ଅନୁପ ସାଏଙ୍କ ମର୍ଡର ଘଟଣାରେ ନିର୍ମାଣ ହେବ ଫିଲ୍ମ

ଭୁବନେଶ୍ୱର: ଚର୍ଚ୍ଚିତ ମା’ ଓ ଝିଅଙ୍କୁ ହତ୍ୟା କରିଥିବା ଘଟଣାରେ ଗୋଟିଏ ପରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ନେଇ ପୋଲିସ ଗିରଫ କରି ଛାନଭିନ୍ ଜାରି ରଖିଥିବାବେଳେ ଏହି ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ତେବେ…
Read More...

ଗଞ୍ଜାମ ବସ୍ ଟ୍ରାଜେଡି ଘଟଣା; ବସ୍ ଚାଳକର ଦାୟୀ ବୋଲି ବିଧାନସଭାରେ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମର ବସ୍ ଟ୍ରାଜେଡି ଘଟଣାରେ ମୃତ୍ୟୁ ବରଣ କରିଥିବା ୧୧ଜଣ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ଏହାକୁ ନେଇ ଉତର ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏହି ଘଟଣା ପାଇଁ…
Read More...

ଆରମ୍ଭ ହେଲା ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ କାଟ

ଭୁବନେଶ୍ୱର: ସେସୁ, ନେସ୍କୋ ପରେ ଏବେ ୱେସ୍କୋ ବିଦ୍ୟୁତ୍ କାଟ ପ୍ରକ୍ରିୟା ଆରମ୍ଭ କରିଛି । ଯେଉଁ ଗ୍ରାହକମାନେ ନିଜର ବକେୟା ପୈଠ କରିବାରେ ଅବହେଳା କରିଛନ୍ତି ସେମାନଙ୍କର ବିଦ୍ୟୁତ୍ କାଟ ଆରମ୍ଭ କରାଯାଇଛି । ତେବେ ଆଜିଠାରୁ…
Read More...

୨୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ; ୩ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲର ଜଳେଶ୍ୱରରୁ ବ୍ରାଉନସୁଗର ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଜଣେ ଖସି ପଳାଇଥିବା ଜଣାପଡିଛି ।ସୂଚନାଯୋଗ୍ୟ; ଜଳେଶ୍ବର ଥାନା ଅନ୍ତର୍ଗତ ଶେଖସରାଇରୁ ୧୦୦ ଗ୍ରାମ…
Read More...

ଅଭିନେତା ତଥା ରାଜନେତା ତାପସ ପାଲଙ୍କ ପରଲୋକ

ମୁମ୍ବାଇ: ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତଥା ଅଭିନେତା ତାପସ ପାଲଙ୍କ ପରଲୋକ ଘଟିଛି । ମୁମ୍ବାଇ ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ଦେହାନ୍ତ ହୋଇଛି । ବଙ୍ଗଳା ସିନେମା ଜଣାଶୁଣା ଅଭିନେତା ତାପସ ପାଲଙ୍କୁ ମୃତ୍ୟୁବେଳକୁ…
Read More...

ରୋଷେଇ ବେଳେ ନିଆଁ ଲାଗି ୧୨ ବଖରା ପାଉଁଶ

ରାୟଗଡ଼ା: ଖମ୍ବାରୀଗୁଡା ଗାଁରେ ଭୟବହ ଅଗ୍ନିକାଣ୍ଡ । ରୋଷେଇ କରିବା ବେଳେ ନିଆଁ ଲାଗି ୪ ପରିବାରର ୧୨ ବଖରା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ । ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ପେମ୍ବାଗୁଡା ପଂଚାୟତ ଅନ୍ତର୍ଗତ ଉକ୍ତ…
Read More...

ଆଜି ରାଜ୍ୟ ବଜେଟ

ଭୁବନେଶ୍ବର: ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଂଚମ ପାଳିର ଦ୍ବିତୀୟ ବଜେଟ ଗୃହରେ ଆଗତ କରିବେ ।…
Read More...

ଅନୁପ ସାଏଙ୍କ ସମ୍ପର୍କୀୟଙ୍କୁ ନୋଟିସ୍ କଲା ପୋଲିସ

ବ୍ରଜରାଜନଗର: କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଛତିଶଗଡ ପୋଲିସ ଅଧିକ ସୁରାକ ପାଇବା ପାଇଁ ଛାନଭିନ୍ ଜାରି ରଖିଛି । ଅନୁପ ସାଏଙ୍କ ଆକାଉଂଟ ଥିବା ଏସବିଆଇ ଓ ୟୁକୋ ବ୍ୟାଙ୍କରେ ପୋଲିସ ଛାନଭିନ୍ କରିଛି ।ସେହିପରି ଅନୁପ…
Read More...

ନାବାଳକ ଜଣଙ୍କ ଚାଇନା ବ୍ୟାଟେରୀ ଖେଳୁଥିଲେ; ଫାଟିଯିବାରୁ ଛିଣ୍ଡିଗଲା ୩ ଆଙ୍ଗୁଠି

ଭଦ୍ରକ: ଜଣେ ନାବାଳକ ଜଣଙ୍କ ଚାଇନା ବ୍ୟାଟେରୀ ଖେଳୁଥିବା ସମୟରେ ଫାଟିଯିବାରୁ ନାବାଳକ ଜଣଙ୍କର ପାପୁଲିରୁ ୩ଟି ଆଙ୍ଗୁଠି ଛିଣ୍ଡିଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ତିିହିଡି…
Read More...

ପିଇବ ପାଣି ସମାସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ବାରିପଦା ୧୩ ନମ୍ବର ଓ୍ବାର୍ଡ ବସିନ୍ଦା

ବାରିପଦା :ପିଇବାପାଣି ସପ୍ଲାଇ ଆସୁନଥିବାରୁ ତାତିଲେ ବାରିପଦା ୧୩ ନମ୍ବର ଓ୍ବାର୍ଡ ର ବସ୍ତି ବାସିନ୍ଦା । ଆଜି ଦିନ ୮.୩୦ ମିନିଟ ସମୟରେ ଶତାଧିକ ମହିଳା ଗରା ବାଲଟି ରଖି ବାରିପଦା ରେଲୱେ ଷ୍ଟେସନ ସମ୍ମୁଖରେ ରାସ୍ତା ବନ୍ଦ କରି…
Read More...