଗତ ୧୨ ତାରିଖରେ ବ୍ରହ୍ମପୁର ଏସପି ଅଫିସ ସାମ୍ନାରେ ଆତ୍ମହୁତି ଉଦ୍ୟମ କରିଥିଲେ… Read More...
Entertainment “ଲୁପ୍ ଲପେଟା”ରେ ତାପସୀ OPA Feb 19, 2020 0 ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ବର୍ତମାନ ନିଜ ଆଗାମୀ ଫିଲ୍ମ ‘ଥାପଡ’କୁ ନେଇ ଚର୍ଚ୍ଚାରେ। ଫିଲ୍ମ ପ୍ରମୋଶନରେ ଏବେ ଖୁବ୍ ବ୍ୟସ୍ତ ସେ। ଏମାସ ୨୮ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ। ଅନୁଭବ ସିହ୍ନାଙ୍କ… Read More...
Politics ପୁଣି ପ୍ରଭାରୀଙ୍କ ସାମନାରେ କଂଗ୍ରେସ କାର୍ଯ୍ୟାଳୟରେ ମୁହାଁମୁହିଁ ଦୁଇ ଗୋଷ୍ଠୀ OPA Feb 19, 2020 0 ଭଦ୍ରକ: ପୁରୀ ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ଏପରି ଘଟଣା ଦେଖିବାକୁ… Read More...
Odisha ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଖବର ମିଛ: ବୋର୍ଡ OPA Feb 19, 2020 0 କଟକ: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କୌଣସି ପ୍ରଶ୍ନପତ୍ର ଭାଇରାଲ ହୋଇନଥିବା ବୋର୍ଡ ସ୍ପଷ୍ଟ କରିଛି । ଭାଇରାଲ ସମ୍ପର୍କିତ ଯେଉଁ ଖବର ଗଣମାଧ୍ୟମରେ ପ୍ରଚାର ହେଉଥିଲା ତାହାକୁ ଭୁଲ ବୋଲି କହିଛି ବୋର୍ଡ । ଭାଇରାଲ… Read More...